Sign in
Sign in
Recover your password.
A password will be e-mailed to you.
ଓଡଗାଁରେ ବିଜେପିର ବିଜୟ ଦିବସ ପାଳିତ
ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ପୁଲୁବାମା ଆକ୍ରମଣରେ ସହିଦ ମାନଙ୍କ ପ୍ରତିଶୋଧ ନେବା ସହିତ ସେନାଙ୍କ ମନୋବଳକୁ ଦୃଢ କରିବା ପାଇଁ ଭାରତୀୟ ବୀର ଜବାନ ମାନେ ପାକିସ୍ଥାନ ଆତଙ୍କବାଦୀ ଶିବିର ଧ୍ୱଂଶ କରିବା ସହିତ ୩ଶହରୁ ଉର୍ଧ୍ଵ ଆତଙ୍କବାଦିଙ୍କୁ ବିନାଶକରି ସଗୌରବେ ଭାରତ ଫେରି ଆସିଥିଲେ । …
କ୍ରିଷନଙ୍କୁ ପୂର୍ତ୍ତ, ବିଷ୍ଣୁଙ୍କୁ ବାଣିଜ୍ୟ କର : ବଳବନ୍ତ ସିଂଙ୍କୁ ଅତିରିକ୍ତ ଭାବେ ବିଡିଏ ଭିସି ଦାୟିତ୍ୱ
ଭୁବନେଶ୍ୱର(Girija Dash): ବିବାଦୀୟ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ରାଜନୀତିରେ ଯୋଗ ଦେବା ପାଇଁ ଅବସର ନେବା ପରେ ତାଙ୍କ ସ୍ଥାନରେ ନ ନିଯୁକ୍ତ ହୋଇଥିବା ଇଂ ରସାନନ୍ଦ ସାହୁ ଗତକାଲି ହିଁ ସ୍ବେଛାକୃତ ଅବସର ନେଇଛନ୍ତି | ଆଜି ତାଙ୍କ ସ୍ଥାନରେ ତୃତୀୟ ମହଲର ଚାହେତା ଆଇଏସ ଅଫିସର କ୍ରିଷନ…
ଓଡଗାଁ ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଦିର୍ଘ ୬ମାସରୁ ଉର୍ଦ୍ଧ୍ୱ କାଳ ଧରି କାମଚଳା ବିଡ଼ିଓରେ ଚାଲିଥିବା ଓଡ଼ଗାଁ ବ୍ଲକରେ ଶେଷରେ ନୂଆ ବିଡିଓ ଯୋଗ ଦେଇଛନ୍ତି | ସ୍ୱାତୀଲେଖା ଦାସ ଶୁକ୍ରବାର ସନ୍ଧ୍ୟାରେ ଓଡଗାଁ ବିଡିଓ ଭାବେ ଯୋଗଦେବା ସହ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୁର୍ବରୁ…
ନ୍ୟାୟମୂର୍ତ୍ତି ଅଜିତ ସିଂ ହେଲେ ନବଗଠିତ ଲୋକାୟୁକ୍ତର ପ୍ରଥମ ଅଧ୍ୟକ୍ଷ
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସିଂହଙ୍କୁ ରାଜ୍ୟରେ ଲୋକାୟୁକ୍ତର ପ୍ରଥମ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି | ଲୋକାୟୁକ୍ତ ଚୟନ କମିଟିର ସୁପାରିଶ ଆଧାରରେ ରାଜ୍ୟପାଳ ପ୍ର ଗଣେସି ଲାଲ …
ବଲାଂଗୀର ରାଜେନ୍ଦ୍ର କଲେଜ ପାଇଲା ବିଶ୍ୱବିଦ୍ୟାଳୟ ମାନ୍ୟତା
ବଲାଙ୍ଗୀର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ବାସିଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇଛି | 2014 ରୁ 2019 ଯାଏ ବିଶ୍ୱବିଦ୍ୟାଲୟ ମାନ୍ୟତା ପାଇ ସଂଗ୍ରାମ କରିଥିଲେ ଛାତ୍ର ଛାତ୍ରୀ ମାନେ ଶେଷରେ ଅନ୍ତଘଟିଲା | ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ମର୍ମରେ | …
ଦକ୍ଷତା ବିକାଶ ମନ୍ତ୍ରଣାଳୟର ନୂତନ କାର୍ଯ୍ୟାଳୟ କୌଶଳ ଭବନ ର ଭିତିପ୍ରସ୍ତର ସ୍ଥାପନ କଲେ ଉପରାଷ୍ଟ୍ରପତି
ରାମ ରାଜ୍ୟ-ଗ୍ରାମ ରାଜ୍ୟ ବିନା ସମ୍ଭବ ନୁହେଁ: ଭେଙ୍କେୟା ନାଇଡୁ
ଏହି ଭବନ ନୂଆ ଭାରତର ପ୍ରତିଛବି ହେବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ନୂଆଦିଲ୍ଲୀ- ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ନୂତନ କାର୍ଯ୍ୟାଳୟ ଭବନର ଶୁଭ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ରାମ…
“ଓଡ଼ିଶାରେ ରେଳବାଇକୁ ଧ୍ୱଂସ କରିବା ଚକ୍ରାନ୍ତ ଚାଲିଛି “
ବିରୋଧରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ଧାରଣା ଓ ବିକ୍ଷୋଭ
ଭୁବନେଶ୍ୱର : ସାଉଥ୍ କୋଷ୍ଟ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା ଏବଂ ୱାଲ୍ଟିୟର ଡିଭିଜନ୍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର କରୁଥିବା…
ବିଜେଡିରେ ମିଶିଲେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ କଂଗ୍ରେସ ଓ ବିଜେପି କର୍ମୀ
ଭୁବନେଶ୍ୱର : ଆଜି ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚଙ୍କ ସମେତ ୧୦୦ରୁ ଉର୍ଧ୍ଵ କଂଗ୍ରେସ ଓ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ…
ଏମିତି ବି ମରଣ ଡାକେ : ସନ୍ଦେହଘେରରେ ମହିଳାଙ୍କର ମୃତ୍ୟୁ
ବରଗଡ(ଗୌରାଙ୍ଗ ଦାଶ) :- ଆଜି ଦୀପହରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମର ଘନଶ୍ୟାମ ଦାସଙ୍କର ପତ୍ନୀ ଯଜ୍ଞସେନି ଦାସଙ୍କର ଶବ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଦେଖିବାକୁ ପାଇଁ ଘନଶ୍ୟାମ ଜଗଦଲପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କାରୀଙ୍କର ଅଭିଯୋଗ ମୁତାବକ ଆଜି ଦୀପହରେ…
ପୋଷ୍ଟ ନବ ଇଫେକ୍ଟ , ପଲିଟିକ୍ସ ଗୋଳିଆ
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କନଫ୍ୟୁଜନ : ବିଜେଡିରେ, ବିଜେପିରେ ବି
ଝାରସୁଗୁଡା(Bikram Mahapatra) : ଭୋଟ ଯେତିକି ପାଖେଇ ଆସୁଛି ଭୋଟରଙ୍କ ଭିତରେ ଦ୍ବନ୍ଦ୍ବ ସେତିକି ବଢୁଛି | ଆୟପଟେ ରାଜନୈତିକ ଦଳ ଭିତରେ ଅନ୍ତର୍ଦ୍ବନ୍ଦ୍ବ ପଦାକୁ ଆସୁଛି | ଆଉ କଂଗ୍ରେସ ନେତା ନବ ଦାସ ବିଜେଡିରେ…