Sign in
Sign in
Recover your password.
A password will be e-mailed to you.
Odisha initiates its foray into houseboat tourism
Bhubaneswar, (SPB): The Department of Tourism concluded a three day familiarisation trip to Bhitarkanika National Park and Chilika Lake in its maiden outreach to owners and operators of luxury houseboats and watersports and recreation…
ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିଲେ ରାଜ୍ୟ ମୁଖ୍ୟମନ୍ତ୍ରୀ
ବରଗଡ(ଶାସକ ପ୍ରଶାସକ):ବରଗଡ ଜିଲ୍ଲା ଉପାନ୍ତ ଅଂଚଳରେ ସ୍ଥିତ ଝାରବନ୍ଧ ବ୍ଲକର ଏକ ଗ୍ରାମ ତୁମୁରିପାଣିର ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣି ସେମାନେ ଯାହା ଇଚ୍ଛା କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ପୂରଣ…
ରେଳ ଧାରଣା ଉପରେ ଶୋଇଥିବା ବେଳେ ମାଡ଼ିଗଲା ଡ଼ିଏମୟୁ
ଜୀବନ ବଞ୍ଚିଯାଇଥିବା ବେଳେ ହରାଇଲା ଦୁଇ ଗୋଡ଼
ବାରିପଦା(ଦିଲ୍ଲୀପ ମହାନ୍ତି )-ଧାରଣା ଉପରେ ଶୋଇଥିବା ବେଳେ ଯୁବକ ଉପରେ ମାଡ଼ିଗଲା ଭଞ୍ଜପୁର-ବାଲେଶ୍ୱର ଡ଼ିଏମୟୁ ଟ୍ରେନ । ଫଳରେ ଯୁବକର ଜୀବନ ଭାଗ୍ୟ ବଳରୁ ବଞ୍ଚିଯାଇଥିବା ବେଳେ ହରାଇବାକୁ ପଡ଼ିଛି ଆଣ୍ଠୁ ନିକଟରୁ ଦୁଇଟି ଗୋଡ଼ । ପ୍ରାପ୍ତ…
ପରିବେଶ ସୁରକ୍ଷା ଦିଗରେ ପ୍ରତିବଦ୍ଧତା ଦେଖାଇଲା ପ୍ରେସ ୟୁନିୟନ ରାୟଗଡା
ଆଜି ପୋତିଥିବା ଗୋଟିଏ ଚାରା ଆସନ୍ତା କାଲି ପାଇଁ ଜୀବନ ସାବ୍ୟସ୍ତ ହେବ : ଜିଲ୍ଲାପାଳ
ରାୟଗଡା(ସରୋଜ କୁମାର ସାହୁ)- ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆସୁଥିବା ପ୍ରେସ ୟୁନିଅନ ରାୟଗଡା ପରିବେଶ ସୁରକ୍ଷା କ୍ଷେତ୍ରରେ ତାହାର ପ୍ରତିବଦ୍ଧତା ଦେଖାଇଛି | ବ୍ରାହ୍ମଣ ସାହି…
ଏଏନଏମ କ୍ବାର୍ଟରରେ ଝୁଲୁଛି ତାଲା , ବଂଶାଜାଲ ପଞ୍ଚାୟତରେ ମହିଳା ଏଏନଏମ ଦାବି
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସରକାର ସ୍ୱାସ୍ଥ୍ୟ ସଂପର୍କରେ ସଚେତନତା ସୁଷ୍ଟି ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି I ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ପର୍କ ରେ ସଚେତନତା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ଜଣେ ଜଣେ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ମଧ୍ୟ ଦେଇଛନ୍ତି I ଏବେ…
କାଦୁଅ ରାସ୍ତାରେ ଚାରି କିଲୋମିଟର ଦୂର ସ୍କୁଲକୁ ଯାଉଛନ୍ତି ପିଲା
ମରାମତି ହୋଇ ପାରୁନି ରାସ୍ତା, ପ୍ରଶାସନ ପ୍ରତିକ୍ରିୟାଶୁନ୍ୟ
ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ପୁଇଇନ୍ତଲା ବ୍ଲକ ଅଏଁଲାସାରି ପଞ୍ଚାୟତ ଅନ୍ତର୍ଗତ ହଲଦି ପାଲି ଗ୍ରାମରେ ସ୍ବାଧୀନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ମରାମତି ଠିକ୍ ହୋଇ ପାରୁନାହିଁ। ଏନେଇ…
ପଂଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ସୁରକ୍ଷା ସାମାଜିକ ଅନୁଷ୍ଠାନ ପକ୍ଷରୁ ଆମ ଗାଁ ଆମ ବିକାଶ ଯୋଜନା ଅନ୍ତର୍ଗତ ପଂଚାୟତ ବିକାଶ ଯୋଜନା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡିଶା ଜୀବିକା ମିଶନ ଗଜପତି ଜିଲ୍ଲା ଶାଖାର…
କାହାର ମନ ରଥରେ ତା କାହାର ଚୋରିରେ
ରଥଯାତ୍ରାରେ ଚୋରି କରୁଥିବା ମହିଳା ଚୋର ସମେତ ୮ଟି ସୁନା ଲକେଟ,ମୋବାଇଲ ଜବତ
ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡି ଠାରେ ଚାଲିଥିବା ରଥଯାତ୍ରା ଓ ମୀନା ବଜାରର ଜନଗହଳି ସ୍ଥାନରେ ଛୋଟ ଛୋଟ ପିଲା ମାନେ ବେକରେ ପିନ୍ଧି ଥିବା ହନୁମାନ ଲକେଟ ବ୍ଲେଡ ଯୋଗେ କାଟି ନେଇ ଚୋରି…
ମାତୃ ନିକେତନରେ ମାତ୍ରାଧିକ ଦୁର୍ନୀତି ଅଭିଯୋଗ : ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ 6 ଜଣିଆ ଟିମ ଖୋଲତାଡ଼
Baragarh : ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆଶ୍ରମରେ ରହୁଥିବା ଅନାଥ ଶିଶୁଙ୍କ ନାଁ ଆସୁଥିବା ସରକାରୀ ଓ ବେସରକାରୀ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି ଦାୟିତ୍ବରେ ଥିବା ଅଧିକ୍ଷକ,…
ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣି : ଅଭିଯୋଗକାରୀଙ୍କ ପାଖେ ଖବର ପହଞ୍ଚାଇପାରିଲାନି ବ୍ଲକ୍ ପ୍ରଶାସନ
ଅଭିଯୋଗ କାରୀଙ୍କଠାରୁ ଅଧିକାରୀ କର୍ମଚାରୀଙ୍କ ସଂଖ୍ୟା ଅଧିକ :ସନ୍ଦେହରେ ବ୍ଲକ୍ ପ୍ରଶାସନର ଭୂମିକା
ମେଲଚ୍ଛାମୁଣ୍ଡା (ମନୋଜ ଭୋଇ) : ଜିଲାପାଳ ଆସିଲେ, ଏସପି ଆସିଲେ ପିଡି ଇଆରଡିଏ ବି ଆସିଲେ, ଆଉ ଉପ ଜିଲ୍ଲାପାଳ ବି ଉପସ୍ଥିତ ଥିଲେ । ଉଦ୍ଦେଶ୍ୟ ଥିଲା ମିଳିତ ଅଭିଯୋଗ ଶୁଣାଣି ଶିବିର…