Sign in
Sign in
Recover your password.
A password will be e-mailed to you.
ନୂଆ ପୁରୁଣା ବିଧାୟକବଙ୍କୁ ନବୀନଙ୍କ ଟିଚିଙ୍ଗ : ସୋ ବାଜି ନକରି ନମ୍ର ହୁଅ : ବଡଦାମି ଗାଡି ଚଢିବନି କି ମୋଟା ସୁନା…
ପ୍ରଥମଥର ନିର୍ବାଚିତ ହୋଇଥିବା ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହୁଅ ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ଲୋକଙ୍କ ସେବାକର୨୦୦୦ ମସିହାର ନିଜ ଅନୁଭୂତିର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ‘ଜମା ମୋଟା ସୁନା ହାର…
ବ୍ୟାଙ୍କ ସମୁହ ଜିଲ୍ଲା ପରାମର୍ଶ ଦାତା କମିଟି ସହ ଜିଲ୍ଲା ସମୀକ୍ଷା ବୈଠକ
ଜଗତସିଂହପୁର(ରମେଶ ମହାନ୍ତି)- ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶ ଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପତ୍ର ଅଧ୍ୟକ୍ଷତା କରି…
ଟ୍ରାକ୍ଟର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଜଗତସିଂହପୁର(ରମେଶ ମହାନ୍ତି)- ମଙ୍ଗଳବାର ଅପରାହ୍ନରେ ଜଗତସିଂହପୁର ଅତାମଳା ଠାରେ ଏକ ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ଅପରାହ୍ନ ପ୍ରାୟ ୪ଟା ସମୟରେ ଯଶୋବନ୍ତପୁର ପଞ୍ଚାୟତ ଯଶୋବନ୍ତପୁର ଗ୍ରାମର ନୃସିଂହ ସେଠୀ (୫୫)ଙ୍କ…
ଅପହଂଚ ସମାଟପଦର : ବିକାଶର ଅନ୍ୟନାମ ଏଠି ଉପହାସ
ପାହାଡିଆ ରାସ୍ତାରେ ଖଟ ଉପରେ ପ୍ରସବ କଲେ ମହିଳା
ନୂଆପଡ଼ା(ଅମିତ ପୁରୋହିତ).ନୂଆପଡ଼ା ଜିଲ୍ଲାର ସମାଟପଦର ଗାଁ ଦୁଇ ବର୍ଷ ତଳେ ନା ମଧ୍ୟ କେହି ଶୁଣିନଥିଲେ | କିନ୍ତୁ ହଠାତ ଦିନେ ସମସ୍ତ ଖବରକାଗଜର ଶିରୋନାମା ପାଲଟିଯାଇଥିଲା ସମାଟପଦର ଗାଁ । ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଡ. ପୋମା ଟୁଡ଼ୁ…
ବ୍ଲକ ଅଧ୍ୟକ୍ଷ ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ବିଜୁ ଜନତା ସଭାପତି ନବୀନ ପଟନାୟକ ପୁରୀ ଜିଲ୍ଲା ଗୋପ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପରିଡାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳର ସଭାପତିଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ…
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ
ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପବିତ୍ର ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗୋପବନ୍ଧୁ ଛକସ୍ଥିତ ପଣ୍ଡିତ…
ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୧୭୬୩୦ ଟଙ୍କା, ବର୍ତ୍ତମାନ ଋଣଭାର ୭୯,୮୬୬ କୋଟି
ଏ ବର୍ଷ ଆହୁରି ୨୩,୫୮୪ କୋଟି ଋଣ କରିବେ ସରକାର
ଭୁବନେଶ୍ୱର,(ଶାସକ ପ୍ରଶାସକ): ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୭୯,୮୬୬.୦୬ କୋଟି ଟଙ୍କା । ଫଳରେ ରାଜ୍ୟବାସୀଙ୍କ ଉପରେ ମୁଣ୍ଡପିଛା ଋଣଭାର ୧୭,୬୩୦.୪୮ ଟଙ୍କା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି…
“ପଟ୍ଟାଦାରମାନେ ଖଣିଜ ରପ୍ତାନୀରେ ତତ୍ପର, ଅଧିକ ରାଜସ୍ୱ ପାଇ ସରକାର ଖୁସ୍”
୨୦୨୦ରେ ଶେଷ ହେବ ଖଣି ପଟ୍ଟା ଅବଧି
ଭୁବନେଶ୍ୱର,(ଶାସକ ପ୍ରଶାସକ): ୨୦୨୦ରେ ୨୪ଜଣ ଖଣି ପଟ୍ଟାଦାର ବା ଲିଜ୍ ସୂତ୍ରରୁ ଖଣି ଉପଭୋଗ କରୁଥିବା କମ୍ପାନୀଙ୍କ ଖଣି ପଟ୍ଟା ଅବଧି ସରିବ । ସେଥିପାଇଁ ସେମାନଙ୍କର ନିୟନ୍ତ୍ରଣାଧୀନ ଖଣିଗୁଡ଼ିକରୁ ସର୍ବାଧିକ ପରିମାଣର ଖଣିଜ ସଂପଦ ଉତ୍ତୋଳନ କରିବାକୁ…
ଅଦାଲତରେ ମାମଲା ସଂଖ୍ୟା କେତେ ସରକାରଙ୍କ ପାଖେ ତଥ୍ୟ ନାହିଁ
ଭୁବନେଶ୍ୱର, (ଶାସକ ପ୍ରଶାସକ) : ସର୍ବଶେଷ ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟ, ନିମ୍ନ ଅଦାଲତ, ବିଭିନ୍ନ ଟ୍ରିବ୍ୟୁନାଲ୍ ଆଦିରେ କେତେସଂଖ୍ୟକ ମାମଲା ବିଚାରାଧୀନ ରହିଛି । ସେଥିମଧ୍ୟରୁ କେତେସଂଖ୍ୟକ ମାମଲା ୧୦ ବର୍ଷ, ୫ ବର୍ଷ ଓ ୩ ବର୍ଷରୁ ଅଧିକ ପୁରୁଣା? ଏ ନେଇ ବିଧାନସଭାରେ ପ୍ରଶ୍ନ…
ରାୟଗଡା ପୋଲିସକୁ ବଡ ସଫଳତା, ୪୮ଘଣ୍ଟା ଭିତରେ ଚୋରିର ପର୍ଦ୍ଦାଫାଶ
ରାୟଗଡା (ସରୋଜ ସାହୁ) - ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା | ବସଷ୍ଟାଣ୍ଡ ନିକଟରେ ହୋଇଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ମାତ୍ର ୪୮ଘଣ୍ଟା ଭିତରେ | ଚୋରି ହୋଇଥିବା ସମସ୍ତ ଗହଣାକୁ ଜବତ କରିବା ସହ ଚୋରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ପୋଲିସ ।ସୂଚନା ଅମୁଯାୟୀ ୨୯…