Sign in
Sign in
Recover your password.
A password will be e-mailed to you.
ଅଟୋସହିତ ବାଇକ ଧକାରେ ଜଣେ ଯୁବକଙ୍କ ମୃତ୍ୟୁ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ କଲେଜ ନିକଟରେ ଅଟୋସହିତ ଏକ ବାଇକର ମୁହାଁ ମୁହିଁ ଧକା ହେବା ଫଳରେ ବାଇକ ଚାଳକ ଆଇବ ପ୍ରଧାନ(୨୫)ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କର ଘର କନ୍ଧମାଳ ଜିଲ୍ଲ ଦାରିଙ୍ଗିବାଡି ଥାନା କିରିକୁଟି ଅନ୍ତର୍ଗତ ଡେବାକ୍ଡାଉ ଗ୍ରାମବୋଲି ଜଣାପଡିଛି ।…
୫୪ ଜଣ କଂଗ୍ରେସ ନେତୃମଣ୍ଡଳୀଙ୍କୁ ସାଂଗଠନିକ ଦାୟିତ୍ୱ
ଡଃ କାର୍ତିକେଶ୍ୱର ପାତ୍ର ଉପସଭାପତି, ଜ୍ଞାନଦେବ ବେହୁରା ମୁଖପାତ୍ର ତଥା ସାଧାରଣ ସଂପାଦକ
ଭୁବନେଶ୍ୱର – ଚଳିତ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ,…
ମହିଳା ବିଜେଡି କର୍ମକର୍ତ୍ତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ମିନତି ବେହେରାଙ୍କୁ ମାହାଙ୍ଗା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଶ୍ରୀମତୀ ଲତିକା ପ୍ରଧାନ ଏବଂ…
ଗୀତାଞ୍ଜଳି ସେଠି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ
ଭୁବନେଶ୍ୱର,: ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ଶ୍ରୀମତୀ ଗୀତାଞ୍ଜଳି ସେଠୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିଜେଡି ଏସ୍ସି ସେଲ୍ ରାଜ୍ୟ ସଂପାଦକ ଭାବେ ଶ୍ରୀ ଦୀନବନ୍ଧୁ ମଲ୍ଲିକ ଏବଂ ଅନୁଗୁଳ ଜିଲ୍ଲା ବଅଁରପାଳର ଉମେଶ ଚନ୍ଦ୍ର…
ସମାଜସେବୀଙ୍କୁ ରକ୍ତାକ୍ତ ଆକ୍ରମଣ ଘଟଣା,ଅଭିଯୁକ୍ତଙ୍କୁ ଗିରଫ ଦାବୀ କଲା କଂଗ୍ରେସ
କୋମନା(ଭାଗିରଥି ଭୋଇ)-ନୂଆପଡା ଜିଲ୍ଲା କୋମନା ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଚାଲିଥିବା ସମୟରେ ଜଲମକଟା ବୁଥ୍ରେ କିଛି ବିଜେଡି କର୍ମୀ ବୁଥ ବାହାରେ ଓ ଭିତରେ ଭୋଟରଙ୍କୁ ପ୍ରଲୋଭନ ଦେଖାଇ ବିଜେଡିକୁ ଭୋଟ ଦେବା ପାଇଁ କହିଥିଲେ ଏବଂ ଏହା ଦେଖି କଂଗ୍ରେସ ର ବରିଷ୍ଠ ନେତା ବିଂରଚି ବାଗ…
ଏମ.ଏସ. ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ ସାରା ଭାରତରେ ଦ୍ୱିତୀୟ ଆଇ.ସି ଏ.ଆର ମାନ୍ୟତାପ୍ରାପ୍ତ ବେସରକାରୀ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ ବିଶ୍ୱ ମହାବିଦ୍ୟାଳୟରେ ଥିବା ଏମ.ଏସ. ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ ୨୦୧୯ମସିହା ମାର୍ଚ୍ଚ ୨୯ ତାରିଖରେ ଆଇ.ସି.ଏ.ଆର ମାନ୍ୟତା ପାଇଛି । ଏହି ମାନ୍ୟତା ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ ବୈଧ୍ୟ ଅଟେ । ସେଞ୍ଚୁରିଆନ ବିଶ୍ୱ…
ଅପମାନ ସହି ନପାରି ଯୁବକ କଲେ ଆତ୍ମହତ୍ୟା
ଧର୍ମଗଡ଼ରୁ ସୁଶାନ୍ତ ରାଉତ:କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ସିଉନି ଗ୍ରାମରେ ଗତକାଲି ଏକ ହୃଦୟ ବିଦାରକ ଘଟଣା ଘଟିଛି । ବରାଡ଼ଙ୍ଗା ଗ୍ରାମପଂଚାୟତ ସିଉନି ଗ୍ରାମର ପ୍ରଦୀପ କୁମାର ବେହେରା (୪୫)ନିଜ ଜମିରେ ଥିବା ପଲାସା ଗଛରେ, ବେକରେ କପଡା ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି…
ଦୁର୍ଘଟଣାଗ୍ରସ୍ତ ହେଲା ନାଟକ ଦଳ ଗାଡି
ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଗୋଳମୁଣ୍ଡା ବ୍ଲକ ଆମଗୁଡା ଭାଟି ଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୟପାଟଣା ବଜାରପଡାରୁ ପିଅଫ ଗାଡି ଯୋଗେ ନାଟକ ପରିବେଷଣ କରି ଫେରୁଥିବା ବେଳେ ଗୋଟେ ଅଜଣା ବାଇକ ସହ ଧକ୍କା ହେଇ ପିକଅଫ ଓଳଟି ଯାଇଥିଲା ଗାଡି ରେ ୨୩ ଜଣ ଥିବା ବେଳେ 10 ଜଣ ଆହତ…
କେବେ ଯିବେ ଏମାନେ ନିଜ ଦଳ ପାଇଁ ପ୍ରଚାରକୁ
ନିରଞ୍ଜନ ଖଣ୍ଡପଡ଼ା, ପ୍ରଶାନ୍ତ ବେଗୁନିଆ ଆଉ ଦାମ ବାବୁ ପାରାଦୀପ !!!!
ଭୁବନେଶ୍ୱର : ରାତି ପାହିଲେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ | ତୃତୀୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର | ହେଲେ କିଛି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କିଛି ନେତାଙ୍କୁ ଖୋଜୁଛନ୍ତି…
ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରୁଥିବି- ନବୀନ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୋର ଶେଷ ନିଶ୍ୱାସ ଚାଲିଥିବା ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରୁଥିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଠାକୁରମୁଣ୍ଡା ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଉପସ୍ଥିତ ଜନସାଧାରଣଙ୍କ ଉଦେ୍ଧଶ୍ୟରେ…