ବ୍ୟାଡମିଣ୍ଟନ  ଖେଳାଳି ମାନଙ୍କୁ ସମ୍ବର୍ଦ୍ଧନl

0

ଜୁନାଗଡ/ ଆଦିତ୍ୟ ମହାନ୍ତି : ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ଜୁନାଗଡ ଠାରେ ଏକ ସମ୍ବର୍ଧନା ସଭା ଆୟୋଜନ ହୋଇଯାଇଛି ।  ବ୍ୟାଡମିଣ୍ଟନ ଆସୋସିଏସନ୍ ସଭାପତି ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ  ଦୁର୍ଗା ପ୍ରସାଦ ନାଏକ , ଶିକ୍ଷକ ସରାଜ ପଣ୍ଡା ପ୍ରମୁଖ ଯୋଗାଦେଇଥିଲେ। ଅଗଷ୍ଟ ୨୮ରୁ  ହେବାକୁଥିବା ରାଜ୍ୟ ସ୍ଥରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଜୁନାଗଡର ସମସ୍ତ ବର୍ଗ ର ୨୦ ଜଣ ପ୍ରତିଯୋଗୀ  ପ୍ରତିଯୋଗିତାରେ ଭାଗନେବାକୁ  ଭୁବନେଶ୍ବର ଯିବେ । ସେମାନଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରିବାସହ ସେମାନଙ୍କ ଶୁଭ କାମନା କରାଯାଇଥିଲା ।

 

Leave A Reply

Your email address will not be published.