ସାପ କାମୁଡ଼ା ରେ ଯୁବକ ମୃତ

0 2

ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ନାଗେନ ମାଲ ଚାରପାଲି ଗ୍ରାମ ର ଗୋବିନ୍ଦ ବାଗ(16) ଗତ କାଲି ରାତି ପ୍ରାୟ 3 ଟା ସମୟରେ ଶୋଇଥିବା ବେଳେ ଏକ ବିଷ ଧର ସାପ ଆସି ବାମ ହାତରେ କାମୁଡି ଦେଇଥିଲା। ତାଙ୍କୁ ପଦ୍ମପୁର ଡାକ୍ତର ଖାନା କୁ ଆଣି ଚିକିତ୍ସା କରାଯାଇଥିଲା।ଡାକ୍ତର ସେଠାରେ ମୃତ ଘୋଷଣା କରି ଦେଇଥିଲେ।ଗ୍ରାମରେ ଏହିଭଳି ଘଟଣା ଯୋଗୁଁ ଅଞ୍ଚଳରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି।ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.