Sign in
Sign in
Recover your password.
A password will be e-mailed to you.
ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସ୍ମୃତିସୌରଭ ସମ୍ବର୍ଧନା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜା ବାଳିକା ଉଚ୍ଚବିଦ୍ୟାଳୟ,ପାରଳାଖେମୁଣ୍ଡିର ସହକାରୀ ଶିକ୍ଷୟତ୍ରୀ ସୌଦାମିନୀ ପାତ୍ରଙ୍କ ଅବସର ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ରାଓ ଅଧକ୍ଷତାରେ ଏକ ସ୍ମୃତିସୌରଭ ସମାବେଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇସାରିଛି।ଶ୍ରମତୀ…
ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲ: ୩ ଦିନ ଧରି ସଫେଇ ବନ୍ଦ,ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
ସମସ୍ୟା ସମାଧାନ ଦାବିରେ ଭଞ୍ଜସେନା ପର୍ଯ୍ୟରୁ ହସପିଟାଲ ସୁପାରିଟେଣ୍ଡେଣ୍ଟ କାର୍ଯ୍ୟାଳୟ ଘେରାଓ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ୩ ଦିନ ଧରି ସଫେଇ କାର୍ଯ୍ୟ ଠପ୍ ହୋଇଯାଇଛି । ପ୍ରତ୍ୟେକ ମାସ ନିର୍ଦ୍ଧାରିତ…
ମହାପ୍ରଭୂଙ୍କ ଦ୍ୱାରିକାବେଶକୁ ଦର୍ଶନ କଲେ ହଜାର ହଜାର ଭକ୍ତ
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ବାହୁଡ଼ା ଯାତ୍ରା
ବାରିପଦା(Dillip Mohanty)- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ରା , ଭଉଣୀ ସୁଭଦ୍ରା ଓ ମହାପ୍ରଭୂ ସୁଦର୍ଶନଙ୍କ ସହିତ ଜନ୍ମବେଦୀରୁ ନବ ଦିବସର ଲୀଳାଖେଳା ଶେଷ କରି ଦକ୍ଷିଣାୟନ…
ଝିଞ୍ଜିରିବନ୍ଧ ଜଳାଶୟ: ରୋଗ ବାଂଟୁଛି, ଜଳ ଓ ବାୟୁ ପ୍ରଦୂଷଣର ଏକ ଉତ୍ସ ବି ପାଲଟିଛି
ବାରିପଦା,(ଅରବିନ୍ଦ ଦାସ)- ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ବାରିପଦା ପୌରପରିଷଦରେ ଭୂତଳ ଜଳ ଉତ୍ସ ସହ ବାୟୁମଣ୍ଡଳ ତାପମାତ୍ରାରେ ସନ୍ତୋଳନ ରକ୍ଷା ନିମନ୍ତେ ଅନେକଗୁଡ଼ିଏ ଜଳଉତ୍ସ ନିର୍ମାଣ କରିଥିଲେ । ବର୍ଷାଦିନେ ବଳକା ପାଣି ନିଷ୍କାସନ ନିମନ୍ତେ ଉକ୍ତ ଜଳଉତ୍ସଗୁଡ଼ିକୁ…
ଜଗତସିଂହପୁର:ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ପେନସନ ଅଦାଲତ
ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିମନ୍ତେ ଏକ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ପେନସନ ଅଦାଲତରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର…
ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ,ସି ଡି ଏମ ଓ ଡ଼ ଅଜୟ କୁମାର ବୈଠାରୁ,…
ଡାକ୍ତର-ରୋଗୀଙ୍କ ସମ୍ପର୍କରେ ନୂଆ ଅଧ୍ୟାୟ :ଭୀମସାରରେ ପାଳିତ ହେଲା ପ୍ରଥମ ରୋଗୀ ଦିବସ
ସମ୍ବଲପୁର :- ଆଜି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ସ୍ଥାନୀୟ ଡାକ୍ତର ବନ୍ଧୁ ମାନଙ୍କର ଦ୍ୱାରା ପାଳିତ ହେଇଯାଇଛି ପ୍ରଥମ ରୋଗୀ ଦିବସ । ରୋଗୀ ଦିବସ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏହା ସତ । କଥାଟି ଗତ 2016 ମସିହା ଜୁଲାଇ ମାସର । ଭୀମସାର ରେ MRI ମେସିନ…
ଦୁଇ ବାଇକ ମୁହାଁମୁହିଁ : ୨ ଗୁରୁତର
ଧର୍ମଗଡ ରୁ ସୁଶାନ୍ତ ରାଉତ : ଧର୍ମଗଡ ଥାନା କସିବାହଲ ଛକ ନିକଟରେ କାଲି ସନ୍ଧ୍ୟାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକା ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି | କସିବାହଲ ଲୋକ ସଂପୃକ୍ତ ଦୁଇ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଡାକି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ | ଗୁରୁତର…
ଭୂତ ଖାଇଗଲା ମଧ୍ୟାହ୍ନ ଭୋଜନ, ପିଲା ଖାଇଲେ ପ୍ରସାଦ
କଦଳୀଗଡ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟହ୍ନଭୋଜନ ପରିବର୍ତ୍ତେ ମନ୍ଦିର ରେ ଭୋଗ ଖାଇବାକୁ ଦିଆଗଲା ।।।।।
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ଶିକ୍ଷାର ବିକାଶ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସହ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ପ୍ରତି…
ଫେସବୁକ ଫୋଟୋ ଅପଲୋଡ଼କୁ ନେଇ ପିୟୁଷୀ ଝିଆରୀ କାମୁଡକାମୁଡି-ବାଡ଼ିଆବାଡି
୧୪ଜଣଙ୍କ ନାମରେ ମାମଲା ରୁଜୁ , ଜଣେ ଗିରଫ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର ) : ସୋସିଆଲ ମିଡିଆରେ ଫୋଟୋ ଅପଲୋଡ଼ | ତାକୁ ନେଇ ଗଣ୍ଡଗୋଳ | ଗାଲ କାମୁଡା କାମୁଡି | ମାମଲା ଥାନାରେ | ଏତଲା ଆଉ କାଉଣ୍ଟର ରତଳା | ୧୪ଜଣଙ୍କନାଁରେ ମାମଲା ଆଉ ଜଣେ ଏବେ ବିଚାରବିଭାଗୀୟ ହାଜତରେ | ସବୁଠୁ ରୋଚକ କଥା…