Sign in
Sign in
Recover your password.
A password will be e-mailed to you.
ଅପରାଧୀଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଅଂଟା ଭିଡିଲା ରାୟଗଡା ପୋଲିସ
୨୪ ଘଣ୍ଟିଆ ନଜର ରଖିବାକୁ ଏସପି ନେଲେ ନିଆରା ପଦକ୍ଷେପ
ରାୟଗଡା (Saroj Kumar Sahu) – ରାୟଗଡା ସହରରେ ଗତ କିଛି ଦିନ ଧରି ମାତିଥିବା ଅପରାଧୀଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଅଂଟା ଭିଡିଲା ରାୟଗଡା ପୋଲିସ | ଅପରାଧୀଙ୍କ ଉପରେ କଡା ନଜର ରଖିବା ପାଇଁ ଏସପି ଡଃ ଶ୍ରବଣା ବିବେକ ଏମ…
ସ୍ଥାୟୀ କମିଟି କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ୱର : ବିଧାନସଭା ସ୍ଥାୟୀ କମିଟି କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହ, ସାଧାରଣ ପ୍ରଶାସନ ଓ ଆଇନ କମିଟି ଅଧ୍ୟକ୍ଷ ଭାବେ କିଶୋର ମହାନ୍ତି ନିଯୁକ୍ତ ହୋଇଥିବା ବେଳେ ଜଳ ସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ.କମିଟି …
ନିଆଁଲାଗି ୮ବଖରା ଘରପୋଡି : ୨ବଳଦ ଜୀବନ୍ତ ଦଗ୍ଧ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବ୍ଲକ ଗୋଡିପଡା ଅନ୍ତର୍ଗତ ହରିଡାବାଡି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରୀରେ ନିଆଁଲାଗି ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯିବା ସହିତ ୨ଟି ବଳଦ ଜୀବନ୍ତ ପୋଡି ମୃତ୍ୟୁବରଣ କରିଛନ୍ତି । ସୁଚନା ଅନୁସାରେ ଗତକାଲି ରାତି ୧.୩୦ ମିନିଟ ସମୟରେ…
ସରକାରଙ୍କ ଧାନ କିଣା ନିର୍ଦ୍ଧାରିତ ସମୟ ପୁରିଲା ,ବକେୟା ଧାନ ସଂଗ୍ରହ ଦାବୀ
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ଚାଷୀଙ୍କ ଧାରଣା
ନୂଆପଡ଼ା,(ଅମିତ ପୁରୋହିତ) : ଜିଲ୍ଲାରେ ଖରିପ ଧାନ ସଂଗ୍ରହର ବନ୍ଦ ହୋଇଗଲା । ଏବେ ବି ଜିଲ୍ଲାର ଅନେକ ମଣ୍ଡି ଓ ଘରେ ହଜାର ହଜାର ବସ୍ତା ପଡି ରହିଛି । ଏଭଳି ସ୍ଥିତିରେ ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ…
ଏନସିସି ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଲେଫ୍ଟ-ରାଇଟ
ପଦ୍ମପୁର/ ନିଳାମ୍ବର ଦୀପ : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲର ଜୁନିଅର ଏନସିସି ଅଫିସର ମୋହନ ବନଛୋରଙ୍କ ଘରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛନ୍ତି ।ବରଗଡ଼ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକଙ୍କ ନେତୄତ୍ବରେ ଏକ ଟିମ ଶ୍ରୀ ବନଛୋରଙ୍କ…
ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତ ବର୍ଷରେ ଜୁଲାଇ ପହିଲାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଭାବେ ପାଳନ କରାଯାଇଥିବା ଅବସରରେ ବାରିପଦା ଲାୟନ୍ସ କ୍ଲବ ପରିସରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଦିବସ ଧୁମଧାମ ସହକାରେ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ…
୭୦ ତମ ବନ ମହୋତ୍ସବ ପାଳିତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ୭୦ ତମ ବନ ମହୋତ୍ସବ ସପ୍ତାହ ପାଳନର ପ୍ରଥମ ଦିବସରେ ଓଡଗାଁ ବନାଂଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ଚାରାରୋପଣ ସହିତ କାର୍ଯ୍ୟାଳୟ ସାମ୍ନାରେ ଚାରା ବିକ୍ରୟ ମାଧ୍ୟମରେ ଜନସାଧାରଣଙ୍କ ସଚେତନତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଗୟଳସିଂହ ସଂରକ୍ଷିତ…
ଓଡଗାଁ ବ୍ଲକ : ବନ୍ଦ ହେବ ମଇଁଷିଗୋଠପଲ୍ଲୀ ସ୍କୁଲ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ୧୦ରୁ କମ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦିଆଯିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ନୂଆ ଶିକ୍ଷାନିତୀ ନୀତି ଅନୁଯାୟୀ ନିର୍ଦ୍ଦେଶନାମା ଜାରି ହେବା ପରେ ପ୍ରକ୍ରୀୟା ଆରମ୍ଭ ହୋଇଛି । ସେହି ଅନୁସାରେ ନୟାଗଡ ଜିଲ୍ଲା ଓଡଗାଁ…
ମନ୍ତ୍ରୀଙ୍କ ଏମଏଲଏ କଲୋନୀ ବେଡ଼ ରୁମ ପହଂଚି ଗଲା ବିଧାନ ସଭାରେ !!!!
ଟାର୍ଗେଟରେ ସୁଶାନ୍ତ,
କି ମିଛ ଗପ ......ମୂଳରୁ ମାଈପ ନାହିଁ ପୁଅ ନା ଗୋପାଳିଆ
ବରଗଡ (ଗୌରାଙ୍ଗ ଚରଣ ଦାସ ):- ପୋଖରୀରୁ ନଗଦ ନଗଦ ଧରାହୋଇ ଆସି ଫକ ଫକ ଡେଉଁଥିବା ମାଛରେ ବି ପୋକ ପକାଇବାକୁ ଯଦି କହିବ ତେବେ କିଛି ଲୋକ ଅଛନ୍ତି ଯେଉଁମାନେ କି ସେଥିରେ ସିଦ୍ଧହସ୍ତ । ସେମାନଙ୍କ ଆଖିରେ ବୋଧ…
ଉଠବସ କଲେ ଜେଲ ଦଣ୍ଡ, ହେଲେ ଜୀବନରେ ମାରିଦେବାକୁ ଧମକ ଦେଲେ ମାଫ୍ !!!!
ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବହୁଚର୍ଚ୍ଚିତ ପୂର୍ତ୍ତ ବିଭାଗ କନିଷ୍ଛ ଯନ୍ତ୍ରୀଙ୍କୁ ଜାତିଆଣା ଆକ୍ଷେପ କରି ସର୍ବସାଧାରଣରେ ଉଠବସ କରିବା ଘଟଣାରେ ପାଟଣାଗଡ ବିଧାୟକଙ୍କୁ ପୁଲିସ ଜେଲ ପଠାଇଛି | କିନ୍ତୁ ଦେ ଦେଓଗାଁ ବ୍ଲକ ଫଟାମୁଣ୍ଡା ଗ୍ରାମର ସୂଚନା ଅଧିକାର…