ବିଜେଡି ଆଜି କିନ୍ନର ସମାଜକୁ ସମ୍ମାନ ଦେଇଛି : ମୀରା 

ବିଜେଡିରେ ଯୋଗଦେଲେ ମୀରାଙ୍କ ସହ ୫୦୦ରୁ ଊଦ୍ଧ୍ୱର୍ କିନ୍ନର ଓ ମହିଳା ଭୁବନେଶ୍ୱର: ସମାଜସେବୀ ମୀରା ପରିଡ଼ା, ଭାରତର ସର୍ବପ୍ରଥମ କିନ୍ନର କ୍ୟାବ୍‍ ଡ୍ରାଇଭର ମେଘନା ସାହୁ, ସମାଜସେବୀ ସାଧନା ମିଶ୍ର, ସୋନମ, ମାଧୁରୀ, ଆୟଶା ବେହେରା, ରଚନା ବେହେରାଙ୍କ ସମେତ ୫୦୦ରୁ ଉର୍ଧ୍ଵ କିନ୍ନର ଓ ମହିଳା…

କରାମାଡ ସହ ଝିପି ଝିପି ବର୍ଷା

କୋମନା/ ଭାଗିରଥି ଭୋଇ : କୋମନା ଅଂଚଳରେ ରବିବାର ଝିପି ଝିପି ବର୍ଷା ସହ କରାମାଡ ହୋଇଛି । ବର୍ଷା ହେବା ଫଳରେ ଗରମରୁ ଲୋକଙ୍କୁ ଟିକେ ଆରାମ ମିଲିଛି । ଆହୁରି ୪-୫ ଦିନ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଲିଛି ।   

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

କୋମନା/ ଭାଗିରଥି ଭୋଇ  : ନୂଆପଡା ଜିଲ୍ଲା କୋମନା ବ୍ଲକ ସୋଳବନ୍ଧ ଗ୍ରାମର ଏକ ଆମ୍ବ ଗଛରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଉଲଭା ଗ୍ରାମର ବୋଲି ଜଣାପଡିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବା ପାଇଁ ଚେଷ୍ଟା କରିଛି ତାହା…

ଗ୍ରୀଷ୍ମ ପ୍ରଭାବରେ ଅଂଶୁଘାତର ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି  ବୈଠକ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରୀଷ୍ମ ପ୍ରଭାବରେ ଅଂଶୁଘାତର ମୁକାବିଲା ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଜଣାଶୁଣା ଯୁବନେତା ରାଜୁ ଘିବେଲାଙ୍କ ପିତୄ ବିୟୋଗ ।

ପଦ୍ମପୁର- ପଦ୍ମପୁର ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ ଲାଇନମ୍ୟାନ ତଥା ପଦ୍ମୋଉର ଅଂଚଳର ଜଣାଶୁଣା ଯୁବନେତା ରାଜୁ ଘିବେଲାଙ୍କ ପିତା ଶୁକ୍ରୁ ଘିବେଲାଙ୍କ (୭୫) ଶନିବାର ପରଲୋକ ହୋଇଯାଇଛି ।ଖବର ପାଇ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣି ନାଏକ,ଆଇନଜୀବୀ ପ୍ରଶାନ୍ତ ମାଝୀ, ଲାୟନ୍ସ କ୍ଳବ ସଦସ୍ୟ…

କଟରା ଦୁରୁଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ :ଭୌତିକ କାରଣ ସନ୍ଦେହ 

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚାୟତ ସ୍ଥିତ ଦୁରୁଦା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ସୂଚନାନୁଯାୟୀ ଦୁରୁଦା ଗ୍ରାମରେ ଶୁକ୍ରବାର ଦିନ ୧୧ଟା ସମୟରେ କୌଣସି କାରଣରୁ ଆକସ୍ମିକ…

ପ୍ରକାଶ ଙ୍କ ବିଜେପିରେ ଯୋଗଦାନ ଓଡିଶା ରାଜନୀତିକୁ ପ୍ରଭାବିତ କରିବ – ଧର୍ମେନ୍ଦ୍ର

ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ  ଓଡିଶା ବିଜେପିକୁ ବଡ କରିବାରେ ସକ୍ରିୟ ଭୂମିକା ଏହି ଯୁବନେତାଙ୍କ ରହିବ ନୂଆଦିଲ୍ଲୀ/ଭୁବନେଶ୍ୱର, - ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ବିଜେପିରେଯୋଗଦାନ ଓଡିଶା ରାଜନୀତିକୁ ପ୍ରଭାବିତ କରିବ । ଏହାସହ କେନ୍ଦ୍ରାପଡା ଲୋକସଭା…

କାନ୍ଥ ଭୁଶୁଡି କିଛି ଅଘଟଣ ହେଲେ କାହାର ବା କି ଯାଏ !!!!!

 ଅସୁରକ୍ଷିତ କୋଠରୀରେ ଚାଲିଛି ପାଠ ପଢା ,ଦେଶର ଭବିଷ୍ୟତଙ୍କ ସହ ଏ କି ପ୍ରକାର ନୀତି ??? ପଦ୍ମପୁର(ଶାସକ ପ୍ରଶାସକ) - ସଭିଏ ପଢିବେ ସଭିଏ ବଢିବେ ନାରାସହ ସରକାର ଶିକ୍ଷାକୁ ଆଗାଉଛନ୍ତି ଏବଂ ଆଦର୍ଶ ବିଦ୍ୟାଳୟ ପରି ସ୍କୁଲ  ନିର୍ମାଣ କରି ବେସରକାରୀ ସ୍କୁଲ ସହିତ ନିଯ ଶିକ୍ଷାବ୍ୟବସ୍ଥାକୁ…

ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନୂତନ ସମୀକରଣ 

 ବଡ଼ବିଲ ମ୍ୟୁନିସିପାଲିଟିର ପୂର୍ବତନ ଭାଇସ ଚେୟାରମ୍ୟାନ  ଲାଲଟୁ ମହାନ୍ତ ଓ ୬ ପୂର୍ବତନ କାଉନସିଲର  ବିଜେଡିରେ ମିଶିଲେ  ବଡ଼ବିଲ (ଚିତ୍ତରଞ୍ଜନ କର) : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। କୁଶ ଆପଟଙ୍କ ବିଜେଡିକୁ ଘର ବାହୁଡା ପରେ ଆଜି…

କୁସୁମଙ୍କ ଇସ୍ତଫା ବ୍ୟକ୍ତିଗତ କାରଣ ନୁହେଁ , ଖୋଲା ବିଦ୍ରୋହ 

   ବିଜେପି ସହ ଯୋଗାଯୋଗ ପାଇଁ  ସ୍ୱାମୀ ଅଜୟ ପଟେଲ ଦିଲ୍ଲୀରେ ! ସୁନ୍ଦରଗଡ ( ହୋରାଚାନ୍ଦ ଦେଉରିଆ) କିଛି ଦିନ ତଳେ ସୁନ୍ଦରଗଡ ସ୍ୱତନ୍ତ୍ର ଆଦବାସୀ ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ନିଯୁକ୍ତ ହୋଇଥିବା ସୁନ୍ଦରଗଡର ଟାଣୁଆ  ବିଜେଡି ନେତ୍ରୀ  କୁସୁମ ଟେଟେ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି |…