ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଭିଡ଼ିଓ ଭାଇର।ଲ ଘଟଣା: ପୀଡିତା କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

0

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜୁନାଗଡ଼ ଥାନା ଜରିଂ ନିକଟ ରେ ଯୁବତୀ ଙ୍କୁ ଗଣଦୁଷ୍କର୍ମ ପରେ ଭିଡ଼ିଓ ଭାଇର।ଲ ଘଟଣା ଯୁବତୀ ଙ୍କ ଜୁନାଗଡ଼ ଥାନା ରେ ଲିଖିତ ଆଭିଯୋଗ ପରେ ଜୁନାଗଡ଼ ଥାନା ରେ ଗତ କାଲି 1 ଓ ଆଜି 3  ଯୁବକ ଘଟଣା ରେ ସମ୍ପୃକ୍ତ  ଥିବା ସଂଦେହ ରେ 4  ଜଣ ଥାନା ରେ ଅଟକ  ରଖାଯାଇଛି।  କଳାହାଣ୍ଡି ଆରକ୍ଷୀ ଅଧିଖ୍ୟକ ଙ୍କ ନେତୃତ୍ୱ ରେ ପୋଲିସ ଛାନ୍ ବିନ୍ କରୁ ଥିବା ବେଳେ ଆଜି  ମହିଳା କମିଶନ ଅଧ୍ୟକ୍ଷ। ଡ଼ ମିନତୀ ବେହେରା ଜୁନାଗଡ ରେ ପହଂଚି ପ୍ରଥମେ ଜୁନାଗଡ ଥାନା ଏବ୍ଂ ପୀଡ଼ିତl କୁ ଜୁନାଗଡ ଡାକ୍ତର୍ ଖାନା ରେ ଭେଟି ବା ସହ ଘଟନା ସ୍ତଳ କୁ ଯାଇ ଅନୁଧ୍ୟାନ କରିଛନ୍ତି ଓ ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି.।

Leave A Reply

Your email address will not be published.