୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ ପାଇଁ ଅନ୍ଲାଇନରେ ଟିକଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, (ଶାସକ ପ୍ରଶାସକ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ  ଚଳିତ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେଉଥିବା  ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ ପାଇଁ ଅନ୍ଲାଇନ୍ ଟିକଟବିକି୍ର ଆରମ୍ଭ ହୋଇଛିା କ୍ରୀଡା ପ୍ରେମୀମାନେ www.paytm.com ଓ…

ଚାପିଦେଲା ୧୪ ଚକିଆ, ଚାଲିଗଲା ମହିଳାଙ୍କ ପ୍ରାଣ : ଡ୍ରାଇଭର ଫେରାର

ବଡ଼ବିଲ (ଶାସକ ପ୍ରଶାସକ)  ଭଦ୍ରାସାହି ନିକଟସ୍ଥ ଟଂଟୋ  ଠାରେ ଆଜି ଏକ ୧୪ ଚକିଆ ଟ୍ରକ ଚାପାରେ ଜଣେ ମହିଳାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ ଟା ସମୟରେ ଟଂଟୋ ମାଝୀସାହି ଅଞ୍ଚଳର ଶୁକମତି ସାହୁଙ୍କ ଉପରେ ଓଡ଼ି ୦୯ କେ ୨୧୭୯ ନଂ ବିଶିଷ୍ଟ ଟ୍ରକ ଚଢି ଯାଇଥିଲା।…

ବଡ଼ବିଲରେ ଜନ ସ୍ଵାସ୍ଥ୍ୟ ସଚେତନତା ଅଭିଯାନ : ଯୋଗଦେଲେ କେନ୍ଦୁଝର ଜିଲ୍ଲାପାଳ

ବଡ଼ବିଲ (ଶାସକ ପ୍ରଶାସକ) ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଓ ଜଣ୍ଡିସ ପରି ବ୍ୟାଧି ସମ୍ପର୍କରେ ଜନସଚେତନା ଅଭିଯାନକୁ ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଏହି ମର୍ମରେ ଆଜି ବଡ଼ବିଲ ସ୍ଥିତ ମ୍ୟୁନିସିପାଲିଟି ଟାଉନ ହଲଠାରେ ଏକ ଜନସଚେତନା ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର…

କଂଗ୍ରେସିଆ ନେତା ପୁରା କୁଲ, ଏକାକୀ ଲଢୁଛନ୍ତି କୁଲ୍ କୁଲ୍

ପାଟକୁରା ରୋଡ ଭୁଲିଯାଇଥିବା ପିସିସି ପାଟକୁରା ପାଇଁ କଲା ରୋଡମ୍ୟାପ କେନ୍ଦ୍ରାପଡ଼ା/ ଭୁବନେଶ୍ୱର  - ପାଟକୁରା ନିର୍ବାଚନ ଆଉ ମାତ୍ର କେଇଟା ଦିନ  । ଆସନଟିକୁ ହାତେଇବା ପାଇଁ ବିଜୟ ମହାପାତ୍ର ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବିଜେପି ମଧ୍ୟ ଜୋର ଲଗାଇ ଦେଇଛି  । ରାଜ୍ୟ-ଜାତୀୟ ରାଜନୀତିର…

ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯: ଓଡ଼ିଶା ପରିପ୍ରେକ୍ଷୀରେ ସର୍ବୋତ୍ତମ ଓ ସୁଚିନ୍ତିତ ପ୍ରସ୍ତାବ ଦିଆଯିବ- ମନ୍ତ୍ରୀ ଡ.…

ଭୁବନେଶ୍ୱର, (ଶାସକ ପ୍ରଶାସକ)- କେନ୍ଦ୍ର ସରକାର "ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରଣୟନ' କରୁଥିବା  ଦୃଷ୍ଟିରୁ ଓଡ଼ିଶା ପରିପ୍ରେକ୍ଷୀରେ  ଏହା  ସର୍ବୋତ୍ତମ ହେବ ସେପରି ପ୍ରସ୍ତାବ ଦିଆଯିବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି | ଚିଠା ଜାତୀୟ ଶିକ୍ଷା ନୀତି…

ସାକ୍ଷ ପ୍ରଦାନକାରୀଙ୍କୁ ଦିଆଯିବ ଆବଶ୍ୟକ ନିରାପତ୍ତା ଓ ସୁରକ୍ଷା

>ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯ ଲାଗୁ କରିଛନ୍ତି। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା ରହିଛି । ୨୦୧୮ରେ କେନ୍ଦ୍ର…

ଓଡିଶା ପାଇଁ ଚଳିତ ରେଳ ବଜେଟରେ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ

 ପ୍ରଧାନମନ୍ତ୍ରୀ  ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ସରକାର ରେଳ ପାଇଁ ଓଡିଶାକୁ ୫ ହଜାର ୯୯୩ କୋଟି ଅର୍ଥ ବଡ ବ୍ୟୟବରାଦ ଭାରତକୁ ଆଗେଇ ନେବ ରାଜ୍ୟରେ ୫ଟି ନୂଆ ରେଳପଥ ପାଇଁ ସର୍ଭେ କରିବାର ଆର୍ଥିକ ବ୍ୟବସ୍ଥା ଚଳିତ…

ବାରିପଦା ରଥଯାତ୍ରା ଅବସରରେ ଚତୁର୍ଥ ଭଜନ ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ

ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଏବଂ ସାଥି କଣ୍ଠଶିଳୀଙ୍କ ଦ୍ୱାରା ଭଜନ ବାରିପଦା-(ଦିଲ୍ଲୀପ  ମହାନ୍ତି ):   ବାରିପଦା ପବିତ୍ର ରଥଯାତ୍ରା -୨୦୧୯ ଅବସରରେ ଚତୁର୍ଥ ସଂଧ୍ୟାରେ  ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର , ସାଥି କଣ୍ଠଶିଳ୍ପୀ ଏବଂ ସ୍ଥାନୀୟ ବାରିପଦାର ଶିଶୁ…

ଗଛରେ ପିଟି ହେଲା ମିନିଟ୍ରକ: ଚାଳକ ଗୁରୁତର

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ-ଭଞ୍ଜନଗର୨୧ନଂ ରାଜ୍ୟ ରାଜପଥର ପଥରା ଛକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ରାସ୍ତା ପାଶ୍ୱର୍ରେ ଥିବା ଆମ୍ବଗଛରେ ଏକ ମିନି ଟ୍ରକ ପିଟି ହୋଇ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଚାଳକ ଜଣକ ରୋହିବାଙ୍କ ଗ୍ରାମର କୃଷ୍ଣଚନ୍ଦ୍ର ସୁବୁଦ୍ଧି(୪୨) ।…

ରଙ୍ଗଣୀପାଟଣାରେ ଖାପ ପଂଚାୟତ : ୫୦ ହଜାର ଜୋରିମାନା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଙ୍ଗଣୀପାଟଣା ଗ୍ରାମରେ ଜଣେ ପଡୋଶୀ ତାଙ୍କ ଗଛରୁ ନଡିଆ ତୋଳିବା ସମୟରେ ନଡିଆ ପଡି ଅନ୍ୟ ପଡୋଶୀଙ୍କ ସଜନା ଡାଳ ଭାଙ୍ଗି ଯାଇଥିଲା । ସଜନା ଡାଳ ଭାଙ୍ଗି ଜିବାରେ ଉତକ୍ଷିପ୍ତ  ହୋଇ ପଡୋଶୀ ଜଣକ ତୋଳା ଯାଇଥିବା ସମସ୍ତ ନଡିଆ ଜବରଦସ୍ତ ନେଇଯାଇଥିଲେ । ଏ ନେଇ…