ଝାଙ୍କରପାଲି ସ୍କୁଲରେ ବନମହୋତ୍ସବ

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ମୁରଲିଧର ବେହେରାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ପରିଚଳନା କମିଟି…

ନବୀନଙ୍କ ପ୍ରଶଂସା କଲେ ପଦ୍ମଶ୍ରୀ ହଳଧର :ସହାୟତା ଘୋଷଣା ପାଇଁ ଜଣାଇଲେ କୃତଜ୍ଞତା

 ବରଗଡ଼ : ଅଭାବ ଅନଟନ ଆଉ ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ । ସରକାରଙ୍କ ଏହି ସହାୟତା ପରେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ପଦ୍ମଶ୍ରୀ ବିଜେତାମାନେ…

ରେଳ ବଜେଟରେ ମୟୂରଭଞ୍ଜକୁ ଅଣଦେଖା- କ୍ଷୋଭ ପ୍ରକାଶ କଲେ ସରୋଜିନୀ

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରୀୟ ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରଦର୍ଶନ କରାଯାଇଆସୁଛି । ଜିଲ୍ଲାରେ ନୂତନ ରେଳପଥର ବିକାଶ ଓ ସମ୍ପ୍ରସାରଣ ସହ ନୂତନ ଟ୍ରେନ ଚଳାଚଳ ଆଦି ବିଭିନ୍ନ ଦାବିକୁ ନେଇ ମୟୂରଭଞ୍ଜବାସୀ ଆନେ୍ଦାଳନ କରିଆସୁଥିଲେ ମଧ୍ୟ ରେଳ ବଜେଟରେ…

ସଡ଼କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଇବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ଏମବିଜେ ପକ୍ଷରୁ ଦାବିପତ୍ର

ବାରିପଦା(ଦିଲ୍ଲୀପ ମହାନ୍ତି )-  ସରକାରଙ୍କ ସଡ଼କ ସୁରକ୍ଷା ବ୍ୟବସ୍ଥା କେତେକ କ୍ଷେତ୍ରରେ କାଗଜ କଲମ ଓ ଫାଇଲ ମଧ୍ୟରେ ସିମୀତ ରହିଯାଇଥିବା କାରଣରୁ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । କାବଳ ଏତିକି ନୁହେଁ ଯାତ୍ରୀ ପରିବହନ କରୁଥିବା ଯାନର ମାଲିକ, କଣ୍ଡକ୍ଟର ପ୍ରମୁଖ…

ମୋ ନିର୍ବାଚନମଣ୍ଡଳୀ ଲୋକଙ୍କ ସମସ୍ୟା ମାନେ ମୋର ସମସ୍ୟା : ବିଧାୟକ ଶ୍ରୀ ମେହେର

ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଜେଲରୁ ଜାମିନ ପାଇଁ ମୁକୁଲିବା ପରେ ପାଟଣାଗଡ ବିଧାୟକ ଶ୍ରୀ ସରୋଜ ମେହେର  ସମାଜ ସେବାରେ ନିୟୋଜିତ ହେବାର ଦେଖିବାକୁ ମିଲିଛି | ଆଜି ବେଲପଡାବ୍ଲକ ଅଞ୍ଚଲରେ ଶ୍ରୀ ମେହେର ପ୍ରଧାନମନ୍ତ୍ରୀ ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା କାର୍ଡ…

ପ୍ରଫେସର (ଡଃ) ଅଖିଳ ବିହାରୀ ଓତାଙ୍କର ମାତୃ ବିୟୋଗ

 ଭୁବନେଶ୍ୱର: ଆଜି ଅପରାହ୍ନ ଘ.୧.୨୫ ମି ସମୟରେ ଏସସି ଏସଟି ଆରଟିଆଇ ନିର୍ଦ୍ଦେଶକ  ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରଫେସର (ଡଃ) ଅଖିଳ ବିହାରୀ ଓତାଙ୍କ ମାତା ତଥା ପୂର୍ବତନ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋର ନିର୍ଦ୍ଦେଶକ ସ୍ୱଗତଃ ଜଗନ୍ନାଥ ଓତାଙ୍କର ସହଧର୍ମିଣୀ ଶ୍ରୀମତୀ ବସନ୍ତ ଓତାଙ୍କର…

ବିଚ୍ଛିନ୍ନାଞ୍ଚଳରେ ବଣ୍ଟନ ହେବ ଓଡ଼ିଶା ସରକାରଙ୍କ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ବିଚ୍ଛିନ୍ନାଞ୍ଚଳ ସହ ସମ୍ପର୍କ ଦୃଢ଼ ନିମନ୍ତେ ପ୍ରୟାସ । ଭୁବନେଶ୍ୱର, (ଶାସକ ପ୍ରଶାସକ):ବିଗତବର୍ଷମାନଙ୍କ ଭଳି ଚଳିତବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା  ରିଭ୍ୟୁର ବିତରଣ ନିମନ୍ତେ ସଢେ଼ଇକଳା ଓ ଖରସୁଆଁ…

ଓଡିଶାର ଐତିହ୍ୟ ସମ୍ପନ୍ନ କିର୍ତୀରାଜି ତଥା ପର୍ଯ୍ୟଟନ କ୍ଷେତ୍ର ପ୍ରତି କେନ୍ଦ୍ର ମୋଦି ସରକାରଙ୍କ ଅବିଚାର…

ଭୁବନେଶ୍ୱର (ଶାସକ ପ୍ରଶାସକ)– କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର’ ତାଲିକାରେ ଓଡିଶାର ନାମକୁ ବିଚାରକୁ ନ ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରିଛି କଂଗ୍ରେସ । ଆଜି ଏକ ପ୍ରେସ୍ ଇସ୍ତାହାରରେ ଓଡିଶା ପ୍ରତି ଏଭଳି…

କହିବୁ କାହାକୁ ଶୁଣିବ କିଏ, ପ୍ରଶାସନ ଯଦି ଚେଇଁକି ଶୁଏ

  ଲୋକଙ୍କ ନିଦ ହଜାଇ ଦେଲାଣି ଫ୍ଲାଏ ଆସ ପାଉଁଶ  ଦଲାଲ ବେପାରୀ ମୁନାଫା କମାନ୍ତି, ଉଜୁଡି ଯାଉଛି ଚାଷବାସ    ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :-ସୁନ୍ଦରଗଡ଼ ତଥା ଆଖପାଖ ଅଞ୍ଚଳରେ ଅଧିବାସୀ ମାନଙ୍କର ମୁଖ୍ୟ ଜୀବିକା ହେଉଛି ଚାଷ | କିନ୍ତୁ ଗତକିଛି ମାସ ହେବ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ କଳ…

ନାଉଗାଁ ରେ ମାତିଛନ୍ତି ବେଆଇନ ବାଲି ମାଫିଆ

୧ ଟ୍ରାକ୍ଟର ଜବତ, ଖସିଗଲେ ମାଫିଆ ଜଗତସିଂହପୁର(ରମେଶ ମହାନ୍ତି)- ନାଉଗାଁ ବ୍ଳକରେ ହେଉଥିବା ବିଭିନ୍ନ ବେଆଇନ କାର୍ଯ୍ୟ ପ୍ରତି ରାଜସ୍ୱ ବିଭାଗ ଆଖି ବୁଝି ଦେଇଥିବା କୁହାଯାଉଛି। ବିଭାଗୀୟ ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଦିର୍ଘ ଦିନ ଧରି ନିରବ ଦ୍ରଷ୍ଠା…