ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ । ଆଦିତ୍ୟ ପ୍ରସାଦ ପାଢୀଙ୍କ ଠାରୁ ନେଲେ ଦାୟିତ୍ୱ । କହିଲେ ମୁଁ ଟିମ କୁ ନେଇ ଖେଳିବାକୁ ଭଲପାଏ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି । 5ଟି କୁ ପ୍ରାଥମିକତା । On Aug 19, 2019 8 Share 8 Share FacebookTwitterGoogle+ReddItWhatsAppPinterestEmail