କଳିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ 

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି :  ୧୫୦ ତମ ଗାନ୍ଧୀ ଓ 116 ତମ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପ୍ରଫେସର  ଭୁବନେଶ୍ବର ବେହେରା ସୋସିଆଲ୍ ୟୁଥ ଅର୍ଗାନାଇଜେସନ  ରାଧା କୃଷ୍ଣ କ୍ଲବ ଏବଂ କଳିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ବିଦ୍ୟଳୟ ପରି ସର ରେ ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କ ସହେ ପଚାଶ ତମ ଏବଂ ଶାନ୍ତି ର ଦୂତ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି.|

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାବେ ମାଣିକ୍ୟ ନାଇକ ସମ୍ମାନିତ ଅତିଥି ଭାବେ ସନାତନ ପଣ୍ଡା. ସଞ୍ଜୀବ ଠାକୁର. ବସନ୍ତ ନାୟକ. ପୂର୍ବତନ ସଭାପତି ପ୍ରଭାତ ଦାଶ ପ୍ରମୁଖ ଉପସ୍ଥିତ ହୋଇ ଗାନ୍ଧୀ ଏବଂ ଶାସ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ଏବଂ ସମୃଦ୍ଧ ଶାଳୀ ଦେଶ ଗଠନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ.|  ଏହି ଅବସର ରେ ଛାତ୍ରଛାତ୍ରୀ ଙ୍କ ଦ୍ଵରା ଭଜନ ପରିବେଷଣ କରି ବା ସହ ଗାନ୍ଧୀ ଏବଂ ଶାସ୍ତ୍ରୀ ଉପରେ ଆଧାରିତ ପ୍ରଶ୍ନ  ମଞ୍ଚ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା

Leave A Reply

Your email address will not be published.