Sign in
Sign in
Recover your password.
A password will be e-mailed to you.
ବଡପଦା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ନୂଆଗଡ ବ୍ଲକର ୩୬ଗୋଟି ପଞ୍ଚାୟତରେ ଦ୍ୱିତୀୟ ପର୍ଯ୍ୟାୟରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ମିଶନ ଶକ୍ତି ମାନଙ୍କୁ ୧୫ ହଜାର ଟଙ୍କା, ଅଙ୍ଗନଵାଡି କର୍ମୀ ମାନଙ୍କୁ ଯେତେ ନୁଆଗ୍ରୁପ କରିବେ ପ୍ରତି ଗ୍ରୁପ ପାଇଁ ୫୦୦ ଟଙ୍କା ଓ ଅଙ୍ଗନଵାଡି…
ଉଠା ଜଳସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ : ଜଳର ସୁପରିଚାଳନା ଓ ସୁବିନିଯୋଗ ଉପରେ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଉଠା ଜଳ ସେଚନ ବିଭାଜନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଭାଜନ କାର୍ଯ୍ୟାଳର ଗୋଷ୍ଠୀ ସମ୍ମିଳନୀ କକ୍ଷ ଠାରେ ବିଭାଜନ ତଥା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।…
ଗ୍ରାମବିକାଶ ର ୪୦ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ: ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଗ୍ରାମ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ଗୁଡିକରେ ମୌଳିକ ସୁବିଧା ସମେତ ଜୀବନ ଜୀବିକା ପାଇଁ ଆବଶ୍ୟକ ସହାୟତା ଓ ସ୍ୱଚ୍ଛ ପରିମଳ ପରିବେଶ ଯୋଗାଇ ଦେବା କ୍ଷେତ୍ରରେ ଗ୍ରାମ ବିକାଶର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି…
କନ୍ଧମାଳର ପର୍ଯ୍ୟଟନ ସମ୍ପଦକୁ ଅଣଦେଖା : ପର୍ଯ୍ୟଟନ ସ୍ଥଳ ଭାବରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ…
ଘୁ.ଉଦୟଗିରି - କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଯାହାକି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଅବସ୍ଥିତ । ଗଞ୍ଜାମ ଜିଲ୍ଲାରୁ କନ୍ଧମାଳ ଜିଲ୍ଲାକୁ ଯିବାପାଇଁ ହେଲେ ୨୧୭ ରାଜପଥରେ ଅତି ସୁନ୍ଦର କଳିଙ୍ଗା ଘାଟିର ମନୋରମ ପ୍ରାକୃତିକ ପରିବେଶ ଦେଇ ଯିବାକୁ ପଡିଥାଏ । କଳିଙ୍ଗା ଘାଟିର…
ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ
ଝାରବନ୍ଧ/ସଦାନନ୍ଦ ବେହେରା:- ଝାରବନ୍ଧ ବ୍ଲକର ଗୋଠୁଗୁଡ଼ା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରୀତମ ନାଏକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ଵିଜୟ କେତନ ପ୍ରଧାନ,…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଅଷ୍ଟମ ଦିନର ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ଓ ରାମେଶ୍ୱର ସ୍ପୋର୍ଟିଙ୍ଗ…
ବୁଧବାର ଦିନ ପ୍ରଥମ ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ଏବଂ
ଦ୍ୱିତୀୟ ମ୍ୟାଚ ସ୍ପୋଷ୍ଟ ଏସୋସିଏସନ ରାଉଲକେଲା ଓ ଇକୋ ରେଲୱେ ଖୋର୍ଦ୍ଧା ମଧ୍ୟରେ
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର…
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଗଣଧାରଣା ନଅ ଦିନ ବିତିଲା
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଉପଜିଲ୍ଲାପାଳ ପଦ୍ମପୁରଙ୍କ କାର୍ଯ୍ୟାଳୟ ସମ୍ମ୍ୟୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣଧାରଣା ନବମ ଦିନରେ ପହଂଚିଛି ।ପତ୍ୟେକ ଦିନ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ଗଣ ଧାରଣାରେ ସାମିଲ ହେଉଛନ୍ତି ।…
ଭେଉଁରିଆ ପଂଚାୟତରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ
ପଦ୍ମପୁର/Nila Deep -ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ସେହି କ୍ରମରେ ଭେଉଁରିଆ ପଂଚାୟତ ଠାରେ ସରପଂଚ ଶ୍ରୀମତୀ ରଜନୀ ସାହୁଙ୍କ ଅଧ୍ୟକ୍ଷତାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଜବୋଡାସମ୍ବର…
ବିଜେଡି ସୁପ୍ରିମୋଙ୍କୁ ଭେଟିଲେ କୁଶ ଆପଟ : କେନ୍ଦୁଝର ରାଜନୀତିରେ ଉଷ୍ମତା, କର୍ମୀ ଓ କର୍ମକର୍ତ୍ତାଙ୍କ ଭିତରେ ଆନନ୍ଦର…
ଚମ୍ପୁଆ (ଚିତ୍ତରଞ୍ଜନ କର) :ଗତକାଲି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୁବନେତା କୁଶ ଆପଟଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପରେ କର୍ମୀ ମହଲରେ ଖୁସିର ଲହର ଖେଳିଯାଇଛି। ଆଜି କୁଶ ଆପଟ କିଛି କର୍ମୀଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ତାଙ୍କୁ…
ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଶବ ଉଦ୍ଧାର
ସୋହେଲା(ଶାସକପ୍ରଶାସକ)-ସୋହେଲା ଥାନା ମରେକେଲ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ଶବକୁ ପୋଲିସ ଜବତ କରିଛି । ମୃତକ ଜଣ ହେଲେ ଭେଡେନ ଥାନା ଅନ୍ତର୍ଗତ ପିପିଲିପାଲି ଗ୍ରାମର ଅଶୋକ ପଟେଲ(୩୩) । ଅଶୋକ ଆଜକୁ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ କ୍ୟାସିୟର ଭାବରେ ଏହି…