ଜଳାଭାବକୁ ଦୃଷ୍ଟିରେ ରଖି ଚେକ ଡ୍ୟାମ ଦାବି 

ନୂଆପଡା /ବୋଡେନ (ଶୁଭେନ୍ଦୁ ପଣ୍ଡା ) ,କୁଳେକେଲା, ଅର୍ଜୁନା, ଲିମପଡା, କେଉବୁର୍ଲା ଆଦି ଗ୍ରାମରେ ଖରା ଦିନରେ କୂଅରୁ ପାଣି କମି ଯାଉଥିବାରୁସ୍ଥାନୀୟ ଲୋକମାନେ ଏଠାରେ ଥିବା ଏହିଲାଟ ନଦୀରେ ଚଗଲା ମଠ ପାଖରେ ଗୋଟିଏ ଚେକ ଡ୍ୟାମ ନିର୍ମାଣ କରିବା ସକାଶେ  ଗୋଟିଏ ସଭା ଅନୁଷ୍ଠିତ ହୋଇଥିଲା।…

 କରଙ୍ଗମାଲ ସେବା ସମବାୟ ସମିତିରେ ବୋର୍ଡ଼ ବୈଠକ

 ନୂଆପଡା/ବୋଡେନ (ଶୁଭେନ୍ଦୁ ପଣ୍ଡା ) ,ଚାଷୀଙ୍କ ହିତ ନିମନ୍ତେ କରଙ୍ଗମାଲ ସେବା ସମବାୟ ସମିତିରେ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ସଭାପତି ଶ୍ରୀମତୀ ବିଲାଶା ମେହେର, ସମ୍ପାଦକ ଘେନୁରାମ ବାଗ, ବୋର୍ଡ଼ ସଭ୍ୟ ଜନ୍ମେଜୟ ସିଂ ଦେଓ, ସୁଶୀଲ କାଣ୍ଡ, ଚତୁର୍ଭୁଜ ନିଆଲ, ବଳରାମ ମାଝୀ…

ଖଡ଼ିଆଳ ରେ ଶବବେବଛେଦ ଗୃହ ନାହିଁ           

        ନୂଆପଡାଜିଲ୍ଲା /ଖଡ଼ିଆଳ NAC/କ୍ଷୀରସିନ୍ଧୁ ସଗରିଆ  : ନୂଆପଡା ଜିଲ୍ଲା ର ମୁଖ୍ୟ ସହର ହେଉଛି ଖଡ଼ିଆଳ  ହେଲେ ରାଜବଡା ଶାସନ ନ କାଳ ରୁ ଖଡ଼ିଆଳ ଅଞ୍ଚଳଲୋକ ଙ୍କୁ ଯଦି ପ୍ରାକୃତି ବିପରଯ୍ୟ ରେ ଯଦି କୌଣସି ଲୋକ ଙ୍କର ମୃତ୍ୟୁ କିମ୍ବା ମାଡପିଟ ରେ ମୃତ୍ୟୁ ଘଟେ ତେବେ ସେହି ମୃତ୍ୟୁ…

ସରିଲା ମହାସମର, ଓଳିଏ ବାକି

ଓଡ଼ିଶାରେ ସ୍ଥିତାବସ୍ଥା ଜାରି ସପକ୍ଷରେ ପ୍ରାୟତଃ  ଏକଜିଟ ପୋଲ  ଭୁବନେଶ୍ୱର / ବରଗଡ :-  ରାଜ୍ୟରେ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ଚାରିଟି ପର୍ଯାୟ ରେ ନିର୍ବାଚନ ସରିଯାଇଛି । କିଛି ଘଟଣା ଓ ବିବାଦ କୁ ଛାଡିଦେଲେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଇଯାଇଛି । ଏ ମହାସମର…

କୁନି କୁନି ପିଲାମାନେ ନିଆରା ଢଙ୍ଗରେ ସ୍ୱାଗତ ଜଣାଇଲେ ମତଦାତାଙ୍କୁ

ବାରିପଦା-/ ଦିଲ୍ଲୀପ ମହାନ୍ତି :  ମୟୁରଭଞ ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତଦାନପାଇଁ  ପୂର୍ବରୁ ସମସ୍ତ ମତଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତ କରାଯାଇଥିଲା । ଜିଲାର ଆଜି ଆଟଗୋଟି ନିର୍ବାଚନ ମଣ୍ଡଳୀରେ ମୋଟ ୨୧୨୩ ଗୋଟି ମତଦାନ କେନ୍ଦ୍ରରେ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ : ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ  

ବାରିପଦା/Dillip Mohahty : ମୟୂରଭଞ୍ଜ ଜିଲ୍ଲାରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ମୟୂରଭଞ୍ଜ ଜିଲ୍ଲା ଲୋକସଭା ସଂସଦ ଅଧିନରେ ଥିବା ୭ଟି ନିର୍ବାଚନ ମଣ୍ଡଳୀ ଏବଂ ବାଲେଶ୍ୱର ଲୋକସଭା ମଣ୍ଡଳୀ ଅର୍ନ୍ତଗତ ବଡସାହି ନିର୍ବାଚନ ମଣ୍ଡଳୀ ପାଇଁ ସୋମବାର ମତଦାନ କାଁଭାଁ ଗଣ୍ଡଗୋଳକୁ ଛାଡି…

ବିଜୟଙ୍କୁ  ଟକ୍କର ଦେବେ ସାବିତ୍ରୀ , ରାଗ ରୁଷା ଛାଡି ବାହୁଡ଼ିଲେ ଅବୁଝା ସରୋଜ 

ଭୁବନେଶ୍ୱର:  ବିଜୁ ଜନତା ଦଳର ରାଜ୍ୟ ସଭାପତି  ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପାଇଁ ଶ୍ରୀମତୀ ସାବିତ୍ରୀ ଅଗରୱାଲାଙ୍କୁ ବିଜୁ ଜନତା ଦଳର ପ୍ରାର୍ଥୀନୀ ରୂପେ ଘୋଷଣା କରିଛନ୍ତି ବୋଲି ବିଜୁ ଜନତା ଦଳର…

ବିକାଶ ନିଖୋଜ : ଚଚରାପଡା ବାସୀଙ୍କୁ ନାଳ ପାଣି ଭରସା 

ତୁରନ୍ତ ନଳକୂପ ଦେବା ପାଇଁ ଦାବୀ ନୂଆପଡ଼ା(ଅମିତ ପୁରୋହିତ) ; ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ  ନୂଆପଡା ଜିଲ୍ଲାର  ଗ୍ରାମାଂଚଳ ଗୁଡିକରେ  ପାନୀୟ ଜଳ ସଂକଟ ଦେଖାଦେଇଛି । ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗ  କରୁଥିବା ବେଳେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ…

ଭିନ୍ନକ୍ଷମ ଶିଶୁ ଜନ୍ମ କରୁଥିବା ପ୍ରସଙ୍ଗ : କୁଲିଙ୍ଗାମାଲରେ ପହଂଚିଲା ଡାକ୍ତର ଟିମ୍

ନୂଆପଡ଼ା/Amit Purohit  :  ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କୁଲିଙ୍ଗାମାଲ ଗାଁରେ ଆଜକୁ ୩/୪  ବର୍ଷ ହେବ ମା ମାନେ ଭିନ୍ନକ୍ଷମ ଶିଶୁଙ୍କୁ ଜନ୍ମ ଦେଉଥିବା ନେଇ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡିଛି । ଶୁକ୍ରବାର ଜିଲ୍ଲା ମୁଖ୍ୟ…

ପ୍ରବାସରେ ଓଡିଶା ମାଟିର ମହକ : ଦେହଟା ଓମାନ ସିନା ମନ ଓଡିଶା  

ସୋହାର୍ : ସୁଦୂର ଓମାନର ସୋହାର୍ ସହରରେ ଉତ୍କଳ ଦିବସ ଓ  ମହା ବିିଷୁବ ସଂକ୍ରାନ୍ତିରେ ପାଳନ କରାଯାଇଛି ଓଡ଼ିଆ ନବବର୍ଷ ।  । ଏହି ପରିପ୍ରେକ୍ଷୀରେ ବିଦେଶରେ  ରହୁଥିବା ଅନେକ ଓଡ଼ିଆ ଉତ୍କଳ ଦିବସ ଓ ବନ୍ଧୁ ମିଳନର ଆୟୋଜନ କରିଛନ୍ତି । ବିଦେଶରେ ରହି ମଧ୍ୟ ସେମାନେ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ…