ଟ୍ରାକ୍ଟର ଓ ବୋଲେରୋ ମୁହାଁମୁହିଁ ଧକ୍କା,ଜଣେ ମୄତ ।

0 2

ପଦ୍ମପୁର/ ଶାସକ ପ୍ରଶାସକ: ପଦ୍ମପୁର ଥାନା ଅନ୍ତର୍ଗତ ବରିକେଲ ଗ୍ରାମର ସଂସ୍କୃତ ମହାବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରାକ୍ଟର ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି ।ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ଓଲଟି ଯାଇଥିଲା ଫଲରେ ବୋଲେରୋ ଡ୍ରାଇଭର ଚାପିହୋଇ ଯାଇଥିଲେ ଏବଂ ତାଙ୍କ ମୄତ୍ୟୁ ହୋଇଥିଲା ।ମୄତକ ଜଣକ ସଦାନନ୍ଦ ମେହେର ବୋଲି ଜଣାପଡିଥିବା ବେଲେ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ଜଣାପଡିଛି ।ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ ଯାରିରଖିଛି ।

Leave A Reply

Your email address will not be published.