ବଡ଼ବିଲ ଜେଏମଏଫସି କୋର୍ଟ ପରିସରରେ ଜଳଛତ୍ର

ବଡ଼ବିଲ: ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ନିଳାଦ୍ରୀ ତରଫରୁ ସ୍ଥାନୀୟ ଜେଏମଏଫସି କୋର୍ଟ ସମ୍ମୁଖରେ ଆଜି ଏକ ଜଳଛତ୍ର ଖୋଲାଯାଇଛି। ଆଗାମୀ ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ଏହି ଜଳଛତ୍ର ଖୋଲା ଯାଇଛି ବୋଲି ନିଳାଦ୍ରୀର ସଭାପତି ବଳରାମ ମହାନ୍ତି କହିଛନ୍ତି। …

ଭୋଟ ବେଳେ ଚାଷୀ ଓ ବୁଣାକାରମାନଙ୍କ କଥା ଜେନ୍ଦ୍ରିୟ ନେତାଙ୍କୁ ମନେପପଡେ : ନବୀନ 

       ମୁଖ୍ୟମନ୍ତ୍ରୀଙ୍କର ପଦ୍ମପୁର ଓ ଅତାବିରା ଗସ୍ତ  ବିଜେଡି ସରକାର ଗଠନ ହେବାର ପ୍ରଥମ ଦିନରେ ହି କାଳିଆ ଯୋଜନା ର 2 ଟି କିସ୍ତି ର 10ହଜାର ତୁରନ୍ତ ଚାଷୀଙ୍କୁ ଦିଆଯିବ   ବରଗଡ :- ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଅଶାନ୍ତ ଦ୍ଵିତୀୟ…

ମହାବିଷୁବ ସଙ୍କ୍ରାନ୍ତି ଓ ଶ୍ରୀରାମ ନବମୀ ଯାତ୍ରାର ଦିତୀୟ ସନ୍ଧ୍ୟା:   ତାଡକା ବଧ ବେଶରେ ଦର୍ଶନ ଦେଲେ ଶ୍ରୀରଘୁନାଥ

ଓଡଗାଁ, :  ଆଜିର ଚୈତ୍ର ଶୁକ୍ଲପକ୍ଷ ବାସନ୍ତିକ ଦଶମୀ ତିଥି ଏବଂ ମହାବିଷୁବ ପଣାସଂକ୍ର୍ରାନ୍ତି, ହନୁମାନ ଜୟନ୍ତିର ସ୍ୱତନ୍ତ୍ର ନିତୀ ସହିତ ଶ୍ରୀରାମ ନବମୀ ଯାତ୍ରାର ନବଦିନ ସନ୍ଧ୍ୟାବେଶର ଦିତୀୟ ସନ୍ଧ୍ୟାରେ ଶ୍ରୀରଘୁନାଥଙ୍କ ତାଡକାବଧ ବେଶ ଦର୍ଶନ କଲେ ସହସ୍ରାଧିକ ଶ୍ରଧାଳୁ ।  ଧର୍ମରକ୍ଷାପାଇଁ…

ଘଡେଇଙ୍କୁ ଗୁରୁ ଦାୟିତ୍ୱ, ତିନୋଟି ନିର୍ବାଚନମଣ୍ଡଳୀ ପାଇଁ  ବରିଷ୍ଠ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ତିନୋଟି ଗୁରୁତ୍ୱପୂର୍ଣ ନିର୍ବାଚନ ମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |  ସେ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା…

ମହିଳା ସ୍ନାତକ ମହାବିଦ୍ୟାଳୟରେ ବୃକ୍ଷରୋପଣ  

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା 'ପ୍ରଭା' ସଂଗଠନ ତରଫରୁ ମହିଳା ସ୍ନାତକ ମହିଳା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା ଗଜପତି ଜିଲ୍ଲାର ପରିବେଶକୁ ସୁରକ୍ଷା କରିବା ଏବଂ ସମଗ୍ର ଜିଲ୍ଲାକୁ ସବୁଜ ଗଜପତିରେ…

ମାଁ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 ଧର୍ମଗଡ଼ରୁ ସୁଶାନ୍ତ ରାଉତ:: ମୂଷାପାଲି ଠାରେ ଆୟୋଜିତ ହୋଇଥିବା ମାଁ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ୍ ଅଧ୍ୟକ୍ଷ ବଳରାମ ପୁଝାରୀ ଉପସ୍ଥିତ ରହି ଉଭୟ ଫାଇନାଲ ଦଳକୁ ଉତ୍ସାହିତ  କରି ବିଜୟୀ ଦଳକୁ ପୁରସ୍କାର ବିତରଣ…

ଆଜି ମୁଖ୍ୟମନ୍ତ୍ରୀ ଙ୍କର ବରଗଡ଼ ଜିଲ୍ଲା ଗସ୍ତ ।

ବରଗଡ଼ :- ଦ୍ଵିତୀୟ ପର୍ଯୟ ର ନିର୍ବାଚନ କୁ ଆଉ ମାତ୍ର ତିନିଦିନ । ରାଜନୈତିକ ବାତାବରଣ ଖୁବ ଗରମ ।ମୁଖ୍ୟତଃ ଆଗାମୀ ଅଠର ତାରିଖ ଦିନ ହବାକୁଥିବା ଭୋଟ ପାଇଁ ପ୍ରାର୍ଥୀ ମାନଙ୍କର ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ତାଙ୍କର ଦଲୀୟ ଷ୍ଟାର ପ୍ରଚାରକ ମାନେ । ଏହି କ୍ରମରେ ଆଜି ମାନ୍ୟବର…

କଂଗ୍ରେସରେ ମିଶିଲେ ବିଜେଡି ଯୁବ କର୍ମୀ

ବାଙ୍କୀ(ଆଶିଷ କୁମାର ମହାପାତ୍ର):ଆଜି ଅପରାହ୍ନରେ ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ  ମିଶ୍ରଣ ପର୍ବରେ ରଗଡି ଗ୍ରାମପଞ୍ଚାୟତର ବିଜୁ ଯୁବ ଜନତା ଦଳର ଯୁବ କର୍ମୀ ମାନେ କଂଗ୍ରେସରେ ବାଙ୍କୀ ବିଧାନସଭା ପାର୍ଥି ଡଃ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟକରି କଂଗ୍ରେସରେ…

ଅଂଶୁଘାତ ସଚେତନତା ଓ ଜଳସେବା କେନ୍ଦ୍ର ଉଦ୍ଘାଟିତ

ବାଙ୍କୀ(ଆଶିଷ କୁମାର ମହାପାତ୍ର):ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ କରବରସ୍ଥ ମା’ରଣଚଣ୍ଡୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ରଣଶଙ୍ଖ ନିକଟରେ ଏକ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ସହ ଜଳସେବା କେନ୍ଦ୍ର ଆଜି ଉଦ୍ ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ  ଯୁକ୍ତ…

ବାଙ୍କୀ କଚେରୀ ଛକଠାରେ ଜଳସେବାକେନ୍ଦ୍ର ସ୍ଥାପିତ

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ କଚେରୀ ଛକସ୍ଥିତ ସାଇମନ୍ଦିର ନିକଟରେ ଏକ ଜଳସେବା କେନ୍ଦ୍ର  ବିନ୍ଦାସ କ୍ଳବ ତରଫରୁ ଖୋଲାଯାଇଛି । ଉକ୍ତ ଜଳସେବା କେନ୍ଦ୍ରକୁ ବାଙ୍କୀ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍ ଘାଟନ କରି ଯୁବବନ୍ଧୁମାନଙ୍କର…