ବାଲମୁକୁନ୍ଦ କେନ୍ଦ୍ର ଠାରେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ  ବୈଶାଖୀ ମଉଜ  ୦୧ ଠାରୁ ୫ ତାରିଖ ପର୍ଯ୍ୟନ୍ତ

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜୁଗୁରୁ ସାହି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିସରରେ ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ମୁକୁନ୍ଦାନନ୍ଦଜୀଙ୍କ ଆଦେଶ କ୍ରମେ ଶ୍ରୀମଦଭଗବତଗୀତାର ଆବଶ୍ୟକତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ ଚିନ୍ମୟ ମିଶନ…

ବୈଶାଖ ମେଳା କମିଟିର ଦ୍ଵିତୀୟ ବୈଠକ

ବରଗଡ :- ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଆସନ୍ତା 13 ମେ ରୁ 18 ତାରିଖ ପର୍ଯନ୍ତ 1 ସପ୍ତାହ ବ୍ୟାପୀ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା ପାଇଁ , ଚଳିତ ଥର ମେଳା ପରିଚାଳନା କମିଟିର ଆଜି ଦ୍ୱିତୀୟ ବୈଠକ , ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁଆନଙ୍କର ସଭାପତିତ୍ୱରେ…

ଡ଼ଃ. ଆମ୍ବେଦକରଙ୍କର ଜନ୍ମ ଦିବସ ମହା ସମାରୋହରେ ପାଳିତ

ଧର୍ମଗଡ଼/ ସୁଶାନ୍ତ ରାଉତ  କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ବ୍ଳକ ବେହେରାଗୁଡା ଠାରେ ଶନିବାର ସାମ୍ବିଧାନିକ ଭାରତର ରାଷ୍ଟ୍ରପିତା, ପ୍ରଥମ ଆଇନ ମନ୍ତ୍ରୀ, ମହାନ ଶିକ୍ଷାବିତ୍ତ, ବହୁଜନ ସମାଜର ତ୍ରାଣକର୍ତ୍ତା ଭାରତରତ୍ନ, ବିଶ୍ଵରତ୍ନ , ବୋଧିସତ୍ତ୍ୱ, ଓବିସି ସମାଜ ର ପ୍ରତିଷ୍ଠାତା ଡ଼ଃ.…

ନବ ଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୮ତମ ଜୟନ୍ତ୍ରୀ ସମାରୋହ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ମହାରାଜା ତଥା ନବଉତ୍କଳର ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୮ତମ ଜୟନ୍ତୀ ସମାରୋହ ଜିଲ୍ଲା ପ୍ରସାଶନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ବଜାର ଛକ ସ୍ଥିତ ପାରଳା ମହାରାଜା ଶ୍ରୀ…

ଅଭିଶପ୍ତ ମଦାଗୁଡ଼ା ଗ୍ରାମ ପଞ୍ଚାୟତର ଲଦିମହା ଗ୍ରାମ : ପ୍ରଶାସନ ପାଇଁ ଅପହଞ୍ଚ ଇଲାକା 

କନ୍ଧମାଳରୁ ଗଗନ ପ୍ରଧାନ :  କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ମଦାଗୁଡ଼ା ଗ୍ରାମ ପଞ୍ଚାୟତର ଲଦିମହା ଗ୍ରାମ | ଏହି ଗ୍ରାମରେ ପ୍ରାୟ ୩୫ ପରିବାର ବସବାସ କରନ୍ତି | କିନ୍ତୁ ବର୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ  ରାସ୍ତା ଏବଂ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯାଇପାରିନାହିଁ | ଗ୍ରାମବାସୀ…

 ଇନ୍ଦ୍ରାବତୀ ର ଦକ୍ଷିଣ ମୁଖ୍ୟ କେନାଲରେ ଘାଇ

ଧର୍ମଗଡ଼/ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଦେଇ ଯାଇଥିବା ଇନ୍ଦ୍ରାବତୀ ର ଦକ୍ଷିଣ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି । ଏହା ଫଳରେ ପଣ୍ଡିଗାଁ ଗ୍ରାମରେ କୃତିମ ବନ୍ୟା ସୃଷ୍ଟି ହୋଇଛି । ଗ୍ରାମର ଶହ ଶହ ଏକର ଜମି ପାଣି ଘେରରେ ଥିବା ଯୋଗୁଁ ଚାଷୀମାନେ ଅନେକ ଅସୁବିଧାର…

“ଶନିଶ୍ଚର/ ନବଗ୍ରହ ମନ୍ଦିର ଓ ମହାବୀର ହନୁମାନ ଙ୍କ ମନ୍ଦିର” ପ୍ରତିଷ୍ଠା।

 ଧର୍ମଗଡ଼ /ସୁଶାନ୍ତ ରାଉତ : ଧର୍ମଗଡ଼ ସିଆଲିିକନା ପଡ଼ା ଠାରେ  ଧର୍ମଗଡ଼ ଅଞ୍ଚଳର ଅନ୍ୟତମ ଧର୍ମପ୍ରାଣ ବ୍ୟକ୍ତି ବନମାଳୀ ସାହୁଙ୍କ ଉଦ୍ୟମ ତଥା ସଞ୍ଜୟ ଲହଜଲ ଓ ଗ୍ରାମବାସୀ ଙ୍କ ସହଯୋଗରେ "ଶନିଶ୍ଚର/ ନବଗ୍ରହ ମନ୍ଦିର ଓ ମହାବୀର ହନୁମାନ ଙ୍କ ମନ୍ଦିର" ପ୍ରତିଷ୍ଠା। ହୋଇଯାଇଛି ଏହି ପ୍ରତିଷ୍ଠା…

ଟାର୍ଗେଟରେ ପାଣ୍ଡିଆନ, ସିଇଓଙ୍କ ନିକଟରେ ଫେରାଦ !

 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କଂଗ୍ରେସ | ତୃତୀୟ ମହଲାରେ ଶ୍ରୀ ପାଣ୍ଡିଆନଙ୍କ ଉପସ୍ଥିତି ରାଜ୍ୟରେ ନିର୍ବାଚନକୁ ପ୍ରଭାବିତ କରିବା ବୋଲି ସପ୍ତାହେ ତଳେ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିପାରେ ଓ ତାଙ୍କୁ ସେ ପଦବୀରୁ ଅନ୍ୟତ୍ର ବଦଳି…

ଆପ ପକ୍ଷରୁ  କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଜନ୍ମ ବାର୍ଷିକ 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ନବ ଉତ୍କଳ ନିର୍ମାତା ତଥା ଓଡିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଆପ୍ ଗଜପତି ତରଫରୁ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇ ଓଡିଆ…

ଆଜି ବି କହିଲେ ‘ ବିଜେଡି ସରକାରକୁ ଉପାଡି ଫିଙ୍ଗି ଦିଅ’

 ମୋରଡାରେ ବିଜେପିର ବିଜୟ ସଙ୍କଳ୍ପ ଦିବସରେ ଅମିତ ଶାହା   ବାରିପଦା : ଓଡ଼ିଶାରେ ବିଜେଡି ସରକାରକୁ ଉପାଡି ଫିଙ୍ଗି ଦିଅ । ଓଡ଼ିଆ ହୋଇ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯ବର୍ଷ ଓଡ଼ିଶାରେ ରହିବା ପରେ ଯିଏ ଓଡ଼ିଆରେ କଥା କହି ଶିଖି ପାରିଲା ନାହିଁ । ଏଣୁ ସେ ମୁଖ୍ୟମନ୍ତ୍ରୀ ପଦବୀରେ…