ସାମୂଦ୍ରିକ ଝଡ “ଫୋନି’ ଓଡିଶାକୁ ପ୍ରଭାବିତ କରିବା ଆଶଙ୍କା :  ବରିଷ୍ଠ  ଅଧିକାରୀଙ୍କ ସହ ଆଲୋଚନା କଲେ…

 ଓଡିଶା ଉପରେ ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକର ଭୟ ତଥା ଆବଶ୍ୟକୀୟ ମୁକାବିଲା ଓ ପରିଚାଳନା ନେଇ ବିସ୍ତୃତ ଭାବେ କଲେ ଆଲୋଚନା ଭୁବନେଶ୍ୱର  - ଓଡିଶା ଉପରେ ସାମୂଦ୍ରିକ ଝଡ "ଫୋନି'ର ସମ୍ଭାବ୍ୟ ପ୍ରଭାବ ନେଇ ସୋମବାର ବରିଷ୍ଠ  ଅଧିକାରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି…

ସହାୟତା- ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ, ହେଲା ଅନ୍ତିମ ସଂସ୍କାର 

କଳାହାଣ୍ଡିରୁ ତୁଲମଣି ନାଗ: : ଧର୍ମଗଡ ଅଂଚଳରେ ଏକ ଦୁର୍ଘଟଣାଜନିତ ମୃତ୍ୟୁକୁ କେନ୍ଦ୍ର କରି ଏହାର ପ୍ରତିବାଦରେ ହୋଇଥିବା ରାସ୍ତାରୋକୋ ପ୍ରଶାସନର ହସ୍ତକ୍ଷେପ ପରେ ଅପସାରିତ ହୋଇଥିଲା | ତତ୍କାଳ ସହାୟତା ଓ କ୍ଷତିପୂରଣ ପ୍ରତିଶ୍ରୁତି ପରେ ରାସ୍ତାରୋକୋ ହଟିବା ସହ ଅନ୍ତିମ ସଂସ୍କାର ହୋଇଥିବା…

ମଧୁ ଜୟନ୍ତୀରେ କୁଳବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ  ଧର୍ମେନ୍ଦ୍ର 

ଭୁବନେଶ୍ୱର- ଓଡିଶାର ସ୍ୱାଭିମାନ ଉତ୍କଳ ଗୌରବମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମଧୁବାବୁଙ୍କ ନାମକୁ୍ ସ୍ମରଣ କରି ରବିବାର ଭୁବନେଶ୍ୱର ରାଜଭବନ ଛକରେ ଥିବା  କୁଳବୁଦ୍ଧଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି…

ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଓକିଲ ସଂଘ ଦ୍ୱାରା ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ତହସିଲ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଛି । ସଂଘର ସଭାପତି ଇନ୍ଦୁଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ଆଇନଜିବୀ…

   ଅବ୍ୟବସ୍ଥା ମଧ୍ୟରେ ବାହାଡାଝୋଲା କଲେଜ : ଶିକ୍ଷା କ୍ରିୟାନୁଷ୍ଠାନ  କମିଟିର ଧାରଣା

ଓଡଗାଁ/ ଶ୍ରୀକାନ୍ତ ମିଶ୍ର  : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା +୩ ଦଧିବାମନ ଜିଉ ମହାବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଛନ୍ଦିହୋଇ ପଡିଛି । ସମସ୍ୟା ଏହାର ପିଛା ଛାଡୁନି । ସମାଧାନ ପାଇଁ ସ୍ଥାନୀୟ ଶିକ୍ଷାପ୍ରେମୀଙ୍କ ଶିକ୍ଷା କ୍ରିୟାନୁଷ୍ଠାନ କମିଟି ଚଳିତ ମାସ…

ଶବ ରଖି ରାସ୍ତା ଅବରାଧ।କ୍ଷତି ପୂରଣ ଦାବି ରେ ରାସ୍ତା ଅବରୋଧ କଲେ ପରିବାର ଲୋକେ

  ଧର୍ମଗଡ଼/ସୁଶାନ୍ତ ରାଉତ ଶବ ରଖି ରାସ୍ତା ଅବରୋଧ। କ୍ଷତି ପୂରଣ ଦାବି ରେ ରାସ୍ତା ଅବରୋଧ କଲେ ପରିବାର ଲୋକେ।ଏଭଳି ଘଟଣା ଘଟିଛି ଧର୍ମଗଡ଼ ରେ।  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ ପିପିଲା ଗ୍ରାମର ନୀଳାଚଳ ବାଗ ଗତ ୨୪ ତାରିଖ ଦିନ ସନ୍ଧ୍ୟା ରେ ଧର୍ମଗଡ଼ ରୁ ନିଜ ଗାଁ କୁ ଫେରୁଥିବା ବେଳେ…

ପରିବାର ଲୋକେ ଅଭିଯୋଗ, ସ୍ତ୍ରୀ ହତ୍ୟା କଲା ସ୍ୱାମୀକୁ !!!!!

ସ୍ତ୍ରୀ ଅଭିଯୋଗକୁ ମିଥ୍ୟା କହିବାସହ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା ବାରିପଦା- ବାରିପଦା ସହରର ପାଲବଣୀ ଗୋଲେଇ ନିକଟସ୍ଥ ଛଞ୍ଚ ଠାରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କୁନେଇ ସନ୍ଦେହ ପ୍ରକାଶ ପାଇଅଛି । ମୃତବ୍ୟକ୍ତି ଜଣକ ହେଲେ ଉକ୍ତ ଅଞ୍ଚଳର ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପୁଅ ଆଦିତ୍ୟ ପଣ୍ଡା ।…

ମଧୁବାବୁଙ୍କ ଜନ୍ମଜୟନ୍ତୀ ପାଳିତ

 ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ :ଶହୀଦ ଭଗତ ସିଂ ଯୁବକ ସଙ୍ଘ ଓ ଭାଷା ଆନ୍ଦୋଳନ ତରଫରୁ ଉତ୍କଳ ଗୌରବ ମଧୁ ସୂଦନ ଦାସ ଙ୍କ ର 172ତମ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି ଏହି ପରିପେକ୍ଷ ରେ ବ୍ୟାସନଗର ତହସିଲ ଠାରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇ…

ବଡ଼ବିଲରେ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

ବଡ଼ବିଲ/ଚିତ୍ତ ରଞ୍ଜନ କର : ବଡ଼ବିଲ ବାର ଆସୋସିଏଶନ ତରଫରୁ  ରବିବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 171ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମଧୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ  ପରେ ମଧୁ ବାବୁଙ୍କ ଜୀବନୀ ଏବଂ କୃତିତ୍ୱ ଓ ଆଇନ୍ ଦିବସର ତାପ୍ତର୍ଯ୍ୟ ଉପରେ…

ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ସୁରକ୍ଷା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…