Sign in
Sign in
Recover your password.
A password will be e-mailed to you.
ସାଲେଭଟ୍ଟା ଠାରେ ନବୀନଙ୍କ କାରକେଡ ଉପରକୁ ଅଣ୍ଡା ଓ .ଢ଼େଲାମାଡ଼
ବଲାଙ୍ଗୀର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ଅଣ୍ଡା ଓ ଢ଼େଲାମାଡ ହୋଇଥିବା ସୂଚନା ମିଳିଛି। ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟା ଠାରେ ନବୀନଙ୍କ କାରକେଡ ଉପରକୁ ଅଣ୍ଡା ଓ .ଢ଼େଲା ହୋଇ ଥିବା ଅଭିଯୋଗରେ ପୁଲିସ ଲାଠିଚାର୍ଜ…
ନୟାଗଡ ଅବକାରୀ ବିଭାଗର ଚଢାଉ, ୩ ଗିରଫ, ୬ଶହ ଲିଟର ପୋଚ ନଷ୍ଟ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡଜିଲ୍ଲା ଅବକାରୀ ଅଧିକ୍ଷକ ହମିଦୁଲା ଖାନଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ନେତୃତ୍ୱରେ ଓଆଇସି ବାଳକୃଷ୍ଣ ପରିଡା, ଏଏସଆଇ ପ୍ରଫୁଲ୍ଲ କୁମାର ଗୁରୁ, ପୁରୁଷୋତମ ପ୍ରଧାନ, କନେଷ୍ଟବଲ ବିକାଶ, ନୀଳ, ଶୁଭ ଏବଂ ବିଜୟ ନାୟକଙ୍କ…
ଶ୍ରୀରାମଙ୍କର ପଦସ୍ପର୍ଷରେ ଶାପମୁକ୍ତହେଲେ ଅହଲ୍ୟା
ଓଡଗାଁ ଶ୍ରୀରାମ ନବାମୀ ଯାତ୍ରାର ୩ୟ ସନ୍ଧ୍ୟା,ଅହଲ୍ୟା ଉଧାର ବେଶରେ ପ୍ରଭୁଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡଗାଁ,: ସୋମବାର ଚୈତ୍ର ଶୁକ୍ଲ କାମଦା ଏକାଦଶୀ ତିଥିର ସ୍ୱତନ୍ତ୍ର ନିତୀ ସହିତ ପ୍ରଭୁ ଶ୍ରୀରଘୁନାଥଙ୍କ ଅହଲ୍ୟା ଉଧାରଣ ବେଶ ଦର୍ଶନ କଲେ ସହସ୍ରାଧିକ ଶ୍ରଦ୍ଧାଳୂ । ଗୈାତମ ଋଷିଙ୍କ…
ଅନ୍ତିମ ଚରଣରେ ନିର୍ବାଚନ ପ୍ରଚାର : ହେଟ୍ରିକ ପଥରେ ମନ୍ତ୍ରୀ ସୁଶାନ୍ତ ସିଂ
ସୋହେଲା / ଭଟଲି :- ଆଉ ମାତ୍ର ଗୋଟିଏ ଦିନ ପ୍ରଚାର ତା ପରେ ଭୋଟ । ଅନ୍ତିମ ଚରଣରେ ପହଂଛି ଗଲାଣି ନିର୍ବାଚନ ପ୍ରଚାର । ଭଟଲି ନିର୍ବାଚନ ମଣ୍ଡଳୀରେ କିନ୍ତୁ ଚଳିତ ଥର ନିର୍ବାଚନୀ ଉଷ୍ଣତା ସେତେଟା ଅନୁଭବ ହେଇନାହିଁ । ଏଥିପାଇଁ ଅନେକ ଗୁଡ଼ାଏ କାରଣ ରହିଛି । ମୁଖ୍ୟ କାରଣ ଭିତରେ ରହିଛି ବିରୋଧୀ…
ଇସ୍ତଫା ଦେଇ ବିଜେପି ଟୋପି ପିନ୍ଧିବା ପରେ ବିଜେଡିରୁ ବହିସ୍କୃତ
ଭୁବନେଶ୍ୱର : ଇସ୍ତଫା ଦେଇ ବିଜେପି ଟୋପି ପିନ୍ଧିବା ପରେ ବିଜେଡିରୁ ବହିସ୍କୃତ ହୋଇଛନ୍ତି କିଛି ପୂର୍ବତନ ତଥା ବିଦ୍ରୋହୀ ନେତା | ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ବାଲେଶ୍ୱର ଜିଲ୍ଲାର ଶ୍ରୀ ରଘୁନାଥ ମହାନ୍ତି,…
ସୋହେଲାରେ ପୋଲିସର ଫ୍ଲାଗ ମାର୍ଚ୍ଚ
ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲ୍ଲାର ସୋହେଲା ଏକ ସମ୍ବେଦନଶୀଳ ଅଂଚଳ । ଛତିଶଗଡ଼ ରାଜ୍ୟ ସୀମାରେ ଅବସ୍ଥିତ ।ଆସନ୍ତା ଗୁରୁବାର ଏଠାରେ ଦ୍ଵିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଘୋଷଣା ହେଲା ଦିନ ଠୁଁ ଏଠାରେ ରାଜନୈତିକ ଉଷ୍ଣତା ନାହିଁ ।ଏପରି ସ୍ଥିତି କେବେ ଦେଖା…
ନିର୍ବାଚନ ପରିଚାଳନା ନିମିତ୍ତ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ସମନ୍ୱୟ ବୈଠକ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ନିର୍ବାଚନକୁ ସୁଚାରୂ ରୂପେ ପରିଚାଳନା ନିମତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁ୍େଠିତ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ହଉଲିଆଁଲାଲ ଗୁଇଟେ, ଏଥେଲବର୍ଟ…
ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ
ନୂଆପଡା/ଭାଗିରଥି ଭୋଇ : ନୂଆପଡା ଜିଲ୍ଲା କୋମନା ସଦର ମହକୁମାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୭ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚନା କରାଯାଇଥିଲା…
ବିଜୁ ଜନତା ଦଳରେ ନୂଆ ସହ ପର୍ଯ୍ୟବେକ୍ଷକ ଘୋଷିତ
ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମ୍ବଲପୁର ଓ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଦିଲ୍ଲୀପ ଦୁରିଆ, ରେଢ଼ାଖୋଲ ଓ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଏମ୍ଡି. ମୋବିନ୍, ଝାରସୁଗୁଡ଼ା ଓ…
ଧର୍ମଗଡରେ ଓବିସି ଏସଟି ଏସସି ମିଳିତ ମଞ୍ଚର ଡ. ଆମ୍ବେଦକର ଜୟନ୍ତୀ
ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ଭୀମରାଓ ଅମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ଧର୍ମଗଡ ଠାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଓବିସି ଏସଟି ଏସସି ମିଳିତ ମଞ୍ଚ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଓ ମହିଳା ଯୋଗଦେଇଥିଲେ । ଡ. ଅମ୍ବେଦକରଙ୍କ…