ଯୌତୁକ  ଜନିତ ଆତ୍ମହତ୍ୟା ମାମଲାରେ ସ୍ୱାମୀ ଓ ଶାଶୁକୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି) - ଆଜି ଏକ ଯୌତୁକ  ଜନିତ ଆତ୍ମହତ୍ୟା ମାମଲାର ବିଚାରକରି ସହକାରୀ ସେସନ ଜଜ୍ ଡାଃ. ଈି. ସୁଜାତା ଅଭିଯୁକ୍ତ ସ୍ୱାମୀ ଏବଂ ଶାଶୁକୁ ଦୋଷୀ ସାବ୍ୟସ୍ତ କରାଇ ଉଭୟ ଜେଲଦଣ୍ଡ ଓ ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ ମୟୁରଭଞ ଜିଲା  ବେତନଟୀ ଥାନା…

ମଣିଷ ପାଲଟୁଛି ଅସୁର, ନାବାଳିକା ହେଉଛି ଶିକାର :ଛି,,,,ଏମାନଙ୍କୁ ତାଲିବାନୀ ଆଚରଣ  ଦରକାର 

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନର ଅତ୍ୟାଧୁନିକ ସମାଜ ସମସ୍ତ କ୍ଷେତ୍ରରେ ବିକାଶ ଓ ପ୍ରଗତି କ୍ଷେତ୍ରରେ ଅଗ୍ରସର ହେଉଛି । ଦେଶରେ ଶିକ୍ଷାର ପ୍ରଗତି ଆଗକୁ ଆଗକୁ ମାଡ଼ି ଚାଲିଛି । କିନ୍ତୁ ଏହି ଶିକ୍ଷିତ ସମାଜ ମଧ୍ୟରେ କେତେକ ବିଶୃଙ୍ଖଳିତ ତଥା ଉତ୍ସୃଙ୍ଖଳିତ ଯୁବକ ସେମାନଙ୍କର…

ବାରିପଦାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ବାର ଆସୋସିଏସନ ପକ୍ଷରୁ ଜାନୁଆରୀ ୧୭ରୁ କାର୍ଯ୍ୟବନ୍ଦ…

ବାରିପଦା(ଅରବିନ୍ଦ ଦାସ )- ବାରିପଦାଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଦୀର୍ଘ ବର୍ଷ ଧରି ଚାଲି ଆସୁଛି । ଏଥି ସହିତ ବିଭିନ୍ନ ସମୟରେ ବାରିପଦା ଓ ମୟୂରଭଞ୍ଜ ବନ୍ଦ ମଧ୍ୟ ପାଳିତ ହୋଇ ଆସୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରିପଦା ବାର ଆସୋସିଏସନ ଓ ମୟୂରଭଞ୍ଜ…

ବରତୁଣ୍ଡା  ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ 

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା  ଗ୍ରାମପଞ୍ଚାୟତରେ ପିଠା ପ୍ରୋଗାମ ଅନୁଷ୍ଠିତ ହୋଇଯାଇଛି। ଗତ ପର୍ଯ୍ୟାୟରେ  ବ୍ଲକ ସ୍ତରରେ ସଫଲ ତଥା ଉନ୍ନତ ପ୍ରଦର୍ଶନ ପାଇଁ ପ୍ରଥମ ପୁରସ୍କାର ହାସଲ କରିଥିଲା । ଆଜି ସମସ୍ତ ବିଭାଗ ଓଡ଼ିଶା ସରକାର ଙ୍କ ସମସ୍ତ…

ତୀବ୍ର ହେବ ବେବିନାକୁ ନ୍ୟାୟ ଦାବୀ : ବେବିନାକୁ ନ୍ୟାୟ ମିଳିବା ଦାବୀରେ ଭଦ୍ରକ ବିଜେପି ମହିଳାମୋର୍ଚ୍ଚାର ଅଖଣ୍ଡ…

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପିପିଲି ଗଣ ଦୁଷ୍କର୍ମର ଶିକାର ହୋଇ ମୃତୁ୍ୟ ବରଣ କରିଥିବା ବେବିନା ବେହେରାକୁ ରାଜ୍ୟ ସରକାର ଦୀର୍ଘ ୮ ବର୍ଷରେ ନ୍ୟାୟ ଦେଇ ପାରିଲେ ନାହିଁ । ରାଜ୍ୟ ମହିଳାମାନେ ଅସୁରକ୍ଷିତ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମହିଳା ଅସମ୍ମାନକାରୀ,…

ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ସଚେତନତା ରଥ ଊଦ୍ଘାଟିତ ।

ଯାଜପୁର, (ଜୟଶଙ୍କର ଦାଶ):ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଣି ପଞ୍ଚାୟତ ରଥର ଉଦ୍ଘାଟନ ଜିଲ୍ଲାପାଳ  ରଂଜନ କୁମାର ଦାସଙ୍କ ଦ୍ୱାରା ସଂପନ୍ନ ହୋଇଚ୍ଥି ।  ସରକାର କୃଷି ଓ କୃଷକର ବିକାଶ ପାଇଁ ଅନେକ ଯୋଜନା କରିଚ୍ଥନ୍ତି ।  କୃଷକ ମାନେ ଯେପରି ଏହାର ସପଂଳ ପାଆନ୍ତି…

ଭଦ୍ରକ ଜିଲ୍ଲା ମହୋତ୍ସବ ଉଦଯାପିତ : ଐତିହ୍ୟର ସୁରକ୍ଷା ପାଇଁ ଏକତା ହିଁ ଚାବିକାଠି

ଭଦ୍ରକ : ଭଦ୍ରକ ଗାନ୍ଧିପଡିଆ ଠାରେ ଦୀର୍ଘ ୧୧ଦିନ ଧରି ଚାଲିଥିବା ସଞ୍ଜିବ ଜୁଏସ୍ ଦ୍ୱାରା ପ୍ରାୟୋଜିତ ଭଦ୍ରକ ଜିଲ୍ଲା ମହୋତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ୟାପିତ ହୋଇ ଯାଇଛି । ମହୋତ୍ସବ ଟ୍ରଷ୍ଟ ବୋର୍ଡ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଦ୍ଯାପନୀ  ସନ୍ଧ୍ୟା…

କଣ୍ଟାପଡ଼ା ଗ୍ରାମରୁ ଚୋରା ଗଞ୍ଜେଇ ଜବତ,ଜଣେ ଗିରଫ ।

ତିର୍ତ୍ତୋଲ/ରମେଶ ମହାନ୍ତି :  ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ପଞ୍ଚାୟତର  କଣ୍ଟାପଡା ଗ୍ରାମରେ ଦୀର୍ଘଦିନ ଧରି ଚୋରା ଗଞ୍ଜେଇ ବିକ୍ରି ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉ ନଥିଲେ । ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଗତ ସୋମବାର ଦିନ ଏ ସମ୍ପର୍କରେ ଜିଲ୍ଲା…

ଟୁଙ୍ଗିବନ୍ଧଲୀରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଟୁଂଗିବନ୍ଧଲୀ ପଂଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବିଜେଡି ଯୁବ ନେତା ସୁବ୍ରତ ସିଂ ଯୋଗଦେଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର…

କଂଗ୍ରେସ ଛାଡିବା ପାଇଁ ଘୋଷଣା କରିଥିବା ନବ ଦାସଙ୍କୁ କଂଗ୍ରେସ କଲା ବହିଷ୍କାର |

Bhubaneswar/ Manasi Mishra : ଦଳ ବିରୋଧରେ ବାରମ୍ବାର ମନ୍ତବ୍ୟ ଦେଉଥିବା ଯୋଗୁ କଂଗ୍ରେସ ଛାଡିବା ପାଇଁ ଘୋଷଣା କରିଥିବା ନବ ଦାସଙ୍କୁ କଂଗ୍ରେସ କଲା ବହିଷ୍କାର | ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ନବ ଦାସଙ୍କୁ କଂଗ୍ରେସରୁ ବହିଷ୍କାର କରାଗଲା ବୋଲି  ପିସିସି…