Sign in
Sign in
Recover your password.
A password will be e-mailed to you.
ନବୀନଙ୍କ ସୂଚନା : ପ୍ରଧାନମନ୍ତ୍ରୀ ଓ ସାହଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି କରିବ…
ଆଶା କରି ବସିଥିଲେ ତିନି ଡଜନ, ଆମର-ଅଶ୍ୱିନୀ-ସସ୍ମିତ ଯିବେ ଉଚ୍ଚ ସଦନ
ଅଶ୍ୱିନୀ ବୈଷ୍ଣବ ବିଜେପି ଦ୍ୱାରା ପସନ୍ଦ ହୋଇଥିବା ବିଜେଡି ପ୍ରାର୍ଥୀ !
ଭୁବନେଶ୍ୱର: ତିନି ଆସନ ପାଇଁ ତିନି ଡଜନ ଆଶାୟୀ ଥିଲେ, ଅନେକ କୁଆଡେ ପ୍ରତିଶ୍ରୁତି ପାଇଥିଲେ | ଆଉ କେହି କେହି ରାଜ୍ୟ ସଭା ନପଠାଇଲେ ବିଜେପି…
ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନୂଆପଡା(ଅମିତ ପୁରୋହିତ); ସ୍ଥାନିୟ ଇନ୍ଡୋର ଷ୍ଟାଡିୟମ ରେ ପତାଞଳି, ନେହେରୁ ଯୁବ କେନ୍ଦ୍ର, ଗୁରୁକୁଳ ଆଶ୍ରମ ଆମସେନା ଓ ହରିପୁର ଆଦି ସଂସ୍ଥା ମାନଙ୍କର ମିଳିତ ଆନୁକୁଲ୍ୟରେ ୫ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ସ୍ଥାନିୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ…
ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନୂଆପଡା(ଅମିତ ପୁରୋହିତ); ସ୍ଥାନିୟ ଇନ୍ଡୋର ଷ୍ଟାଡିୟମ ରେ ପତାଞଳି, ନେହେରୁ ଯୁବ କେନ୍ଦ୍ର, ଗୁରୁକୁଳ ଆଶ୍ରମ ଆମସେନା ଓ ହରିପୁର ଆଦି ସଂସ୍ଥା ମାନଙ୍କର ମିଳିତ ଆନୁକୁଲ୍ୟରେ ୫ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ସ୍ଥାନିୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ…
“ସରକାରୀ ଡାକ୍ତରଖାନାରେ ବେସରକାରୀ ସଂସ୍ଥାର ରିପୋର୍ଟକୁ ଦେଖିବେ ନାହିଁ ଡାକ୍ତର “
ଭୁବନେଶ୍ୱର :ରାଜ୍ୟ ସରକାର ନିଦାନ ଯୋଜନାରେ ରୋଗୀମାନଙ୍କୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ବିନା ମୂଲ୍ୟରେ ଯୋଗାଉଛନ୍ତି । ହେଲେ କିଛି ରୋଗୀ ଡାକ୍ତରଙ୍କ ପରାମର୍ଶ ନମାନି ଘରୋଇ ସଂସ୍ଥାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏହାକୁ ରୋକିବା ଲାଗି ବେସରକାରୀ ସଂସ୍ଥାର ରିପୋର୍ଟକୁ ସରକାରୀ…
ଛୋଟ କଥା : ହେଲେ ଆଖିକୁ ଖଟକା ଲାଗିଲା, କାହିଁକି ନା… ସାର ମାନ୍ୟବର ମନ୍ତ୍ରୀ ପା !!!
ଭୁବନେଶ୍ୱର : ଅବଶ୍ୟ କିଛି ବଡ କଥା ନୁହେଁ କି ଗୁରୁଚଣ୍ଡାଲ ଦୋଷ ନୁହେଁ | କେହି ସାଧାରଣ ଲୋକ କରିଥିଲେ କେହି ଧରି ନଥାନ୍ତେ | ହେଲେ ସାର ମାନ୍ୟବର ମନ୍ତ୍ରୀ ଯେହେତୁ, ସେ କରିଛନ୍ତି ବୋଲି ଟିକେ ଆଖିକୁ ଖଟକା ଲାଗିଲା | କ୍ୟାମେରା ଆଗରେ ଛୋଟିଆ କଥାଟେ ଆଖିକୁ ଆସିଲା ବୋଲି ଲେଖୁଛୁ |ରାଜଭବନରେ…
ବନ୍ଧା ହେଲେ ଶିକ୍ଷକ
ବାଲେଶ୍ୱର,(ଉଜ୍ଜ୍ୱଳ କର): ଫୌଜଦାରୀ ମୋକଦ୍ଧମାରେ ଜଡିତ ହୋଇ ରେମୁଣା ବ୍ଲକ ତାଳପଦା ପଞ୍ଚାୟତର ତିଳୋତ୍ତମା ନୋଡାଲ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ଦାସ ଗତ ୧୭ ତାରିଖରେ ଖନ୍ତାପଡା ପୋଲିସ ଦ୍ୱାରା ଗରିରଫ ହୋଇ କୋର୍ଟ ହୋଇଥିବାର ଜଣାପଡିଛି । ଜମିଜମାକୁ କେନ୍ଦ୍ର କରି ଦୁଇ ପକ୍ଷ ଗଣ୍ଡୋଗଳ,…
ତେଜୁଛି ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି
ବାର ଆସୋସିଏସନ ପକ୍ଷରୁ ୩ ଦିନିକିଆ କୋର୍ଟ ବନ୍ଦ
ବାଲେଶ୍ୱର,(ଉଜ୍ଜ୍ୱଳ କର): ଉତ୍ତରାଞ୍ଚଳରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ପୁଣି ସକ୍ରିୟ ହୋଇ ଉଠିଛି ବାଲେଶ୍ୱର ଜିଲ୍ଳା ବାର ଆସୋସିଏସନ । ବାରମ୍ବାର ଦାବି ପରେ ବି ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ ନହେବା…
ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ସଦର ବିଧାୟକ
ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ ବନ୍ୟା ପ୍ରପୀଡିତ ଅଞ୍ଚଳର ଦୁର୍ବଳ ନଦୀବନ୍ଧ ଗୁଡିକର ପରିଦର୍ଶନ କରି ସ୍ଥାନେ ସ୍ଥାନେ ହୋଇଥିବା ଖାଇର ସ୍ଥିତି ସମୀକ୍ଷା କରିଥିଲେ । ଆଗାମୀ ବର୍ଷା ଋତୁରେ ବନ୍ୟା ସାମ୍ଭାବ୍ୟ ସ୍ଥାନ ଯଥା ବୁଆଁଳ, ନଗ୍ରମ, ସିନ୍ଧିଆ,…
ରାଣୀପାଟଣା ନୂତନ ପମ୍ପହାଉସର ଶୁଭ ଦେଲେ ସଦର ବିଧାୟକ
ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱର ସହର ଅନ୍ତର୍ଗତ ରାଣୀପାଟଣା ଅଞ୍ଚଳରେ ସଦର ବିଧାୟକ ମଦନ ମୋହନ ଦତ୍ତ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ନାୟକଙ୍କ ଉପସ୍ଥିତିରେ ପାନୀୟ ଜଳ ପ୍ରକଳ୍ପ ନୂତନ ପମ୍ପହାଉସ୍ ପାଇଁ ଶୁଭ ଦେଇଛନ୍ତି । ଏହି ପ୍ରକଳ୍ପ ସଂପୃକ୍ତ ଅଞ୍ଚଳ ସହ…
୧୦ ଦଫା ଦାବି ନେଇ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ଭଞ୍ଜସେନା
ବାରିପଦା( ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲା ପ୍ରତି ନେସ୍କୋର କ୍ରମାଗତ ଅବହେଳା ପ୍ରଦର୍ଶନ ସହ ବାରମ୍ବାର ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦୁ୍ୟତ୍କାଟ , ଉପଭୂକ୍ତାମାନଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି । ଫଳରେ ଜନସାଧାରଣ ସ୍ୱାର୍ଥ ରକ୍ଷା ନିମନ୍ତେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ…