ଲୋକଙ୍କ ଭିତରେ “ଆମ” ଅନୁଭବ ପାଇଁ ପୋଲିସର “ଆମ ପୋଲିସ” କାର୍ଯ୍ୟକ୍ରମ 

ଜନତାକୁ ନିଜର ନିକଟତର କରାଇବା ପାଇଁ ପୋଲିସର ଅଭିନବ ଉଦ୍ୟମ   ପାଇକମାଲ :- ପାଇକମାଲ ବ୍ଲକର ଭେଙ୍ଗରାଜପୁର ପଞ୍ଚାୟତର ସଦନନ୍ଦପୁର ଗ୍ରାମରେ ବରଗଡ଼ ପୋଲିସ ଆନୁକୂଲ୍ୟରେ, ପଦ୍ମପୁର SDPO ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ଙ୍କର ପ୍ରତ୍ୟକ୍ଷ  ତତ୍ୱବାଧାନ ରେ ଓ ପାଇକମାଲ ପୋଲିସ ର ଉଦ୍ୟମରେ ' ଆମ…

ଡ୍ରେନରେ ବୃଦ୍ଧାଙ୍କ ଗଳିତ ଶବ 

 ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ  ଘୁ ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପାଖ ସେଣ୍ଟ ଭିନୀସନ୍ତ ଇଂଲିଶ ମିଡିୟମ ବିଦ୍ୟାଳୟ ସାମନା ଡ୍ରେନରୁ ଜଣେ ବୃଦ୍ଧାଙ୍କ ମୃତ ପଡିଥିବା  ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ | ବୃଦ୍ଧାଙ୍କ ନାମ ରଥ ପ୍ରଧାନ ବୋଲି ଜଣା…

 ରାଜ୍ୟ ସ୍ତରୀୟ ମହିଳା-ପୁରୁଷ କବାଡି ଚମ୍ପିଆନସିପ ଉଦ୍‍ଯାପିତ :  ଉଭୟ ମହିଳା ଓ ପୁରୁଷ ମ୍ୟାଚରେ ଓଡିଶା ପୋଲିସ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ଖେଳ ପଡିଆ ଠାରେ ପାରଳା ସ୍ୱାଭିମାନ ଫାଉଣ୍ଡେସନ ଆନୁକୁଲ୍ୟରେ ଏବଂ ଓଡିଶା କବାଡି ଏସୋସିଏସନ ସହଯୋଗିତାରେ ଗତ ତିନି ଦିନ ଧରି ଚାଲିଥିବା ଦିବାରାତ୍ର ୬୬ତମ ରାଜ୍ୟ ସ୍ତରୀୟ ମହିଳା ପୁରୁଷ କବାଡି…

ଭୋଟ କୁ ଦୃଷ୍ଟିରେ ରଖି ଜିଲ୍ଲା ଭାଜପାର ସଜବାଜ : ସାଂଗଠନିକ ସ୍ଥିତି ମଜଭୁତ କରିବା ଉପରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଜିଲ୍ଲା ଭାଜପା ପକ୍ଷରୁ ଦଳିୟ ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ତୃଣମୁଳ ସ୍ତରରେ କେନ୍ଦ୍ରୀୟ ଯୋଜନାଗୁଡିକ ଉପରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ତାଭାଜନ ହୋଇ ଦଳିୟ ବିଧାୟକ…

ପଙ୍ଗଲ ପାଇଁ ପାରଳାଖେମୁଣ୍ଡି ଚଳଚଞ୍ଚଳ ଓ ଉତ୍ସବ ମୁଖର

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମସ୍ତ ପୁରପଲ୍ଲୀ ପଙ୍ଗଲ ତଥା ମକରସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇପଡିଛି । ମୁଖ୍ୟତଃ ମକରସଂକ୍ରାନ୍ତି ଅବସରରେ ଦକ୍ଷିଣ ଓଡିଶାର ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କ ପଙ୍ଗଲ…

 “ମହିଳାଙ୍କୁ ଯେତିକି ସମ୍ମାନ ମିଳିବା କଥା ସେତିକି ସମ୍ମାନ ମିଳୁ ନାହିଁ “

୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବ: ନାରୀ ଶକ୍ତି ଓ ନାରୀ ଅଧିକାର ଉପରେ ଆଲୋଚନା  ଭଦ୍ରକ: ନୂଆବଜାର ଗାନ୍ଧି ପଡିଆ ଠାରେ ଚାଲିଥିବା ସଞ୍ଜିବ ଜୁଏଲ୍ସ ପ୍ରାୟୋଜିତ ୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟାର ଉତ୍ସବ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ…

 ଚତୁର୍ଦ୍ଦଶ  ନବଯୁଗ ପୂର୍ବାଂଚଳ କର୍ପୋରେଟ୍ ଗଲଫ୍ କପ୍ ୨୦୧୯ ପ୍ରତିଯୋଗିତା 

ଶ୍ରୀମତୀ ରୌନସ୍କା ଜେନା ସର୍ବଶ୍ରେଷ୍ଠ  ମହିଳା ଗଲଫର ର ପୁରସ୍କାର ଜିତିଥିବା ବେଳେ ଶ୍ରୀଯୁକ୍ତ ପ୍ରଶାନ୍ତ ମୌର୍ଯ୍ୟ ସର୍ବଶ୍ରେଷ୍ଠ  ଆଉଟଷ୍ଟେସନ ପୁରସ୍କାରର ବିଜେତା ଘୋଷିତ ହୋଇଥିଲେ । ୧୯ ରୁ ୨୪ ବର୍ଷ ଦିବ୍ୟାଙ୍ଗ ବର୍ଗରେ ଶ୍ରୀଯୁକ୍ତ ବିନାୟକ ଜମୱାଲ ଉପ-ବିଜେତା ହୋଇଥିବା ବେଳେ ଏହି ବର୍ଗରେ…

ମାନସ ଚୌଧୁରୀ ଏ.ଏସ୍.ଏମ୍ ସଭାପତି 

ଭୁବନେଶ୍ୱର - ରାଜ୍ୟରେ ସେବା ଯୋଗାଉଥିବା ସମସ୍ତ ସିକୁ୍ୟରିଟି କମ୍ପାନୀଗୁଡ଼ିକ ଏକତ୍ର  ହୋଇ ‘ଆସୋସିଏସନ ଅଫ୍ ସିକୁ୍ୟରିଟି ଆଣ୍ଡ ମେନପାୱାର’ ଗଠନ କରିବାକୁ ନିଷ୍ପତି  ନେଇଛନ୍ତି । ଏହି ନବଗଠିତ ସଂଘର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବେ ‘କେ-୧ ସିକୁ୍ୟରିଟି’ ମୁଖ୍ୟ ତଥା ଭୁବନେଶ୍ୱର…

ଏମ୍କେସିଜି ମେଡିକାଲରେ ଦାରିଂବାଡ଼ି ପୀଡିତାଙ୍କୁ ଭେଟିଲେ  ମହିଳା କଂଗ୍ରେସ ପ୍ରତିନିଧି ଦଳ 

ବ୍ରହ୍ମପୁର/ଭୁବନେଶ୍ୱର - ଦାରିଂବାଡ଼ିର ସେବାଶ୍ରମର ପ୍ରସବ କରିଥିବା ଅଷ୍ଟମ ଶ୍ରେଣୀର ନାବାଳିକାକୁ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଏକ ପ୍ରତିନିଧି ଦଳ ଏମ୍କେସିଜି ହସ୍ପିଟାଲରେ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଆଇଜିଙ୍କୁ ଏକ…