ଅଂଚଳ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

0 2

ପଦ୍ମପୁର : ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ଲାଷ୍ଟିକ୍ ବିରୋଧରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କଲେଜର ପ୍ରିନସିପାଲ ଡ.ଲଲିତେନ୍ଦୁ ନାୟକ ସଭାପତିତ୍ୱ କରିଥିଲେ।  ଜେ ଗିରିଜା ଦେବୀ ସଭାର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଅନେକ ସଚେତନାମୂଳକ ବାର୍ତ୍ତା ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ  ପୌଲସ୍ତ୍ୟ ସାହା, ଚନ୍ଦନ ସାହୁ, ଆଶିଷ ରଣା ଏବଂ ଅଜିତ୍ ରଣା ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ସର୍ବଶେଷରେ ଅଧ୍ଯାପକ  ବିଦ୍ଯାଧର ଦାସ ଧନ୍ଯବାଦ ଦେଇଥିଲେ ।

Leave A Reply

Your email address will not be published.