ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ବୁଧବାର ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରୁ  ପୁଲିସ ଏକ  ଶବକୁ ଉଦ୍ଧାର କରିବାପରେ ଶବଟି କୁଳିଅଣା ଥାନା ଅଧୀନରେ ଥିବା ଭାଲୁକି ଗ୍ରାମର ରତ୍ନାକର ବିନ୍ଧାଣୀଙ୍କ ପୁଅ ଶୁକଦେବ ବିନ୍ଧାଣୀ(୨୨) ବୋଲି ଚିହ୍ନଟ ହୋଇଥିଲା ।…

ପଞ୍ଚାୟତସ୍ତରୀୟ ସ୍ୱୟଂ ସହାୟକ ଅଫିସ ଗୃହ ଉଦଘାଟିତ

ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ) ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମ ପଞ୍ଚାୟତ ର ଓଡିଶା ଜୀବିକା ମିଶନ ତରଫରୁ ପଞ୍ଚାୟତ ସ୍ତରୀୟ ମହିଲା ସ୍ୱଂୟ ସହାୟକ ଗୋଷ୍ଠୀ ର ଅଫିସ ଗୃହ ଉଦଘାଟନ ହୋଇଯାଇଛି। ଜାମସେଠ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୦ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର…

ଓଡଗାଁ ଦ୍ୱାଦଶ ତମ କ୍ରିକେଟ ଲିଗ୍ ଉଦଯାପିତ: ଦଲକ ହ୍ୟାକର୍ସକୁ ହରାଇ ଇଲେଭେନ ଏମ୍ପୋରର୍ସ ଚମ୍ପିୟାନ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ୧୬ଟି ଦଳକୁ ନେଇ ୧୧ ତରିଖରୁ ୧୬ ତାରିଖ ୬ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ କ୍ରିକେଟ୍ ଲିଗ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଇଲେଭେନ ଏମ୍ପୋରିୟର ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ…

ସନ୍ଦେହରେ ଡ୍ରେସ ଦୋକାନ ଅଗ୍ନିକାଣ୍ଡ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ସିନେମାହଲ ଛକରେ ଗୋଟିଏ ଡ୍ରେସ ଦୋକାନରେ ନିଆଁଲାଗି ଡ୍ରେସ ଗୁଡିକ ପୋଡି ଜଳି ନଷ୍ଟ ହୋଇଯାଇଥିବା ବେଳେ ଏ ସଂକ୍ରାନ୍ତରେ ଖବର ଲେଖାହେବା ପର୍ଯ୍ୟନ୍ତ ଡ୍ରେସ ଦୋକାନୀଙ୍କ  ତରଫରୁ କୈାଣସି ଅଭିଯୋଗ ହୋଇନଥିବା ବେଳେ ଘରମାଲିକ ଏନେଇ ଥାନାରେ ଅଭିଯୋଗ…

ବିଜେଡି ପାଇଁ ଏବେ ସଂଗଠନ ପ୍ରାଥମିକତା : ଛାମୁଆ ମୁଖିଆ ବଦଳାଇଲେ କାହାକୁ କରିବେ “ଚିନ୍ତା”

 ଭୁୁବନେଶ୍ୱର() - ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଛି ବିଜୁ ଜନତା ଦଳ  । ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ  । ମୋଦୀ ଲହରୀରେ କଂଗ୍ରେସ ଭୁଇଁ ଚାଟିଥିବା ବେଳେ ବିଜେପି ୮ଟି ଲୋକସଭା ଆସନ ହାତେଇ ନେଇଛି । ହେଲେ କାରଣ ଯାହା ବି ହେଉ ବିଧାନସଭା ନିର୍ବାନନରେ ମୋଦି ଲହର ପ୍ରଭାବିତ କରିପାରିନି…

ପାରଳା ସମ୍ୱାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମ୍ୱାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ମହା ଆଡମ୍ୱର ସହକାରେ ପାଳିତ ହୋଇଯାଇଛି । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି…

ଆର୍.କେ. ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍ ଅଧିନସ୍ଥ ଆର୍.କେ. ଉଚ୍ଚବିଦ୍ୟାଳୟର ୧୯୮୩ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରଜସଂକ୍ରାନ୍ତି ଅବସରରେ ସ୍ଥାନୀୟ ଶ୍ରୀଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…

“ସଚେତନ ହେମା” ଦ୍ୱାରା ଆୟୋଜିତ ହେଲା ପଂଚ ଦିବସୀୟ ଶିଶୁନାଟ୍ୟ କର୍ମଶାଳା ।

ପଦ୍ମପୁର(ନୀଲାମ୍ବର ଦୀପ)-ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମପଂଚାୟତର ଢୋଳବନ୍ଧ ଗ୍ରାମରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଚେତନ ହେମା ଦ୍ୱାରା ପାଂଚ ଦିବସୀୟ ଶିଶୁ ମାନଙ୍କ ପାଇଁ ନାଟକ କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି ।  ଢୋଳବନ୍ଧ ପରି ଏକ ଗ୍ରାମୀଣ ପରିବେଶରୁ ସୃଷ୍ଟି ଏହି ଅନୁଷ୍ଠାନଟି ଏବେ…

ପାନୀୟ ଜଳ ସମସ୍ୟାକୁ ନେଇ ପଂଚାୟତ ଅଫିସ ତାଲା ପକାଇଲେ ଗ୍ରାମବାସୀ

ସିନାପାଲି ରୁ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ରେ ପାନୀୟ ଜଳ ସମସ୍ୟା ର ସମାଧାନ ଦାବି ରେ ଶନିବାର ଦିନ ପଂଚାୟତ ଅଫିସ ତାଲା ପକାଇଥିଲେ ଗ୍ରାମବାସୀ ! ଆଜି ଶତାଧିକ ଲୋକେ ଏକ ରାଲି ରେ ବାହାରି ପଂଚାୟତ ଅଫିସ ଘେରାଉ କରିଥିଲେ !ଏ ପରିକି ପଂଚାୟତ ଅଫିସ…

ବସ ଧକାରେ ଜଣେ ମୃତ

ଧର୍ମଗଡ଼ ରୁ ସୁଶାନ୍ତ ରାଉତ :  କଳାହାଣ୍ଡି ଜ଼ୀଲ୍ଲା ଜୁନାଗଡ ଥାନା ଭାତାରଗୁଡା ନିକଟରେ ବସ ଧକାରେ ଜଣେ ମୃତ|ମୃତକ ପଥ ଚାରି ଙ୍କ ପରିଚୟ ମିଳିପାରି ନ ଥିବାବେଳେ ଦୁର୍ଘଟଣା ଘଟାଇ ଥିବା ବସ କୁ ଅଟକ ରଖିମୃତକ ପରିବାର କୁ କ୍ଷତିପୁରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରେ ଶବ ରଖି ଜୁନାଗଡ…