ଛଡ଼ ବୋଝେଇ ଟ୍ରଲର ଓଲଟି ଜଣେ ମୄତ,  ଜଣେ ଗୁରୁତର ।

ବରଗଡ଼(ଗୌରାଙ୍ଗ ଚରଣ  ଦାଶ)   ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା ମୁଖ୍ୟ ରାସ୍ତା ମହୁଲପାଲି ଅଙ୍ଗ ନଦୀ ପୋଲ ଠାରେ ଅନୁଗୁଳରୁ ନୁଆଁପଡା ଅଭିମୁଖେ ଯାଉଥିବା ଛଡ଼ ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ପୋଲ ତଲକୁ ଖସି ପଡିଛି  । ଘଟଣା ସ୍ଥଲରେ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ଡ୍ରାଇଭର ଅନିଲ କୁମାର…

ଟ୍ରକକୁ ପଛରୁ ପିଟିଲା ମାରୁତି ସୁଜୁକି, ୪ଜଣଙ୍କ ଦୁଃଖଦ ଦେହାନ୍ତ 

ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଠାରେ ବିଳମ୍ୱିତ ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣକ ଦେହାନ୍ତ ଘଟିଛି |  ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ  ଟ୍ରକକୁ ପଛପଟୁ ମାରୁତି ସୁଜୁକି  OD୧୪N-୪୧୬୪ ଧକ୍କା ଦେଇଥିଲା |…

ବାଦରେ ଫସିଛି ପାର୍ଟି ଟିକଟ, କିଏ ପ୍ରାର୍ଥୀ ହେବ ଚି଼ତ୍ର ଅସ୍ପଷ୍ଟ 

ଯଶୀପୁର ସିଂହାସନ, କିଏ କିଣିବ ଭୋଟରଙ୍କ ମନ   ଭୋଟର ଖୋଜୁଛନ୍ତି ନୂଆ ଚେହେରା , ମେଣ୍ଟ ଶଙ୍ଖକୁ ଦେଇପାରେ ଚକମା ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାର ୨୬ନଂ ଯଶୀପୁର(ସଂ) ନିର୍ବାଚନ ମଣ୍ଡଳୀ ଯଶୀପୁର, ରରୁଆଁ, ଶୁକୃଳି ବ୍ଲକ ସହିତ କୁସୁମୀ ବ୍ଲକର…

ବଜରଙ୍ଗ ଦଳ ପକ୍ଷରୁ ଯୁବା ସେବା ସପ୍ତାହ କାର୍ଯ୍ୟକ୍ରମ  

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ସେବା ହିଁ ପରମ ଧର୍ମ । ସ୍ୱଚ୍ଛ ରହିଲେ ପରିବେଶ, ସୁସ୍ଥ ରହିବ ସମାଜ । ଭାରତର ସର୍ବ ବୃହତ୍ ହିନ୍ଦୁ ଯୁବ ସଂଗଠନ ବଜରଙ୍ଗ ଦଳ, ଭଦ୍ରକ ତରଫରୁ ଯୁବା ସେବା ସପ୍ତାହ ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ  ଦେବୀ ଭଦ୍ରକାଳୀଙ୍କ ପୀଠ ପରିସରରେ ଏକ ସଫେଇ/ସ୍ୱଚ୍ଛ ଭାରତ…

ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଧାୟକଙ୍କୁ ବିରୋଧ ; ସମାଜସେବୀ ମାନସ ପାଠୀଙ୍କ ସପକ୍ଷରେ ଭୋଟର !

ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟ ରାଜନୀତିରେ ଭଦ୍ରକର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ଏହି ଜିଲ୍ଲାରୁ ବହୁ ନେତା ନିଜର ପ୍ରଭାବ ବିସ୍ତାର ଦ୍ୱାରା ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି । ଏପରି ଅବସ୍ଥାରେ ଭଦ୍ରକର ୫ଟି ନିର୍ବାଚନମଣ୍ଡଳୀ…

ବିଜୁ ଜନତା ଦଳର ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନଗର କଂଗ୍ରେସର ଅଭିଯୋଗ 

ବଲାଙ୍ଗିର/ ନିରୋଜ ମିଶ୍ର :ବଲାଙ୍ଗିର ପୌରଧ୍ୟକ୍ଷା ଏବଂ ଉପାଧ୍ୟକ୍ଷା ସରକାରୀ ସ୍କୁଲରେ କରିଛନ୍ତି ନିର୍ବାଚନୀ ପୌରାଞ୍ଚଳ  ଅନ୍ତର୍ଗତ ୭ ନଂ. ୱାର୍ଡ s ରାମେଶ୍ୱର ନଗର ସ୍ଥିତ ସରକାରୀ ବିଦ୍ୟାଳୟ ପରିସର ଭିତରେ  ସ୍ଥାନୀୟ ବିଜୁ ଜନତା ଦଳ ତରଫରୁ ବେନିୟମ ଭାବରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ…

ବଲାଙ୍ଗିର ଜିଲ୍ଲାରୁ ଶତାଧିକ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ବିଜେଡିରେ ସାମିଲ

ସରୋଜ ଗୁରୁ, ସାଗରିକା ଗୁରୁ ଓ ଅରୁଣ ମିଶ୍ରଙ୍କ ବିଜେଡିରେ ଯୋଗଦାନ  ବଲାଙ୍ଗିର/ନିରୋଜ ମିଶ୍ର :  ଭୁବନେଶ୍ୱର ନବିନ ନିବାସରେ ବଲାଙ୍ଗିର ଜିଲ୍ଲାରୁ ଶତାଧିକ ବିଜେପି ଏବଂ କଂଗ୍ରେସର ନେତବୃନ୍ଦ ନବିନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏହି ନେତା ଏବଂ ନେତ୍ରୀ ମାନେ …

ଗୋଷ୍ଠୀ କନ୍ଦଳ, ସବୁ ଦଳ ପାଇଁ ସାଜିଛି କାଳ 

ରାଇରଙ୍ଗପୁର ସିଂହାସନ : କିଏ କିଣିବ ଭୋଟର ଈଶ୍ୱରଙ୍କ ମନ  ବିଜେପି ଓ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ  ନିର୍ଣ୍ଣାୟକ ହେବେ ହୋ ଓ ମହାନ୍ତ ସମ୍ପ୍ରଦାୟ ବାରିପଦା(ଦିଲ୍ଲୀପ ମହାନ୍ତି )-  ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦର ୧୫ଟି ୱାଡର଼୍, ରାଇରଙ୍ଗପୁର…

ଶ୍ରୀରଘୁନାଥଜୀଉଙ୍କ ପୀଠରେ ରାଜ୍ୟସ୍ତରୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାଂସ୍କୃତିକ ପ୍ରତିଷ୍ଠାନ  ଓଡ଼ଗାଁ ଓ ଭୁବନେଶ୍ୱର ଭଞ୍ଜଭାରତୀର ମିଳିତ ଉଦ୍ୟମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧ ପୀଠ ଏବଂ ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ସୁପରିଚିତ ଓଡ଼ଗାଁରେ ବିଜେ ଶ୍ରୀିରଘୁନାଥଜୀଉଙ୍କ ମନ୍ଦିର ପରିସରରେ…

ମନ୍ଦିର ପରିସରରେ ଦଳୀୟ ପୋଷ୍ଟର, ଆଚରଣ ବିଧି ଉଲଙ୍ଘନ ଅଭିଯୋଗ 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନିର୍ବଚାନ ଆଚରଣ ବିଧି ଲାଗୁହେବା ପରେ ଓଡଗାଁ ଏନଏସି ଅଂଚଳରୁ ବିଭିନ୍ନ ଦଳିୟ ପୋଷ୍ଟର ଗୁଡିକୁ ହଟାଇ ଦିଆଯାଇଥିବା ବେଳେ ହଠାତ୍ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଥିବା ଦୁଇଟି କାନ୍ଥରେ ଏକ ନିର୍ଦ୍ଧିଷ୍ଟ ଦଳର ଫ୍ଲେକ୍ସ ହୋଡିଂ ଲାଗିଥିବା ଦେଖିବାକୁ ମିଳିଛି ।…