ପର୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଦ୍ଭୁତ ଶିଶୁ ଜନ୍ମ

ଧର୍ମଗଡରୁ ସୁଶାନ୍ତ ରାଉତ : ଧର୍ମଗଡ଼ କଳାହାଣ୍ଡି ଜିଲ୍ଲା  ଧର୍ମଗଡ଼ ବ୍ଲକ ପର୍ଲା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଏକ ଅଦ୍ଭୂତପୂର୍ବ ଶିଶୁ ଜନ୍ମ ହୋଇଛି| ଶିଶୁଟି ର ଜନ୍ମବେଳେ 2 ହାତ ଥିବା ବେଳେ1 ଗୋଡ ରହିଛି ଯାହା କି ସପ୍ତଫେଣି ପରି ଦେଖି ବାକୁ ଥିବା ବେଳେ ଜନ୍ମ ମାଆ ଓ ଶିଶୁ ସୁସ୍ଥ…

ସାଥି ହୋଇ ଜିଉଁଥିଲେ. ଏକ ସାଥେ ଡାକିନେଲା ମରଣ

  ବଜ୍ରାଘାତରେ ସ୍ବାମୀ ,ସ୍ତ୍ରୀ ମୃତ ପଦ୍ମପୁର/ଶାସକ ପ୍ରଶାସକ: ପଦ୍ମପୁର ଥାନା ସର୍ଗିବାହାଲ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଗତରାତ୍ରୀରେ  ବର୍ଷା ପବନ ସହ ଘଡଘଡି ଓ ବିଜୁଳି ମାରିବା ଦ୍ବାରା ଗ୍ରାମର କୌଳାସ ବରିହା (୪୫) ଓ ପତ୍ନୀ କିଶୋରୀ ବରିହା( ୪୧)ଙ୍କ ମୃତ୍ୟୁ ଘଟିଛି…

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା ।

ପଦ୍ମପୁର(ନୀଲାମ୍ବର ଦୀପ):- ଭାରତୀୟ ଜନତା ପାର୍ଟି ପଦ୍ମପୁର ଓ ଗ୍ରାମୀଣ ମଣ୍ଡଳ ତରଫରୁ ବରଗଡ଼ ଲୋକସଭାର ନବନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରଥମେ ସାଂସଦ ଶ୍ରୀ ପୁଜାରୀଙ୍କୁ ସତୀଭଟା ଗ୍ରାମରେ ସମ୍ବର୍ଦ୍ଧନା କରିବା ପରେ ବାଦୀମାଲ…

କିଏ ସେ ଅମାନବୀ : ଜିଅନ୍ତା ନିଷ୍ପାପ ଶିଶୁଟାକୁ ଜଙ୍ଗଲରେ ଫିଙ୍ଗିଦେଲା !!!!

ଜଙ୍ଗଲରୁ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ନିମନ୍ତେ ପିଆରଏମ୍ ସରକାରୀ ମେଡିକାଲରେ ଭର୍ତ୍ତି ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୁରେଇଡ଼ିହି ନାହାଶୋଳ ଜଙ୍ଗଲରୁ ଆଜି ଏକ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯିବା…

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନରସିଂହଙ୍କ ଚେତାବନୀ

"ଲୋକଙ୍କ ସହିତ ଲୁଚକାଳି ନ ଖେଳୁ ବିଜୁଳି ବିଭାଗ "     ବଲାଙ୍ଗିର,(ନିରୋଜ ମିଶ୍ର)  - ଗତ କିଛି ସପ୍ତାହ ହେଲା ବଲାଙ୍ଗିର ସହର ତଥା ଆଖପାଖ ଅଞ୍ଚଳରେ ଘୋର ବିଜୁଳି ବିଭ୍ରାଟ ଦେଖାଦେଉଛି । ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ସାରା ସହରରେ ବିଜୁଳି ସରବରାହ ବନ୍ଦ କରି ଦିଆଯାଉଛି । ଏପରି…

ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକ ଗିରଫ

ବଲାଙ୍ଗିର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ନିଜକୁ ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଆରପିଅଏଫ୍ ପୁଲିସ।  ଗିରଫ ଯୁବକ ଜଣକ ହେଲେ  ବଲାଙ୍ଗିର ଜିଲ୍ଲା ଲୋଇସିଂହାର ହୃଷିକେଶ ଦାସ  । ବଲାଙ୍ଗିର-ସମ୍ବଲପୁର ରେଲୱେ…

ଗଜପତି ରକ୍ତ ଦାତା ସ୍ୱେଚ୍ଚାସେବୀ ସଂଗଠନ ତରଫରୁ ବିଶ୍ୱ ରକ୍ତଦାନ ଦିବସ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ରକ୍ତ ଦାତା ସ୍ୱେଚ୍ଚାସେବୀ ସଂଗଠନ ତରଫରୁ ବିଶ୍ୱ ରକ୍ତ ଦାନ ଦିବସ ଓ ଗଜପତି ରକ୍ତଦାତା ସଂଗଠନର ପ୍ରତିଷ୍ଠାଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହ ଠାରେ ପାଳିତ ହୋଇଯାଇଛି । ଗଜପତି ରକ୍ତଦାତା ସ୍ୱେଚ୍ଛାସେବୀ…

ବଜ୍ରପାତ ନେଲା ନିଷ୍ପାପ ଜୀବନ

ସୁନ୍ଦରଗଡ଼/( ହୋରାଚାନ୍ଦ ଦେଉରିଆ ) ସୁନ୍ଦରଗଡ ସଦର ଥାନା ସୁବଳିଆ ଗାଁ ଯାଏସରିଆ ପଡ଼ା ରେ ଏକ ଜାମୁ କୋଳି ଗଛ ତଳେ ୬ ଜଣ ପିଲା ଖେଳୁ ଥିବା ବେଳେ ହଠାତ ଘଡଘଡି ଏବଂ ଝଡ଼ ପବନ ଆରମ୍ଭ ହୋଇଥିଲା । ଗଛ ନିକଟରେ ଆହୁରି କିଛି ମହିଳା ଏବଂ ପୁରୁଷ ମଧ୍ୟ ଛିଡା ହୋଇଥିଲେ । ତେବେ ଅଚାନକ ସେହି ଜାମୁ…

ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ କ୍ରିକେଟ ଉଦଯାପିତ ; ବରିହାପାଲି ଚମ୍ପିୟାନ ।

ପଦ୍ମପୁର(ନୀଲାମ୍ବର ଦୀପ):ନେହରୁ ସ୍ଫୋର୍ଟିଙ୍ଗ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ସପ୍ତମ ୰ପ୍ରେମାନନ୍ଦ ସିଂ ବରିହା ରାତ୍ରୀ କାଲୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସଂର୍ଘଷ ପୁର୍ଣ୍ଣ ଫାଇନାଲ  ମ୍ୟାଚ ବରିହାପାଲି ଏବଂ ସତୀଭଟା…