Sign in
Sign in
Recover your password.
A password will be e-mailed to you.
ଓଡଗାଁରେ ଅଂଚଳରେ ଜଳର ଉତ୍କଟ ଅଭାବ
ଦିନେ ଦୁଇଦିନ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ହେବ ଅଣାୟତ୍ତ
ଓଡ଼ଗାଁ,୧୪/୬ : ଓଡଗାଁ ଏନଏସି ତଥା ବ୍ଲକ ଅଂଚଳରେ ଅନେକଦିନ ଧରି ବର୍ଷା ହୋଇନଥିବା ବେଳେ ଅସହ୍ୟ ଉତ୍ତାପ ଯୋଗୁଁ କୁଅ ନଳକୁଅ ଓ ଜଳାଶୟ ମାନଙ୍କରୁ ଜଳସ୍ତର ଦୃତ ହ୍ରାସ ହେବାରେ ଲାଗିଛି । ବର୍ତମାନ ସମୟରେ କୂଅ ନଳକୂଅରୁ…
ଏକାମ୍ର ସଂଗଠନ ପକ୍ଷରୁ ବିଶାଳ ଗ୍ରାମାଚଂଳ ରଜ ମହୋତ୍ସବ
ଭୁବନେଶ୍ୱର : ଓଡ଼ିଶାର ପରମ୍ପରା ବଜାୟ ରଖିବା ପାଇଁ ଏକାମ୍ର ସଂଗଠନ ପକ୍ଷରୁ ଧଉଳି ପଂଚାୟତ ଅଧିନ ଗୋପିନାଥପୁର ମେଳଣ ପଡ଼ିଆରେ ବିଶାଳ ଗ୍ରାମାଚଂଳ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଧଉଳି ମହିଳା ଓ ଯୁବ ସଂଗଠନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଡ଼ପିଠା, ପାନ ଭଙ୍ଗା, ତାସ…
ଜିଲ୍ଲାସ୍ତରୀୟ ଲୋକକଳା ଦିବସ ୨୦୧୯ ପାଳିତ
ନୟାଗଡ (ବିଶ୍ୱଜିତ ନାୟକ)-ପ୍ରଥମକରି ସାରା ରାଜ୍ୟରେ ପାଳନ କରାଯାଇଥିବା ଲୋକକଳାଦିବସ ପରିପ୍ରେକ୍ଷୀରେ ଆଜି ନୟାଗଡ ଜିଲ୍ଲା ସଂସ୍କୃତିଭବନଠାରେ ଜିଲ୍ଲାସ୍ତରୀୟ ଲୋକକଳାଦିବସ ୨୦୧୯ ପାଳନ କରାଯାଇଛି I ପ୍ରଥମେ ସକାଳ ୯ଟା ସମୟରେ ନୟାଗଡ ଦକ୍ଷିଣକାଳୀ ମନ୍ଦିରଠାରୁ ଏକ ରାଲି ବାହାରି ସଂସ୍କୃତି…
ଅଜଣା ଗାଡି ଧକ୍କାରେ ସାମ୍ବାଦିକ ମୁକୁନ୍ଦ ପଣ୍ଡାଙ୍କ ଦେହାନ୍ତ
ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ଅଜଣା ଗାଡ଼ିରେ ଧକ୍କାରେ ଆଜି ସାମ୍ବାଦିକ ମୁକୁନ୍ଦ ପଣ୍ଡାଙ୍କ ଦେହାନ୍ତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ବ୍ଲକ ପାଇଁ ପ୍ରମେୟର ରିପୋର୍ଟର ଭାବେ କାର୍ଯ୍ୟ କରୁଥିବା ମୁକୁନ୍ଦ ପଣ୍ଡା ଆଜି ସନ୍ଧ୍ୟାରେ ଗିରିଙ୍ଗ କେଲା ପଟୁ ଲେଫ୍ରିପଡା ଆଡକୁ…
ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ
ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଳକ୍ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଧରଣିଧରପାଲ୍ଲି କଲ୍ୟାଣ ଆଶ୍ରମ ପରିସରରେ ବିଶ୍ବହିନ୍ଦୁ ପରିଷଦ ଧର୍ମପ୍ରସାର ବିଭାଗ ପକ୍ଷରୁ ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି…
ଇବ ନଦୀ ଶୁଖିଲା, ଗୁରୁତର ଜଳ ସଙ୍କଟ : ଚିନ୍ତାରେ ସୁନ୍ଦରଗଡ଼ ବାସୀ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ
ଇବ ନଦୀ ଶୁଖିଲା; ସୁନ୍ଦରଗଡ଼ ସହର ବାସୀ ପାଣି ପାଇଁ ଡହଳ ବିକଳ । ସହର ବାସୀଙ୍କୁ ଦୁର୍ଗନ୍ଧ ଓ ପୋକ ସଲବଲ ପାଣି ,ସୁନ୍ଦରଗଡ଼ ସହରରେ ଦେଖା ଦେଇଛି ବିଶୁଦ୍ଧ ପାନୀୟ ଜଳ ସମସ୍ୟା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସହରକୁ ଲାଗିଥିବା ଇବ ନଦୀ ଶୁଖିଯାଇଛି,ବର୍ଷା ନହେଲେ…
ବଲାଙ୍ଗିର : ମୁଖ୍ୟ ଡାକଘରର ଅଧିକ୍ଷକ ଗିରଫ
ବଲାଙ୍ଗିର/ନିରୋଜ ମିଶ୍ର : ମୁଖ୍ୟ ଡାକଘରର ଅଧିକ୍ଷକ ଗିରଫ। ଏନ୍ବିଡବ୍ଲୁ ବଳରେ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଗତ ୨୦୧୬ମସିହାରୁ ଇନ୍ଦିରା ବିକାଶ ପତ୍ର ଯୋଜନାରେ କିଛି ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ଟଙ୍କା ନଦେବାରୁ ମାମଲା ଖାଉଟି ବିବାଦ ସମାଧାନ ମଞ୍ଚରେ ପହଞ୍ଚିଥିଲା। ଆଉ ଏହି…
ଚତୁର୍ଥ ଦିନରେ ଦଲକ ହ୍ୟାକର୍ସର ସେମିଫାଇନାଲରେ ପ୍ରବେଶ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ କ୍ରିକେଟ୍ ଲିଗର ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ଦଲକ ହ୍ୟାକର୍ସ ପ୍ରତିପକ୍ଷ ଇଲେଭେନ ମେଗାଷ୍ଟାରକୁ ୨୧ ରନରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ଦିତୀୟ ମ୍ୟାଚରେ…
ଯୋଜନାର ସୁଫଳ ସାତ ସପନ ହତଭାଗିନୀ ସୁବାସିନୀଙ୍କ ପାଇଁ
ଦୁର୍ଦ୍ଦଶା ଭିତରେ ଦିନ କାଟୁଥିବା ଏହି ଅସହାୟ ବିଧବାଙ୍କ କଣ ମିଳି ପାରିବନି ବାସ ???
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି I ଯାହାର ବାସଘର ନାହିଁ I ସେମାନେ ରହିବା ପାଇଁ ବିଜୁପକ୍କା ଘର ଯୋଜନା ,ପ୍ରଧାନ…
ପୁଅର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ, ନିଜେ ଫେରିଲେ ନାହିଁ
ବଲାଙ୍ଗିର/ନିରୋଜ ମିଶ୍ର : ପୁଅର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଲକ୍ଷ୍ନୌ ଯାଇଥିଲେ | ହେଲେ ସେଠି ହୃଦଘାତରେ ନିଜର ଜୀବନ ଚାଲିଗଲା | ଏଭଳି ଏକ ଅଘଟଣ ବଲାଙ୍ଗୀରରେ ଶୋକର ଛାୟା ଖେଳାଇ ଦେଇଛି | ପ୍ରାଣ ହରାଇଥବା ବ୍ୟକ୍ତି ହେଲେ ବଲାଙ୍ଗିରର ଯୁବ ନେତା ମନୀଷ ମିଶ୍ର। ମୃତ୍ୟୁ ବେଳକୁ ତାଙ୍କୁ…