ରମୁ ହେଲେ ସାଧାରଣ ସମ୍ପାଦକ, ହରଙ୍କ ଉପରୁ ଉଠିଲା ନିଲମ୍ବନ

ଭୁବନେଶ୍ୱର : ଗଂଜାମ ଜିଲ୍ଲାର ଟାଣୁଆ ଯୁବ ନେତା ହର ପ୍ରସାଦ ସାହୁଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟହାର କରିଛି ବିଜେଡି । ହରଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।  ସେଗିପରି ନିକଟରେ ବିଜେଡିରେ ଯୋଗଦେଇଥିବା ପୁରୁଖା କଂଗ୍ରେସ ନେତା…

ବିଦେଶୀ ପିସ୍ତଲ ଓ ଗୁଳି ଜବତ : ଜଣକୁ ଗିରଫ କଲା ବଡ଼ବିଲ ପୋଲିସ 

ବଡ଼ବିଲ: ନିର୍ବାଚନ ଆଉ ମାତ୍ର ୫ ଦିନ ବାକିଥିବା ବେଳେ ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ବଡ଼ବିଲ ଉପର ବସ୍ତି ଅଞ୍ଚଳରେ ରହୁଥିବା ସେକ ମମତାଜ ଏକ ଲାଇସେନ୍ସ ବିହୀନ ଅମେରିକାନ ମେଡ ଅଟୋମେଟିକ ପିସ୍ତଲ ଓ ୮ ଟି ଜୀବନ୍ତ ଗୁଳି ସହ ଧରାପଡିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ କୌଣସି…

ବ୍ୟାସନଗର ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଟି ଗଠିତ

ବ୍ୟାସନଗର (jayashankar Dash) : ବ୍ୟାସନଗରସ୍ଥିତ ଚୋରଦା ବାଇପାସଠାରେ ଥିବା ଭାଜାପା କାର୍ଯ୍ୟାଳୟରେ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକରେ ସର୍ବସମ୍ମତିକ୍ରମେ ନିତ୍ୟାନନ୍ଦ ମହାଳିକଙ୍କୁ କମିଟିର ସଭାପତି ରୂପେ ନିଷ୍ପତ୍ତି…

ନିର୍ବାଚନ ପରିଚାଳନାରେ ନିୟୋଜିତ ହେବେ ୧୧୬୫୭ ପୁଲିଂ ଅପିଂସର ।

ଯାଜପୁର/Jayashankar Dash :ଯାଜପୁର ହିଲଳାରେ  ଗୋଟିଏ ଲୋକ ସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଚ୍ଥି ୧୬୧୯ ଗୋଟି ବୁଥ୍ ।  ସମସ୍ତ ବୁଥ୍ ଗୁଡିକୁ ଏକାଧିକବାର ଅନୁଧ୍ୟାନ କରାଯାଇଚ୍ଥି ।  ବୁଥ୍ ମାନଙ୍କରେ ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ରାମ୍ପ ଓ…

ବନ୍ଦିତାଙ୍କ ସପକ୍ଷରେ ଅଣ୍ଟା ଭିଡିଲା ନିର୍ମାଣ ଶ୍ରମିକ ସଙ୍ଘ

 ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ :  ବ୍ୟାସନଗର ସ୍ଥିତ ରାଷ୍ଟୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟ ରେ ନିଖିଳ ଉତ୍କଳ ସଙ୍ଘ ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ବ୍ୟାସନଗର କୋରେଇ  ସମେତ 28 ଗୋଟି ଗ୍ରାମପଂଚାୟତ ର ସଂଯୋଜକ ମାନେ…

 ଝାରଦେବନ୍ଧ ଠାରେ ଯାଦବ ସଂଘର କାର୍ଯ୍ୟକାରିଣୀ ବୈଠକ

ଟିଟିଲାଗଡ଼/ସୁନୀଲ ବେହେରା  :  ସ୍ଥାନୀୟ ଝାରଦେବନ୍ଧ ଠାରେ ଯାଦବ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି  ଯୁବରାଜ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମହିଳା ବାଲବିକାସ ଅଧିକାରୀ ବଲରାମ ସିଂ ୟାଦବ ଓ  ସମ୍ମାନୀୟ…

କଲିକେଶଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ 

ଭୁବନେଶ୍ୱର : ବଲାଙ୍ଗୀର ସଂସଦ କଳିକେଶ ନାରାୟଣ ସିଂଦେଓଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି | ଦଳର ସଭାପତି ନବୀନ ପଟ୍ଟନାୟକ କଲିକେଶଙ୍କୁ ପାଲଲହଡା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି | ସେହିପରି କଳାହାଣ୍ଡି ଜିଲ୍ଲାର ପ୍ରଦୀପ କୁମାର ଦିଶାରୀଙ୍କୁ ସହ…

ଶ୍ରୀରାମ ନବମୀ ଯାତ୍ରା :  ସୀତା ବିବାହରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଶ୍ରୀରାମ ନବମୀ ଯାତ୍ରାର ୫ମ ସନ୍ଧ୍ୟା ପବିତ୍ର ଚୈତ୍ର ଶୁକ୍ଲ ତ୍ରୟୋଦଶୀ ତିଥିରେ ପ୍ରଭୁ ଶ୍ରୀରଘୁନାଥ, ଅନୁଜ ଲକ୍ଷ୍ମଣ, ଗୁରୁ ବିଶ୍ୱାମିତ୍ର, ରାଜା ଜନକ, ଦେବୀ ସୀତା, ବିଭିନ୍ନ ରାଜା ଓ ଦାସଦାସୀ ମାନଙ୍କ ସହିତ ଶିବଧନୁ ଭଗ୍ନ ବା ସୀତାବିବାହ ବେଶରେ ସଜ୍ନିତ ହୋଇ…

“ସୁନା ଚାମନ ନେଇ ପାଟିରେ ଜନ୍ମ ହୋଇଥିବା ନବୀନ ବାବୁ ଗରିବ ଓଡିଆ ଲୋକଙ୍କ କଥା କେମିତି ବୁଝିବେ ?”:…

ରାଜ୍ୟରେ ବିଜେପି ସରକାର ହେଲେ  କୋଷ୍ଟାଲ ହାଇୱେ ତ୍ୱରାନ୍ୱିତ ହେବ  ଗରିବ ଚାଷୀଙ୍କୁ କେବଳ ବିଜ୍ଞାପନରେ ରାଜ୍ୟ ସରକାର କାଳିଆ ଦେଲେ  ବଡମ୍ବା -ନରସିଂହପୁର ଅଂଚଳର ମାଣିଆବନ୍ଧ ଶାଢୀକୁ ବିଶ୍ୱ ଦରବାରକୁ ପହଁଚାଯିବ  ଖଣିମାଫିଆ ଓ ଚିଟଫଣ୍ଡ ଲୁଟେରାଙ୍କୁ ନବୀନ ବାବୁ ଓଡିଶା ଟ୍ରେଜେରୀର…

ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

 ଗାଇସିଲେଟ/କେଦାର ନାଥ ସାହୁ: ଚଳିତ ସାଧାରଣ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହୋଇଯାଇଛି। ଆଜି ଭୋର ପ୍ରାୟ ୬ଟା ସମୟରୁ ମତଦାନ କରିବାପାଇଁ ଲୋକେ ବୁତରେ ଲମ୍ବା ଧାଡି ଲଗେଇଥିବା ବେଳେ ୭ଟା ସମୟରୁ ଭୋଟ ଗ୍ରହଣ କଡାକଡି ସୁରକ୍ଷା ଭିତରେ ଆରମ୍ଭ ହୋଇଛି।ଚଳିତ ସାଧାରଣ…