Sign in
Sign in
Recover your password.
A password will be e-mailed to you.
କାଶ ଶୀରପ ନା ନିଶା : ଶ୍ୱଶୁର ଗୋଦାମ କରି ଜ୍ୱାଇଁ ଚଳାଇଥିଲେ ବେପାର
ଅବକାରୀ ବିଭାଗର ରାତି ଅଧିଆ ଚଢା
ନୂଆପଡ଼ା/ତରବୋଡ଼( ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ବଂଜିବାହାଲ ବରପଦରପଡାରେ ଜିଲ୍ଲା ଅବକାରୀ ବିଭାଗ ରାତି ଅଧିଆ ଚଢାଉ କରିଥିଲା । ସେଠାରୁ ଦେଢ ଲକ୍ଷ ଉର୍ଦ୍ଧ ଟଙ୍କାର ବେଆଇନ କପ ସିରପ(କୋରେକ୍ସ)କୁ ଜବତ କରିଛି । ଏହି ଘଟଣାର ମୁଖ୍ୟ…
ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ କୁସମିତ ହେଉ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଆଜି କୁସମିତ ହୋଇଛି । ସମସ୍ତେ ଆଜି ମହାପ୍ରଭୁଙ୍କର ଆଶୀର୍ବାଦ ପାଇଛନ୍ତି ବୋଲି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା…
ଶପଥ ନେଲେ ଅମର ଓ ସସ୍ମିତ
ନୂଆଦିଲ୍ଲୀ/ ଶାସକ ପ୍ରଶାସକ ବ୍ୟୁରୋ : ଓଡିଶାରୁ ରାଜ୍ୟସଭାକୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ରାଜ୍ୟସଭାରେ ସାଂସଦଭାବେ ଶପଥ ନେଇଛନ୍ତି | ରାଜ୍ୟସଭାର ଅଧ୍ୟକ୍ଷ ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ଅମର ଓ ସସ୍ମିତଙ୍କୁ…
ମମତାଙ୍କ ଉଦ୍ୟମକୁ ଝଟକା , କେନ୍ଦ୍ର କହିଲା ” ନା “
କୋଲକାତା: କେନ୍ଦ୍ରର ବିଜେପି ସରକାରଙ୍କ ସହ ଟକରାଟକରୀ ସ୍ଥିତିରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲାଗିଛି ଝଟକା | ପଶ୍ଚିମବଂଗର ନାମ ପରିବର୍ତ୍ତନ କରି ଏହାକୁ ବାଂଲା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ପ୍ରସ୍ତାବକୁ ବ୍ରେକ ଲଗାଇ ଦେଇଛନ୍ତି କେନ୍ଦ୍ର ସରକାର।…
ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାନବାହାନ ଚଳାଚଳ ଉପରେ କଟକଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା
ବାରିପଦା(ଦିଲ୍ଲୀପ ମହାନ୍ତି)- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ରଥଯାତ୍ରା ସମୟରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହର ମଧ୍ୟରେ ଯାନବାହାନ ଚଳାଚଳ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣାମାନ ଲାଗୁ କରାଯାଇଛି ଏବଂ ଉକ୍ତ କଟକଣା ଜୁଲାଇ ୪ ପୂର୍ବାହ୍ନ ୬ଠାରୁ ଜୁଲାଇ ୧୪…
ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ
ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଜିଲ୍ଲାରେ ଥିବା ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି । ଜିଲ୍ଲାରେ ରହିଥିବା ପଞ୍ଜିକୃତ ଯୁବକ ସଂଘ ୨୦୧୯ ଜୁଲାଇ ୩୧ ସୁଦ୍ଧା ଜିଲ୍ଲା ଗୋଷ୍ଠୀ ଉନ୍ନୟନ…
15 ଦିନରେ ସାପ କାମୁଡାରେ ଗଲାଣି 7 ଜୀବନ
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କଲେ ସମାଜସେବୀ
ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ - ବିଗତ 15 ଦିନ ମଧ୍ୟରେ ସାପ କାମୁଡାର ଶିକାର ହୋଇ ଜିଲାରେ 7 ଜଣଙ୍କ ଜୀବନ ଗଲାଣି। ଏଥିରେ ଜଣେ ନାବାଳକ ଓ ଜଣେ ନାବାଳିକାଙ୍କ ମଧ୍ୟ ଜୀବନ ଯାଇଛି। ଏଭଳି ଧନ ଜୀବନ ହାନି ଜିଲ୍ଲା ବାସୀଙ୍କ…
ଚାରିଛକ ରେ ୭୦ତମ ବନ ମହୋତ୍ସବ
ବୌଦ୍ଧ (ସୁମନ୍ ଲଉରିଆ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଚାରିଛକ ହାଇସ୍ଲୁଲ୍ ଠାରେ ସାମୁହିକ ଭାବେ ସତୁରିତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେମୁଖ୍ୟ ଅତିଥି ଭାବେ ବୌଦ୍ଧଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠି,ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ରୁପେ ହରଭଙ୍ଗାବ୍ଲକ ଶିକ୍ଷା ଅଧିକାରୀ…
ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ବୌଦ୍ଧ ଡିଷ୍ଟିଲାରି ତରଫରୁ ଶୁଦ୍ଧ ପାନିୟଜଳ ଯୋଗାଣ
ବୌଦ୍ଧ (ସୁମନ ଲଉରିଆ)
ବୌଦ୍ଧଜିଲ୍ଲା ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗିଙ୍କ ସୁବିଧା ଦୃଷ୍ଟିରୁ ଶୁଦ୍ଧ ପାନିୟ ଜଳ ଯୋଗାଇ ଦେବା ଲକ୍ଷରେ ଘଣ୍ଟା ପ୍ରତି ୧୨୦ ଲିଟର ଶୁଦ୍ଧ ପାଣି ଯୋଗାଇ ପାରୁଥିବା ଏକ ଓ୍ବାଟର ପି୍ୟରିଫାୟର ବୁଧବାର ଦିନ ବୌଦ୍ଧ ଡିଷ୍ଟିଲାରି ତରଫରୁ ବି,ଡି,ପିଏଲ୍…
ଡ୍ରେନେଜ ବ୍ୟବସ୍ଥା ନାହିଁ, ରାସ୍ତାରେ ଭାସୁଛି ଅସନା ପାଣି
ସମସ୍ୟା ସମାଧାନ ପାଇଁ ଉପ ଜିଲ୍ଲାପାଳଙ୍କୁ ଭେଟିଲେ ଅଞ୍ଚଳବାସୀ
!!! ଗୁଣପୁରରୁ ସିଦ୍ଧାର୍ଥ ଦାଶ !!! - ଗୁଣପୁର ପୌର ପରିଷଦର ୯ ନଂ ୱାର୍ଡ ଅଧିନସ୍ଥ ଜଗନ୍ନାଥ କଲୋନୀ ତଥା ଜଗନ୍ନାଥ ପବ୍ଲିକ ସ୍କୁଲ ନିକଟ ତଳ ସାହି ଅଧିବାସୀ ଉପ ଜିଲ୍ଲାପାଳ ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର…