ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ ନିମନ୍ତେ ଅନଲାଇନରେ କରିହେବ ଆବେଦନ

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଂଟ୍’ ସଫ୍ଟୱେର ଆପ୍ଲିକେଶନ ଚଳିତ ବର୍ଷ ଫେବୃଆରୀରୁ କାର୍ଯ୍ୟକାରୀ ହୋଇଛି । ଇତି ମଧ୍ୟରେ ଅନେକ ସଂସ୍ଥା ଏହାର ସଫଳ ଉପଯୋଗ କରିଛନ୍ତି…

“ହିନ୍ଦୁ ଦ୍ରୋହୀ ଓ ଇସଲାମିକ ଜିହାଦି ଗତିବିଧି ଉପରେ ଅଙ୍କୁଶ ଲଗାଯାଉ “

ବଜରଙ୍ଗଦଲ ପକ୍ଷରୁ ଜିଲ୍ଲାପାଲଙ୍କ ମାଧ୍ୟମରେ ରାଷ୍ରପତିଙ୍କୁ ସ୍ମାରକ ପତ୍ର ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଦେଶରେ ବଢୁଥିବା  ହିନ୍ଦୁ ଦ୍ରୋହି ଓ ଇସଲାମିକ ଜିହାଦି ଗତିବିଧି ଉପରେ ଅଙ୍କୁଶ  ଲଗାଇବା ପାଇଁ ବଲାଙ୍ଗିର ବଜରଙ୍ଗଦଲର ସଦସ୍ୟ ମାନେ ଆଜି  ଜିଲ୍ଲାପାଲ…

ଚାପଗ୍ରସ୍ତ ମଣିଷ ପାଇଁ ହାସ୍ୟବ୍ୟଙ୍ଗ ମହୌଷଧି : ମୁରଲୀ

ବ୍ୟଙ୍ଗ ପତ୍ରିକା ‘ରସଗୁଲା’ ଉନ୍ମୋଚିତ     ଭୁବନେଶ୍ୱର : ତୈମାସିକ ବ୍ୟଙ୍ଗ ପତ୍ରିକା  ‘ରସଗୁଲା’ର ୪ର୍ଥବର୍ଷର ପଞ୍ଚମ ସଂଖ୍ୟା ଭୁବନେଶ୍ୱରସ୍ଥିତ ବିଶ୍ୱ ଓଡ଼ିଆ ସମ୍ମିଳନୀ କାର୍ଯ୍ୟାଳୟଠାରେ ଉନ୍ମୋଚିତ ହୋଇଛି । ବିଶ୍ୱ ଓଡ଼ିଆ ସମ୍ମିଳନୀର ସଭାପତି ଡ଼ ମୁରଲୀ ମନୋହର ଶର୍ମା ମୁଖ୍ୟଅତିଥି ଭାବେ…

ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ

ସୁନ୍ଦରଗଡ/ ହୋରଚାନ୍ଦ ଦେହୁରିଆ :ସୁନ୍ଦରଗଡ଼ ଜିଲ୍ଲାର ହୁର୍ମେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡ ପାଣି ଗ୍ରାମରେ ବିଷାକ୍ତ ଛତୁ ଖାଇ୬ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କୁ କିଞ୍ଜିରକେଲା ମେଡିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମାପିବ ‘୫ ଟି’

ଭୁବନେଶ୍ବର : ଟିମ ୱାର୍କ, ଟ୍ରାନ୍ସପ୍ୟାରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ | ଲୋକମାନଙ୍କୁ ଉତ୍ତମ ତଥା ଲୋକାଭିମୁଖୀ ସର୍ବୋପରି ଉତ୍ତରଦାୟୀ ସରକାର ଯୋଗାଇ ଦେବାପାଇଁ  ଅପରିହାର୍ଯ୍ୟ | ଆଉ ଏହି ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | …

ସାବାସ ବାଲେଶ୍ୱର ପୋଲିସ, ଆମ ରାଜଧାନୀ ଭୁବନେଶ୍ୱରରେ ଇମିତି ହୁଅନ୍ତାନି !!!!

ବାଲେଶ୍ୱର ଏସପିଙ୍କ ପଦକ୍ଷେପକୁ ସହରବାସୀଙ୍କ ସ୍ୱାଗତ ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର-ବିକୃତ ନମ୍ବର ପ୍ଲେଟ ଖୋଲିଦେଲା ପୋଲିସ ବାଲେଶ୍ୱର,(ଉଜ୍ଜ୍ଵଳ କର): ସହର ରାସ୍ତାରେ ଅତ୍ୟନ୍ତ ଦ୍ରୁତଗତିରେ ବାଇକ୍ ଚାଳନା ଏବଂ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ବ୍ୟବହାର ଓ ବିକୃତ…

ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି

ଧାର୍ଯ୍ୟ ସମୟ ମଧ୍ୟରେ ନଦେଲେ କମ୍ପାନୀ ହେବେ କଳା ତାଳିକାଭୁକ୍ତ ଭୁବନେଶ୍ୱର(ଶାସକ ପ୍ରଶାସକ)-ସରକାରୀ ଡାକ୍ତରଖାନା ଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ଭେଟ

ବାରିପଦା(ଦିଲ୍ଲୀପ ମହାନ୍ତି) -ମହାପ୍ରଭୂ  ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଘୋଷ ଯାତ୍ରା ସର୍ବ ଶ୍ରେଷ୍ଠ  ଯାତ୍ରାର ମାନ୍ୟତା ଲାଭ କରିଛି । ହେରାପଞ୍ଚମୀ ରଥ ଯାତ୍ରାର ଏକ ଉପଯାତ୍ରା ଭାବରେ ଗୃହୀତ ହୋଇଛି । ହେରାପଞ୍ଚମୀରେ ମହାପ୍ରଭୂଙ୍କ ଲୌକିକ ଲୀଳାର ରମ୍ୟ ପ୍ରକାଶ ପରିଲକ୍ଷିତ…

ବାରିପଦା ପୌରପରିଷଦ : ଆଉଟ ସୋର୍ସିଙ୍ଗ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ସର୍ବନିମ୍ନ ମାସିକ ୭ ହଜାର ଟଙ୍କା ପାଉଣା ଦେବାକୁ ଠିକାଦାରଙ୍କ ପ୍ରତିଶ୍ରୁତି ପରେ କାର୍ଯ୍ୟରେ ଯୋଗଦେଲେ ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଆଉଟ ସୋର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟକରୁଥିବା ୨୪୦ ସଫେଇ କର୍ମଚାରୀମାନଙ୍କୁ ଠିକାଦାର ନରେନ୍ଦ୍ର ଜେନା ସାଢେ଼ ୩ ହଜାର ଟଙ୍କା…

“ବୃକ୍ଷ ହିଁ ମଣିଷର ପ୍ରକୃତ ବନ୍ଧୁ”

 ବିଲେଇସର୍ଡା ଉଚ୍ଚ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳିତ ବଲାଙ୍ଗିର/ପୁଇଁତଳା-(ନିରୋଜ ମିଶ୍ର) ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଉଚ୍ଚ ବିଦ୍ୟାଳୟର “ସବୁଜିମା”  ଇକୋ କ୍ଲବ  ତରଫରୁ  ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପରିବେଶ ସଚେତନତା…