ଏନ୍.ସି. କଲେଜରୁ ବୁଥକୁ ଗଲେ ପୁଲିଂ ପାର୍ଟି

ଯାଜପୁର (ଜୟଶଙ୍କର ଦାଶ) : ଶନିବାର ପୂର୍ବାହ୍ନ ଆଠ ଘଟିକାଠାରୁ ଏନ୍.ସି. କଲେଜ ପରିସରରୁ ବିଭିନ୍ନ ବୁଥକୁ ପୁଲିଂ ପାର୍ଟିମାନଙ୍କୁ ପ୍ରେରଣ କରାଯାଇଛି । ପୂର୍ବାହ୍ନ ସାତ ଘଟିକାଠାରୁ ପୁଲିଂପାର୍ଟିମାନେ ଜଏନ କରିବା ପରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥକୁ ଯାତ୍ରା କରିଥିଲେ । ପୂର୍ବରୁ ପୁଲିଂ…

ବାଇକ ରାଲିରେ ବିଧାୟକ ପ୍ରାର୍ଥୀ ସରୋଜିନୀ ଓ ଲୋକସଭା ପ୍ରାର୍ଥୀ ଦେବାଶିଷଙ୍କ ସହର ପରିକ୍ରମା

ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ୨୯ରେ ଚତୃର୍ଥ ପର୍ଯ୍ୟାୟ ମତଦାନ ନିମନ୍ତେ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ଥିବାରୁ ବାରିପଦା ପୌରପରିଷଦରେ ବିଜେଡ଼ି ପକ୍ଷରୁ ଏକ ବିଶାଳ ବାଇକ ରାଲି କରାଯାଇଥିଲା । ଉକ୍ତ ରାଲିରେ ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ…

ପ୍ରତିଶୃତି ରଖିଲେ ଜିଲ୍ଲାପାଳ ।

ଯାଜପୁର(ଜୟଶଙ୍କର ଦାଶ) :ନିର୍ବାଚନ ଆରମ୍ଭ ସମୟଠାରୁ ପୁଲିଂ ଅଫିସରମାନଙ୍କର କ୍ଷୋଭଥିଲା ଯେ ସେମାନଙ୍କୁ ଶ୍ରମିକ ଭଳି ବୁଥମାନଙ୍କୁ ଟ୍ରକ ଡାଲାରେ ନିଆଯାଉଛି । ଏଥିପାଇଁ ଅନେକ ପୁଲିଂ ଅଫିସରମାନେ ନିର୍ବାଚନ ପରିଚାଳନା ପାଇଁ ଅନିଚ୍ଛୁକ ରହୁଥିଲେ । ତେବେ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରଥମରୁ…

ବୁଥକୁ ବାହାରିଗଲେ ୭୭୫୨ ପୁଲିଂ ଅଧିକାରୀ, ଦିନକ ପରେ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ୧୨୯୨ ବୁଥରେ  ଭୋଟ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ୨୯ ତାରିଖ ହେବାକୁ ଯାଉଥିବା ବେଳେ ଭଦ୍ରକ ଜିଲ୍ଳାର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଏହି ଦିନ ନିର୍ବାଚନ ଅନୁଷ୍ଠିତ  ହେବ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ହୋଇ ଆଜି ପୁଲିଂ…

ଆଠଗଡ଼ ଓ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଜବରଦଖଲ ବୁଥରେ ପୁନଃନିର୍ବାଚନ କରିବାପାଇଁ ଦାବିକଲା : କଂଗ୍ରେସ

ଭୁବନେଶ୍ୱର – ଗତ ୨୩ ଏପ୍ରିଲ ୨୦୧୯ ଆଠଗଡ଼ ନିର୍ବାଚନ ମଣ୍ଡଳୀ ବୁଥ ନଂ. ୧୬୪, ୧୧, ୨୦୪,୧୦୧,୧୬୭ ରେ ବିଜୁ ଜନତା ଦଳର କର୍ମୀ ଏବଂ ଗୁଣ୍ଡାମାନେ ଜବରଦସ୍ତ ପସି ଭୋଟରମାନଙ୍କୁ ବିଜୁ ଜନତା ଦଳ ସପକ୍ଷରେ ପ୍ରବତାଉ ଥିବାର ସମସ୍ତ ପ୍ରାମଣିକ ତଥ୍ୟ, ଭିଡ଼ିଓ କ୍ଲିପିଙ୍ଗସ୍, ରାଜ୍ୟ ମୁଖ୍ୟ ନିର୍ବାଚନ…

ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିର ଗଳିତ ମୃତଦେହ ଉଦ୍ଧାର

ବରଗଡ / ପାଇକମାଲ :- ଆଜି ପାଇକମାଲ ପୋଲିସ ମଧ୍ୟାହ୍ନରେ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ କପିଳଧାର ରେ ଝୁଲନ୍ତା ଅବସ୍ଥାରେ ଏକ ବ୍ୟକ୍ତି ର ମୃତଦେହ ଉଦ୍ଧାର କରିଛି । ମୃତଦେହଟି ପାଚିଯାଇ ସମ୍ପୂର୍ଣ୍ଣ ନଷ୍ଟ ହେଇ ଯାଇଛି । ମୃତକ ଶବ ନିକଟରେ ଏକ ବେଗରେ ଗୋଟେ ଶାର୍ଟ ଗୋଟେ ଗାମୁଛା ରହିଥିବା ବେଳେ…

ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ 

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ମହମ୍ମଦ ମୁର୍ତୁଜା, କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଅଫତାବ ଆଲମ୍‍, ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ…

“ଖଣି ବେପାର ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସର ତାମିଲ କାର୍ପଟଦାର ପ୍ରଭାକରନ ଓ କଂଗ୍ରେସ ସଭାପତି ନିରଞ୍ଜନ…

ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର  ଓଡିଶାକୁ ଲୁଟୁଥିବା ନକଲି ଓଡିଆ, ବିଶ୍ୱାସଘାତକଙ୍କୁ ଉଚିତ ଜବାବ  ଦିଆଯିବ-ଧର୍ମେନ୍ଦ୍ର ପ୍ରଧାନ  ୨ ହଜାର କୋଟିର ଟେକ୍ସଟାଇଲ ପାର୍କ ନିର୍ମାଣରେ ବାଧକ ସାଜିଛନ୍ତି ନବୀନ  ଓଡିଆ ଲୋକ ସୁରଟ ଓ ବିଭିନ୍ନ…

ଶାନ୍ତିଶୃଙ୍ଖଳା ର ସହିତ ମତଦାନ ପାଇଁ ସହରରେ ପୋଲିସ ର ଫ୍ଲାଗ ମାର୍ଚ

ବାରିପଦା-(ଦିଲ୍ଲୀପ ମହାନ୍ତି ) ଚଳିତ ମାସ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ  ହେବାକୁ ଯାଉଅଛି । ଏହି ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ  ଜିଲାର ଆଟଗୋଟି ବିଧାନସଭା ଓ ଲୋକସଭା ନିମନ୍ତେ ଭୋଟଗ୍ରହଣ ଅନୁଷ୍ଟିତ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ…

ଗରିବୀ  ଉପରେ କଂଗ୍ରେସ କରିବ ସର୍ଜିକାଲ ଷ୍ଟ୍ରାଇକ: ରାହୁଲ 

ବାଲେଶ୍ୱର,(ଉଜ୍ଜ୍ୱଳ କର) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅବସରରେ ବାଲେଶ୍ୱରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରେମୁଣାସ୍ଥିତ ନରହରି ପଡିଆରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି । ପ୍ରଥମରୁ ରାହୁଲ ଗାନ୍ଧୀ ଭାଷଣରେ କେନ୍ଦ୍ର ସରକାର ଓ…