“ଝାରସୁଗୁଡା ଏୟାରପୋର୍ଟ ଓଡିଶାର ନୂଆ ଅର୍ଥନୀତିକୁ ସମୃଦ୍ଧ କରିବ”

ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରି ଶୁଭାରମ୍ଭ କଲେ ଧର୍ମେନ୍ଦ୍ର   ମାର୍ଚ୍ଚ ୩୧ରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ବିମାନସେବା   ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ  ଖୁବଶୀଘ୍ର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ହେବ…

ସୋହେଲାରେ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ

ସୋହେଲା(ଶାସକପ୍ରସାଶକ)-ଆଜି ବରଗଡ ଜିଲା ସୋହେଲା କଲେଜ ଖେଳପଡିଆଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜୋନର ଉପସଭାପତି ରାହୁଲ ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ଜୋନର ସଭାପତି ବୈକୁଣ୍ଠ ନାଏକ,ରାଜ୍ୟ…

ଚାଷୀ, ଶ୍ରମିକ ତଥା  ସବୁ ମେହେନତି ମଣିଷଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଚେଷ୍ଟିତ : ଶ୍ରମ ମନ୍ତ୍ରୀ 

ବରଗଡ/ଗୌରାଙ୍ଗ ଚରଣ ଦାଶ  :- ଆଜି ବରଗଡ଼ ଜିଲ୍ଲାର ସୋହେଲା ନିକଟସ୍ଥ  ହଲଦୀପାଲି ଗ୍ରାମଠାରେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କର ଶ୍ରମ ତଥା ଶକ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ , ବିଜେପୁର ବିଧାୟିକା…

“କାଳିଆର ପରିସୀମାକୁ ବ୍ୟାପକ କରାଯିବ, ବନ୍ଦ କରିବାର ପ୍ରଶ୍ନ ହିଁ ଉଠୁନି”

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ   ମହିଳା ସଶକ୍ତିକରଣ ସମାବେଶରେ ଯୋଗଦାନ । ରାୟଗଡାରୁ ସରୋଜ କୁମାର ସାହୁ :  ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ  ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ | ନିର୍ଦ୍ଧାରିତ ସମୟରୁ ପ୍ରାୟ ୨ଘଣ୍ଟା…

 ଚର୍ଚ୍ଚାରେ ବାରିପଦା ସିଂହାସନ : କିଏ କିଣିବ ଭୋଟରଙ୍କ ମନ 

କାହାକୁ ମିଳିବ ବିଜୟର ଆନନ୍ଦ : ବିଜେପି, କଂଗ୍ରେସ, ଝାମୁମୋ ନା ସାନନ୍ଦ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବାରିପଦା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ବାରିପଦା ପୌରପରିଷଦ, ବାରିପଦା, ଖୁଣ୍ଟା ବ୍ଲକ ସହ ବଡ଼ସାହି ବ୍ଲକର ୯ଟି…

ମାଧିଆପାଲିରେ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)  - ମାଧିଆପାଲି ପଞ୍ଚାୟତ ବଲାଙ୍ଗିର ରୁ ମାତ୍ର ୨ କି.ମି. ଦୂର କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମଟି କୌଣସି ପ୍ରକାରର ବିକାଶରୁ କାହିଁ କେତେ ଦୂରରେ । ବଲାଙ୍ଗିର ନିର୍ବାଚନ ମଣ୍ଡଳି, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ପୁର୍ତ୍ତ ମନ୍ତ୍ରୀ, ଖଣି…

ଜିଆଇଇଟି ୟୁନିଭରସିଟି :  ସାଇନ୍ସ ଆଣ୍ଡ ଟେକ୍ନୋ ଏକ୍ସପୋ ଉଦଯାପିତ 

ରାୟଗଡ଼ା ଜିଲ୍ଲା ଗୁଣପୁର ଜି.ଆଇ.ଇ.ଟି ୟୁନିଭରସିଟି ଠାରେ ଗତ ୨୩ ତାରିଖ ଦିନ ଠାରୁ ଚାଲିଥିବା ସାଇନ୍ସ ଆଣ୍ଡ ଟେକ୍ନୋ ଏକ୍ସପୋ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।  ୩ ଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମର ଶେଷ ଦିବସରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ର ଧ୍ୱଜ ପଣ୍ଡା…

ଗୁଣି ସନ୍ଦେହରେ ବିଭତ୍ସ ପରିଣତି : ୩ଜଣଂକୁ ନିର୍ମମ ହତ୍ୟା, ପୁରୁଷ ଶୁନ୍ୟ ଗାଁରେ ନୀରବତାର ରାଜୁତି

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡର ଉକୁମ୍ବାଗୁଡା ଠାରେ ଗୋଟିଏ ପରିବାର ର ସ୍ୱାମୀ-ସ୍ତ୍ରୀ ସମେତ ଅନ୍ୟ ଜଣେ  (୭୬ ବର୍ଷିୟ) ବୃଦ୍ଧାକୁ ର୍ନିମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  ତିନି ଦିନ ତଳେ ଗତ ୨୩ ତାରିଖ ରାତିରେ ଘଟିଥିବା ଏହି ଘଟଣା ପରେ…

ଘର ଡିହ ପଟ୍ଟା ପ୍ରତିଶୁତି ପ୍ରହସନ, ଜିଲ୍ଲା ପ୍ରଶାସନ ଉଦାସୀନ : ଆତ୍ମାହୁତି ଦେବେ ଗରିବ ବ୍ରାହ୍ମଣ

ଗୁଣୁପୁର :  ରାଜ୍ୟ  ସରକାରଙ୍କ ପକ୍ଷ୍ୟରୁ ଗରିବ ଗୃହହୀନ ଏବଂ ସରକାରି  ଜମି ଅଧିଗ୍ରହଣ କରିଥିବା ଗରିବୀ ପରିବାରଙ୍କୁ ଘର ଡିହ ଯୋଗାଇଦେବା ନିମନ୍ତେ ପ୍ରସ୍ତୁତ ଯୋଜନାରୁ ବାଦ୍ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ମୁନିସିପାଲିଟି ଅନ୍ତର୍ଗତ ଶବର ବିହାର ଠାରେ ବାସ୍ କରୁଥିବା ଗରିବୀ ବ୍ରାହ୍ମଣ…

ପୋଲିସ ହାତରେ ଧରା ପଡିଲେ ଦୁଇ ଅପରାଧୀ: ବନ୍ଧୁକ ଓ ବାଇକ ଜବତ

ବଡ଼ବିଲ(ଚିତ୍ତରଞ୍ଜନ କର):  ବଡ଼ବିଲ ପୋଲିସ ହାତରେ ଗତକାଲି ରାତିରେ ଧରା ପଡିଛନ୍ତି ଦୁଇ ଅପରାଧୀ। କୌଣସି ଅପରାଧ କରିବାକୁ ଯୋଜନା କରି ଦୁଇ ଜଣ ଅପରାଧୀ ବଡ଼ବିଲ ସହରକୁ ପ୍ରବେଶ କରିବା ନେଇ ଆଗୁଆ ସୂଚନା ପାଇଥିଲା ପୋଲିସ। ଗତକାଲି ରାତିରେ ସହରର ସମସ୍ତ ପ୍ରବେଶ ପଥରେ ନଜର ରଖାଯାଇଥିଲା। ରାତି…