Sign in
Sign in
Recover your password.
A password will be e-mailed to you.
ଏନ୍ଆଇଟିର ୧୬ତମ ସମାବର୍ତ୍ତନ ଉତ୍ସବ ୧୯ରେ : ମୁଖ୍ୟଅତିଥି ଭାବେ ଯୋଗଦେବେ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ୍…
ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ-ଏନ୍ଆଇଟିର ୧୬ତମ ସମାବର୍ତ୍ତନ ଉତ୍ସବ ୧୯ ତାରିଖରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗୋଷ୍ଠୀ ଶିଳ୍ପାନୁଷ୍ଠାନର ଅଧ୍ୟକ୍ଷ ଡ କୁମାର…
‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା
ROURKELA/SUSANTA BEHERA : ‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ଏକ ଦିନିକିଆ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା ଜାନୁଆରୀ ୧୭ ତାରିଖରେ ସିଭିକ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳା ଓଡିଶା ରାଜ୍ୟ ସରକାରଙ୍କ ଫେକ୍ଟୋରି ଓ ବୟଲର…
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁରର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । କ୍ରୀଡାକୁ ଖେଳ ଶିକ୍ଷକ ହରେକୃଷ୍ଣ ମେହେର,ଚନ୍ଦ୍ରମଣି ସାହୁ ଓ…
ସ୍ୱୟଂ ସହାୟକ ଓ ଯୁଗ୍ମଦେୟ ଗୋଷ୍ଠୀର ତାଲିମ କାର୍ଯ୍ୟକ୍ରମ
ପାଇକମାଲ/ମାଣ୍ଡୋସିଲ (ରାଜେନ୍ଦ୍ର କୁମାର ପ୍ରଧାନ)- ସ୍ୱୟଂ ସହାୟକ ଓ ଯୁଗ୍ମଦେୟ ଗୋଷ୍ଠୀର ଦକ୍ଷତା ଅଭିବୃଦ୍ଧି ତାଲିମ କାର୍ଯ୍ୟକ୍ରମ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳକନା କେନ୍ଦ୍ର ବରଗଡ ଆନୁକୁଲ୍ୟରେ ଏଡି ସିସି ବ୍ୟାଙ୍କ ପାଇକମାଲ ସହଯୋଗ ରେ ନୃସିଂହନାଥ ଧର୍ମଶାଳା ପାଇକମାଲ ଠାରେ…
ଗାନ୍ଧି ମହାତ୍ମାଙ୍କ ମନ୍ତ୍ରଗୁରୁ
ମାୟାଧର ନାୟକ
ଏ ଦୁନିଆରେ ପ୍ରତ୍ୟେକ ମଣିଷଙ୍କର କେହି ନା କେହି ଗୁରୁ ଥାଆନ୍ତି - ପ୍ରତ୍ୟକ୍ଷଗୁୁରୁ ନହେଲେ ପରୋକ୍ଷ ଗୁରୁ; ମାତ୍ର ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଗୁରୁ କିଏ? ପୁରୁଣା ପିଢିଠୁ ନୂତନ ପିଢିର ଅଧିକାଂଶ, ଏପରିକି କୋଟିକୋଟି ସଂଖ୍ୟାର ମଣିଷ ଗାନ୍ଧିଜୀଙ୍କ ଗୁରୁ କିଏ…
ପାଗଳର ଆତଙ୍କରାଜରେ ଓଡଗାଁ ନାକେଦମ
ଓଡଗାଁ( ଶାସକପ୍ରଶାସକ): ଓଡ଼ଗାଁ ଅଂଚଳରେ ଆତଙ୍କରାଜ ଚାଲିଛି ପାଗଳର | ବୁଧବାର ବିଳମ୍ବିତ ରାତିରେ ଏକ ପାଗଳର ଉନ୍ମତ କାଣ୍ଡ ଯୋଗୁ ଓଡଗାଁ ରଙ୍ଗଣୀପାଟଣା ପଂଚାୟତ ତଳ ଗୋଡିପଲ୍ଲୀ ଗାଁର ବଦନୀ ପ୍ରଧାନ(୬୫)ଙ୍କର ସିନେମାହଲ ଛକ ନିକଟରେ ଥିବା ଏକ କ୍ଳି୍ିନିକ ମୃତ୍ୟୁ ଘଟିଥିବା ବେଳେ ସେହି ପଂଚାୟତ…
ଏ ମେଂଚଡ଼ ଟୋକାର କି କରାମତି, ୨୨ବର୍ଷରେ ୨୨ ଲୁଟ-ଡକାୟତି !
ଓଡ଼ଗାଁ (ଶାସକପ୍ରଶାସକ): ପୋଲିସ ଖାପଚରେ ଥିବା ଏଇ ମେଂଚଡ଼ ଟୋକାକୁ ଦେଖିଲେ ଲାଗିବ, କି ନିର୍ମାୟା ପିଲାଟିଏ | ହେଲେ ଏଇ ମହାନୁଭବ ଏଇ ବୟସରୁ ଉପଲବ୍ଧିକୁ ଲକ୍ଷ କଲେ ଯେ କେହି ଅନୁଭବ କରିବ ଯେ ଇଏ ରେକର୍ଡ କରିବ | ମାତ୍ର ୨୨ବର୍ଷ ବୟସରେ ମାତ୍ର ୨୨ଟି ଲୁଟ, ଡକାୟତି ତଥା ଅନ୍ୟାନ୍ୟ…
“ବିରୋଧୀ ଦଳମାନେ ଔଷଧ ବିକଳରେ ତାଟିଆ ନକାମୁଡ଼ି ଏ ପ୍ରକାର ଶସ୍ତା ରାଜନୀତିରୁ ନିଜକୁ ନିବୃତ୍ତ ରୁହନ୍ତୁ…
ଭୁବନେଶ୍ୱର : ରାଜ୍ୟର କଣ୍ଟିଜେନ୍ସି ଫଣ୍ଡରୁ କାଳିଆ ଯୋଜନାରେ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ବିଜେପି ଓ କଂଗ୍ରେସ ଯେପରି ଏହାକୁ ବିରୋଧ କରିଛନ୍ତି, ତଦ୍ଧ୍ୱାରା ଏହି ଦୁଇ ରାଜନୈତିକ ଦଳ ଓଡ଼ିଶାର ଚାଷୀକୁଳଙ୍କୁ ବିରୋଧ କରୁଥିବା ମନୋଭାବ ପଦାରେ ପଡିଛି । ରାଜ୍ୟ ସରକାର ଓଡ଼ିଶାର ୯୨% ଚାଷୀଙ୍କୁ…
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର କର୍ମୀଙ୍କ ବିପୁଳ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିକଟରେ ଦୀର୍ଘ ୩୦ବର୍ଷ ଧରି ବିଭିନ୍ନ ଦାବି କରିଆସୁଥିବା ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାରକୁ ନେଇ ବଡ଼ ଘୋଷଣା ଜରିଆରେ ୬ ହଜାର ଟଙ୍କାରୁ ଭତ୍ତା ବୃଦ୍ଧି କରି…
ମାଟି ତଳେ ପୋତି ଦିଆଯାଇଥିବା ମୃତ ହାତୀ ସାବକର ବ୍ୟବଚ୍ଛେଦ କରାଗଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଶାରୀଶୁଆ ଫରେଷ୍ଟ ବିଟ ଅଧୀନରେ ଥିବା ଜାମଚୁଆ ଜଙ୍ଗଲରେ ଗତ ରବିବାର ଏକ ହାତୀ ସାବକର ମୃତ୍ୟୁ ହୋଇଥିବାର ବନ ବିଭାଗର ଶାରୀଚୁଆ ଫରେଷ୍ଟର ଦେଖିବାକୁ ପାଇଥିଲେ ଏବଂ ଉକ୍ତ ହାତୀ ସାବକକୁ ସ୍ଥାନୀୟ ଜନସାଧାରଣଙ୍କ…