Sign in
Sign in
Recover your password.
A password will be e-mailed to you.
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଗତକାଲି ଜିଲ୍ଲାପାଳ ଶ୍ରୀମତୀ ରଶ୍ମିତା ପଣ୍ଡା ହେମଗିର ବ୍ଲକ ପରିଦର୍ଶନ କରି ବିଭିନ୍ନ ଅଂଚଳରେ ଚାଲିଥିବା ଉନ୍ନତିମୂଳକ ପ୍ରକଳ୍ପର୍ ସମୀକ୍ଷା କରିଛନ୍ତି | ବିସ୍ଥାପିତ ଲୋକମାନଙ୍କୁ ଭେଟିବା ସହ ଟପରିଆ ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା କାମର…
ଜୟ ମା ଦୁଆରସୀନି ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର
ନୂଆପଡା,(ଅମିତ ପୁରୋହିତ) ; ସଦର ବ୍ଲକ ଧରମବନ୍ଧା ପଚାଂୟତରେ ଜୟ ମା ଦୁଆରସୀନି ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଧରମବନ୍ଧା ସରପଂଚ ପ୍ରକାଶ କଲାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଡ.ସ୍ମିତ ପି ପରମାର ମୁଖ୍ୟ ଅତିଥି…
ନୂଆପଡା ବଜରଙ୍ଗ ଦଳ ତରଫରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ
ନୂଆପଡା,(ଅମିତ ପୁରୋହିତ); ବଜରଙ୍ଗ ଦଳ ତରଫରୁ ବିଶ୍ୱ ରକ୍ତଦାତା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ସମ୍ମୁଖରେ ପାଳିତ ହୋଇଯାଇଛି । ଏହି ଦିବସରେ ବଜରଙ୍ଗ ଦଳର ସଭାପତି ରୋହିତ ସାହୁ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚେଆରମ୍ୟାନ ଧନି ସାହୁ, ରାଜୁ ଚୈାହନ, ଆଇନଜିବୀ…
ପ୍ରତ୍ୟେକ ବ୍ୟକ୍ତି ରକ୍ତ ଦାନ କରିବା ଉଚିତ : ଜିଲ୍ଲାପାଳ
ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବିଶ୍ୱରକ୍ତ ତାଦା ଦିବସ ଅବସରେ ସ୍ଥାନୀୟ ସିଡିଏମଓ କସଫରେନ୍ସ ହଲରେ ଏକ ବୌଠକ ଅନୁଷ୍ଚିତ ହୋଇଥିଲା | ଏଠାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଲ ଅରିନ୍ଦମ ଡାକୁଆ ଉପସ୍ଥିତ ଥିଲେ | ଜିଲ୍ଲାପାଲ ଥେଲେସିମିଆ ରୋଗୀକୁ ପୋଷ୍ୟସନ୍ତାନ…
ଭଦ୍ରକ : ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ପାଳିତ
ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଲୋକକଳାକୁ ଉଜ୍ଜୀବିତ କରି ରଖିବା ତଥା ଏ ପ୍ରକାର ସମୃଦ୍ଧ ଲୋକକଳାକୁ ସବୁଦିନ ମନେ ରଖବା ପାଇଁ ଜୁନ ୧୪ ତାରିଖକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକକଳା ଦିବସ ଭାବେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ଜିଲ୍ଲା ସଂସ୍କୃତି ଭବନ…
ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା
କଳାହାଣ୍ଡି/ତୁଳମଣି ନାଗ: ଧର୍ମଗଡ ନିର୍ବାଚନୀ କ୍ଷେତ୍ରର ନବ ନିର୍ବାଚିତ ବିଧାୟକ ମହଷୋଧି ବାଗଙ୍କୁ ଧର୍ମଗଡ ଉପଖଣ୍ଡ ଯାଦବ ସମାଜ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି । କୋକସରା ଧାନମଣ୍ଡି ପଡିଆରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହର ଅଧ୍ୟକ୍ଷତା କରିଥିଲେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର…
ଓଡିଶାର ଲୋକମାନେ ରାଜ୍ୟ ପାଇଁ ନବୀନ ପଟନାୟକଙ୍କୁ ଓ ଦିଲ୍ଲୀ ସରକାର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭରସା କରିଛନ୍ତି:…
ଭେଟ ହେଲା, କଥା ହେଲା | ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ | ଯେହେତୁ ଯୁଦ୍ଧ ସରି ଯାଇଛି, ଏବେ ଶାନ୍ତିର ବେଳ, ବିକାଶର ବେଳ, ପୁନଃନିର୍ମାଣର ବେଳ, ପରସ୍ପର ସହଯୋଗର ବେଳ | ଜମା ରାଜନୈତିକ ଆଲୋଚନା ନୁହଁ, ଯାହା କୁହାଗଲା | ପ୍ରସଙ୍ଗ କେବଳ ଓଡିଶା ଆଉ ଓଡ଼ିଆଙ୍କ ବିକାଶ | ଆଉ କଥିତ ବକ୍ତବ୍ୟ ଯଦି…
କଲାହାଣ୍ଡି ଜିଲ୍ଲାରେ ବିଶ୍ୱ ରକ୍ତଦାତା ଦିବସ
କଳାହାଣ୍ଡି /ତୁଳମଣି ନାଗ : ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା I ରକ୍ତଦାତା ମାନଙ୍କୁ ଓ ରକ୍ତଭଣ୍ଡାରରେ ଥିବା କର୍ମକର୍ତ୍ତା ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଶିବିରକୁ ଶ୍ରୀଯୁକ୍ତ ଶରତ କୁମାର ଶ୍ରୀ ଚନ୍ଦନ ଅତିରିକ୍ତ ଜିଲ୍ଲାପାଳ…
ରଜ ପର୍ବର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– ଓଡିଶାର ଗଣପର୍ବ ରଜପର୍ବ ଅବସରରେ ଓଡିଶାବାସୀଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢୀ ସହ ଡଜିତ ଓଡିଶାର ପାରମ୍ପରିକ ଓ ଗଣପର୍ବ ରଜ…
ପୁଣି ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଅଭିଯୋଗ : ଧାରଣାରେ ବସିଲେ ପରିବାର ସଦସ୍ୟ
ଦରକାର ନାହିଁ ଆମର ଏ ମଣିଷ ମରା ମେଡିକାଲ କଲେଜ , ଆମକୁ ଫେରାଇ ଦିଅ ମହାରାଜାଙ୍କ ସମୟର ଜେନାନେ ହସପିଟାଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାରରେ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତୁ୍ୟ ଭଳି ସଙ୍ଗୀନ ଅଭିଯୋଗ ଦିନକୁ…