ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ : ଜାତୀୟ ସ୍ତରର କଳାକାର ମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମରେ ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚରତି ଶିକ୍ଷା ଓ ସାଂସ୍କୃତିକ ସଦନ…

ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ସତର୍କ ରହିବାକୁ ନିବେଦନ

ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ ) : ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱରେ ସଦ୍ଭାବନା ଗୃହରେ ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ…

ବନ ବିଭାଗର ଉଦାସୀନତା : ଲଗାମଛଡ଼ା ଶିକାରୀ 

କଟା ମୁଣ୍ଡ ସହିତ ୧୦୦ କେଜି ସମ୍ବର ମାଂସ ଜବତ, ଜଣେ ଗିରଫ‘   ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶରେ ବାହାଡାଝୋଲା ବନପାଳ ସରିତା ବରାଡଙ୍କ ନେତୃତ୍ୱରେ ବନରକ୍ଷୀ ଧରଣୀଧର ନାୟକ, ଶୁଭେନ୍ଦୁ ପ୍ରସାଦ ନାୟକ ଓ ଆଂଟିଡିପ୍ରେଡେସନ୍…

ସିନ୍ଦୁର ପୋଛିବାକୁ ଦେଇଥିଲେ ସୁପାରୀ ! 

ଅପମୃତ୍ୟୁ  ମାମଲା ହତ୍ୟାକୁ ପରିବର୍ତ୍ତିତ :ଅଭିଯୁକ୍ତ ସ୍ତ୍ରୀ ସହ ସୁପାରୀ କିଲର ଗିରଫ, ସହଯୋଗୀ  ଫେରାର ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ପୌରପରିଷଦର ପାଲବଣି(ଛାଞ୍ଚ) ଅଞ୍ଚଳରେ ଗତ ୨୭/୦୪/୨୦୧୯ ରାତିରେ ଏକ ହତ୍ୟା କାଣ୍ଡ ଘଟିଥିଲା । ୨୮ରେ ମୃତକଙ୍କ  ସ୍ତ୍ରୀର ବୟାନ ଆଧାରରେ…

ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ସମ୍ଭାବ୍ୟ ବାତ୍ୟା ‘ଫନୀ’ର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ  ବାଲେଶ୍ୱର,(ଉଜ୍ଜ୍ୱଳ କର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନୀର’ ଓଡିଶା ଉପକୂଳ ସମ୍ଭାବ୍ୟ ଭୁ-ସ୍ପର୍ଶକୁ ନେଇ ସଜାଗ ରହିବା ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ …

ସୌଭାଗ୍ୟ ପାଇଁ ଲାଞ୍ଚ

ଧର୍ମଗଡ଼/ ସୁଶାନ୍ତ ରାଉତ: କେନ୍ଦ୍ର ସରକାର ବିପିଏଲ ହିତାଧିକାରୀ ପରିବାରଙ୍କୁ ମାଗଣାରେ ବିଦ୍ୟୁତ୍ ସଂଯୋଗ କରାଇବା ନିମନ୍ତେ ଆରମ୍ଭ କରିଛନ୍ତି ସୌଭାଗ୍ୟ ଯୋଜନା । ଏହି ଯୋଜନା ମାଧ୍ୟମରେ ସମସ୍ତ ଗରୀବ ଶ୍ରେଣୀର ଲୋକେ ବିନା ଦେୟରେ ବିଦ୍ୟୁତ୍ ସଂଯୋଗ କରିବାର ନିୟମ ରହିଥିବା ବେଳେ ବିଦ୍ୟୁତ…

ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କଲା ପ୍ରଦେଶ କଂଗ୍ରେସ

ବାଲେଶ୍ୱର ଜିଲ୍ଲାରେ ଗୋଟିଏ ବି ବୁଥରେ ଲାଗିଲା ନାହିଁ ୱେବ୍ କାଷ୍ଟିଙ୍ଗ କ୍ୟାମେରା ଭୁବନେଶ୍ୱର(ଶାସକ ପ୍ରଶାସକ)  ବାଲେଶ୍ୱର ଜିଲ୍ଲାରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକି୍ରୟା କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ କମିଟି…

ଛୋଟାହାତୀ-ସ୍କୁଲ ବସ ମୁହାଁମୁହିଁ : ଡ୍ରାଇଭର ମୃତ

ପଦ୍ମପୁର/ଶାସକ ପ୍ରଶାସକ: ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ବସଷ୍ଟାଣ୍ଡ ନିକଟରେ ଥିବା କେନ୍ଦୁପତ୍ର ଅଫିସ ପାଖରେ ଆଜି ସକାଳ ୫ଟା ସମୟରେ ଏକ ପ୍ଲାଷ୍ଟିକ ଗ୍ଲାସ୍ ବୋଝେଇ ଛୋଟାହାତୀ( OD 17 L 7773) ବରପାଲି ରୁ ପଦ୍ମପୁର ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ନବପ୍ରଭାତ…

ଲୋକେ ହନ୍ତସନ୍ତ, ଜୀବନ ଅସ୍ତବ୍ୟସ୍ତ

ଅସହ୍ୟ ତାତି ସାଙ୍ଗକୁ ଅଘୋସିତ ବିଦ୍ୱ୍ୟତ କାଟରେ ସନ୍ତୁଳି ହେଉଛନ୍ତି ନୂଆପଡାବାସୀ  ନୂଆପଡା (ଅମିତ ପୁରୋହିତ); ସଦର ବ୍ଲକରେ ଜନସାଧାରଣ ଅସହ୍ୟ ତାତି ଯୋଗୁଁ ଅସ୍ତବ୍ୟସ୍ତ ହେଉଥିବା ବେଳେ ଲୋ ଭୋଲଟେଜ ଏବଂ ଅଘୋସିତ ବିଦ୍ୱ୍ୟତ କାଟ କଟା ଘା ରେ ଲୁଣ ସଦୃଶ୍ୟ ହୋଇପଡିଛି । ତାପମାତ୍ରା ୪୩ ଡିଗ୍ରୀ…

କୋମନା ICDS ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଏକ ବ୍ଲକସ୍ତରୀୟ ସଭା

ନୂଆପଡା /ପ୍ରିୟବ୍ରତ ପଣ୍ଡା : କୋମନା ICDS ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଏକ ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ କରାଯାଇଥିଲା । ସଭାରେ CDPO ଶ୍ରୀମତୀ ବିମଳିନୀ ପ୍ରଧାନ, ସୁପରଭାଇଜର ସାଲମଣି ସୋରେନ, ରାଜକୁମାରି ଶବର, ମିଶନ ଶକ୍ତି ପ୍ରୋଗ୍ରାମ କୋଡ଼ିନେଟର ଧନିରାମ ଶବର, ମମତା ଯୋଜନା ବିଭାଗର…