ବିଜୁ ପକ୍କା ଘରରେ ଅନିୟମିତତା 

କୁଚିଣ୍ଡl : ସମ୍ବଲପୁର ଜିଲ୍ଲା କୁଚିଣ୍ଡl ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ଼ ଠାରେ ବିଜୁ ପକ୍କା ଘର ନିର୍ମାଣ ରେ ଅନମିୟତl ଦେଖିବାକୁ ମିଳିଛି l 2017-18ରେ ଶିବ ମିଞ୍ଜି ଙ୍କୁ ଏକ ବିଜୁ ପକ୍କା ଘର ମିଳିଥିଲା l କିନ୍ତୁ ଘରଟି ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇନଥିବl ବେଳ ଶେଷ…

ନିର୍ବାଚନ ପୂର୍ବରୁ  ପୋଲିସକୁ ବଡ ସଫଳତା- ବଡଧରଣର ଜାଲନୋଟ ଛାପା କାରଖାନା ଠାବ 

ଚଢାଉ - ୨ ଗିରଫ ଜାଲ ନୋଟ ସହ ବହୁ ବ୍ୟବହୃତ ସାମଗ୍ରୀ ଜବତ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆସନ୍ତା ଏପ୍ରିଲ ୧୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ ସଫଳତା ମିଳିଛି । ପାରଳାଖେମୁଣ୍ଡି ସହରର…

ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ପ୍ରାର୍ଥୀ ତାଲିକାକୁ ନେଇ ବିଜେଡ଼ିରେ ଖୁସୀ ଓ ଗମ୍

ହେଲେ ତାଲିକା ଜାଲି ବୋଲି ପ୍ରମାଣ କରୁଛି ସ୍ଵାକ୍ଷରକାରୀଙ୍କ ଡେଜିଗନେସନ ବାରିପଦା(ଦିଲ୍ଲୀପ ମହାନ୍ତି )- ବେଶ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନ ନିମନ୍ତେ ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକା ଘୁରିବୁଲୁଥିବାର ଦେଖିବାକୁ ମିଳିଛି । ଉକ୍ତ…

ଶିକ୍ଷକ ମୌସୁଧୀଙ୍କ ଉପରେ ନବୀନଙ୍କ ଆସ୍ଥା, ମିଳିଲା ବିଜେଡି ଟିକେଟ 

 ବିଭିନ୍ନ ବର୍ଗରୁ ଛୁଟିଲା ଶୁଭେଚ୍ଛାର ସୁଅ  ଧର୍ମଗଡ/ସୁଶାନ୍ତ ରାଉତ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ଧର୍ମଗଡ ଲୋକସଭା…

ତିର୍ତ୍ତୋଲ :ଏକାଧିକ ଆଶାୟୀ ବିଜେଡି ପାଇଁ କଣ୍ଟା 

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ୍ ୨୯ତାରିଖରେ ହେବବୋଲି ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇବା ସହିତ ରାଜନୈତିକ ଉଷ୍ମତା ବଢୁଥିବା…

ଶଙ୍ଖ ଫୁଙ୍କିଲା ପରେ ରଘୁନନ୍ଦନ …କାହାପାଇଁ ନିଦାଘ ତ କାହାପାଇଁ ଶୀତଳ ଚନ୍ଦନ

ଏରସମା-ବାଲିକୁଦା ବିଜେପିକୁ ଝଟକା ତିର୍ତ୍ତୋଲ/ବାଲିକୁଦା: ରମେଶ ମହାନ୍ତି -୨୦୧୯ ସାଧାରଣ ନିର୍ବାଚନ ଏରସମା-ବଲିକୁଦା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୨୯ତାରିଖରେ ହେବାକୁ ଘୋଷଣା ହେବା ପରେ ସବୁ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇଉଠିଛି।ଡ଼ ଦାମୋଦର ରାଉତ ବିଜେପିରେ ମିଶିବା ପରେ ନିଜର ଜନ୍ମମାଟି…

କରଞ୍ଜିଆ ସିଂହାସନ : କିଏ କିଣିବ ଭୋଟର ଭଗବାନଙ୍କ ମନ

  ଗଡ଼ ରକ୍ଷା ଲାଗି ବିଜେଡିର ପ୍ରାଣମୂର୍ଛା ଉଦ୍ୟମ  ନୁଆ ମୁହଁ ସପକ୍ଷରେ ଭୋଟର, ପ୍ରାର୍ଥୀ ଚୟନ ଉପରେ ସମସ୍ତଙ୍କ ନଜର ନିର୍ଣ୍ଣାୟକ ହେବେ କୋହ୍ଲ ଓ ବାଥୁଡ଼ି ସମ୍ପ୍ରଦାୟ ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦୁଝର ଲୋକସଭା କ୍ଷେତ୍ର ସହିତ ମିଶିଥିବା ମୟୂରଭଞ୍ଜ ଜିଲ୍ଲାର ୩୦ ନଂ…

ଦଳ ଛାଡିଲେ କୁସୁମ, ପଦ୍ମରୁ ଲଢ଼ିବେ

"ମଦ ବେପାରୀ-କୋଇଲା ବେପାରୀ ପାଇଁ ମୁଁ ପ୍ରଚାର କରିପାରିବିନି" ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ :  ଯୋଗେଶ ସିଂଙ୍କୁ ସୁନ୍ଦରଗଡ ଆସନ ପାଇଁ ବିଜେଡି ଟିକେଟ ମିଳିବା ପରେ ନିରାଶ ହୋଇଛନ୍ତି ଆଶାୟୀ ପ୍ରାର୍ଥୀ କୁସୁମ ଟେଟେ  | ନିରାଶ ହୋଇ ଛାଡିଛନ୍ତି ବିଜେଡି | ଆଉ ପୂର୍ବରୁ ସେ ବିଜେପି ସହିତ…

ବିଜେଡି ପକ୍ଷରୁ “ଘରେ ଘରେ ଶଙ୍ଖ” !

ସିନାପାଲି ରୁ ନିରାକାର ମେହେର :  ନିର୍ବାଚନ ଯେତେ ପାଖେ ଆସୁଛି |  ସେତେ ଚଳ ଚଞ୍ଚଳ ହେଉଛି ପୁରପଲ୍ଲୀରୁ  | ଆରମ୍ଭ କରି ସହର ପର୍ଯନ୍ତ ! ଭୋଟ ହାତେଇବା  ପାଇଁ ସବୁ ରାଜନେତା ମାନେ ଆରମ୍ଭ କରିଛନ୍ତି ନିଜ ନିଜର ପ୍ରସ୍ତୁତି ! ନିଜର ଗୁଣ ଗାଇବାରେ ବିରୋଧୀର ଦୁର୍ଗୁଣ ଗାଇବାରେ ବ୍ୟସ୍ତ ହେବେ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦରେ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ ସଭା

ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ ନକଲେ ବଲାଙ୍ଗୀର ବନ୍ଦ ଚେତାବନୀ   ବଲାଙ୍ଗୀର/ Niroj Misra- କର୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ୍ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନର ଶିଥିଳତା ନେଇ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସୋମବାର…