ପାରଳାଖେମୁଣ୍ଡି ଠାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ଶ୍ରୀଗୁଣ୍ଡିତା ଅଭିମୁଖେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡଶା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ଠାରେ  ଏହି ରଥାଯାତ୍ରା ହେଉଥିବା ଯୋଗୁଁ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ହଜାର…

ରଥରେ ଛେରା ପହଁରା କଲେ ବିଡ଼ିଓ ଓ କମାଣ୍ଡିଙ୍ଗ ଅଫିସର

   ପାଇକମାଲ (ଶାସକ ପ୍ରଶାସକ):- ପବିତ୍ର ରଥଯାତ୍ରା ଅବସରରେ ଆଜି ପଶ୍ଚିମ ଓଡ଼ିଶାର ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରୁ ମହାପ୍ରଭୁ ଜଗନ୍ନାଥ ଙ୍କର ରଥଯାତ୍ରା ବାହାରିଥିଲା । ରଥଯାତ୍ରା ଅବସରରେ ଆଜି ସକାଳୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରଶାସନ ଓ ବ୍ରାହ୍ମଣ ସମାଜ…

ମୁମ୍ବାଇରେ ପାଳିତ ହେଲା ରଥଯାତ୍ରା

 ମୁମ୍ବାଇ, (ଶାସକ ପ୍ରଶାସକ) : ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା । ଜୟ ଜଗନ୍ନାଥ ଲୋକତରଣ ଟ୍ରଷ୍ଟ…

ନାଉଗାଁ ଅଞ୍ଚଳରେ ଯୁବକକୁ ପିଟି ପିଟି ହତ୍ୟା

ଡାକ୍ତର ଓ ପୋଲିସ୍ ର ଭୂମିକାକୁ ନେଇ ପ୍ରଶ୍ନବାଚୀ ଜଗତସିଂହପୁର(ରମେଶ ମହାନ୍ତି)-ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବକ କୁ ମଙ୍ଗଳବାର ବିଳମ୍ବିତ ରାତିରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପୋଲିସ ଜଣେ ଯୁବକ କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।ମୃତ…

ମେଲଛାମୁଣ୍ଡା ଅଂଚଳରେ ଘୋଷଯାତ୍ରା ସମ୍ପନ୍ନ : ମାଉସୀ ଘରକୁ ଗଲେ ତିନି ଠାକୁର

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଅଂଚଳରେ ଗୁରବାର ଅପରାହ୍ନରେ ମହାପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ମହାସମାରୋହରେ ସଂପର୍ଣ୍ଣ ହୋଇଯାଇଛି । ମେଲଛାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଅପରାହ୍ଣରେ ତିନି ଠାକୁରଙ୍କୁ ନୂଆ…

ଛେରା ପହଁରା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ (ଶାସକ ପ୍ରଶାସକ ବ୍ୟୁରୋ) ପବିତ୍ର ରଥଯାତ୍ରା ଅବସରରେ ନୂଆଦିଲ୍ଲୀର ହଜଖାସ ସ୍ଥିତ ଜଗନ୍ନାଥ ଶ୍ରୀଜୀଉଙ୍କ ରଥ ଯାତ୍ରା ପାଳିତ ହୋଇ ଯାଇଛି | ଦିଲ୍ଲୀରେ ରହୁଥିବା ପ୍ରବସୀ ଓଡ଼ିଆଙ୍କ ସମେତ ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁଙ୍କ ସମାଗମ ଭିତରେ ପାଳିତ ହୋଇଥିବା ଏହି ଘୋଷ ଯାତ୍ରାରେ ମୁଖ୍ୟ…

ଅତାମଳା ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବୀରେ ଥାନା ଘେରିଲେ , ଜିଲ୍ଲାପାଳଙ୍କୁ ଭେଟିଲେ

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଥାନା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମର ନୃସିଂହ ସେଠୀ ଗତ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ସମୟରେ ଘରୁ ଗାଲୁପଡା ବଜାରରେ ଥିବା ଲଣ୍ଡ୍ରୀ ଦୋକାନକୁ ସାଇକେଲରେ ଯାଉଥିବା ବେଳେ ଅତାମଳା ଶଙ୍ଖପୋଲ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ପଛପଟୁ…

ଆଖୁ ବାଡ଼ି ଖସଖସ ଗୀତ ଗାଉଥିବା ମୁହଁ ପାଲଟିଲା ଆଶା-ଅଙ୍ଗନବାଡି କର୍ମୀଙ୍କ ସ୍ୱର

   ପ୍ରଥମ ଉପସ୍ଥାପନା ବଳିଷ୍ଠ ଦାବି :ଲୋକସଭା ବାଚସ୍ପତିଙ୍କ ମୁହଁରେ ପ୍ରମିଳାଙ୍କ ପ୍ରଶଂସା ନୂଆଦିଲ୍ଲୀ/ ଶାସକ ପ୍ରଶାସକ ବ୍ୟୁରୋ : "ଅଧ୍ୟକ୍ଷ ମହୋଦୟ, ଆଜି ରଥ ଯାତ୍ରା ଅବସରରେ ମତେ ପ୍ରଥମଥର ପାଇଁ କହିବାର ସୁଯୋଗ ଦେଇଥିବାରୁ ମୁ କୃତଜ୍ଞତା ଜଣାଇଛି | ମୁ ଆଜ ଲୋକସଭାରେ ମହିଳା ସଶକ୍ତିକରଣ,…

ଟାର୍ଗେଟ ନାଁରେ ମଣ୍ଡିରୁ ଉଠୁନି ଧାନ : ତାତିଲେ ଚାଷୀ,ଘେରିଲେ ଯୋଗାଣ ଅଫିସ ଘେରିଲେ

 ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ ଦେଲେ ଆନ୍ଦୋଳନ ଚେତାବନୀ ନୂଆପଡ଼ା,(ଅମିତ ପୁରୋହିତ): ଟାର୍ଗେଟ ନାଁରେ ମଣ୍ଡିରୁ ଧାନ ଉଠୁ ନାହିଁ । ଜିଲ୍ଲା ପ୍ରଶାସନ ଟାର୍ଗେନ ନଥିବା ଦର୍ଶାଇ ଧାନ କିଣୁ ନାହିଁ । ଅନ୍ୟପକ୍ଷେ ଆଉ ତିନି ଦିନ ପରେ ଚଳିତ ରବି ଋତୁ ଧାନ ସଂଗ୍ରହ ବନ୍ଦ ହୋଇଯିବ । ବର୍ଷା ଋତୁ…

୨୦ ରେ ପାଟକୁରା ନିର୍ବାଚନ, ୨୪ରେ ଗଣତି

ଭୁବନେଶ୍ୱର(Shasak Prashasak) :- ବାଜିଲା ଭେରୀ, ୨୦ ତାରିଖରେ ହେବ ଭାଗ୍ୟ ପରୀକ୍ଷା ପାଟକୁରାରେ | ଏଥର କାହା ବାରି, ପ୍ରାୟ ୨୦ ବର୍ଷ ଧରି ବିଧାନ ସଭା ଯିବାରୁ ବଂଚିତ ହୋଇଥିବା ବିଜୟ ମହାପାତ୍ର ନା ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କର |…