ଆନ୍ଧ୍ରକୁ ବେଆଇନ  ଭାବେ ବାଲି ଚୋରା-ଚାଲାଣ :  ଧରା ପଡ଼ିଲା ୫ ଟି ଟ୍ରକ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଞ୍ଚଳର ବଂଶଧାରା ନଦୀ ମୁହାଣରୁ ମେସିନ ଦ୍ୱାରା ବାଲି ଉଠାଇ ,  କାଗଜପତ୍ର ଜାଲ କରି ଆନ୍ଧ୍ର ଟ୍ରକ ଯୋଗେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ  ୫ଟି ଟ୍ରକ ଧରାପଡ଼ିଛି । ରାତାରାତି ପୁରୄଟିଗୁଡା ସ୍ଥିତ ବଂଶଧାରା ନଦୀ…

ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା:ଆହତ ଗାଈକୁ ଚିକିତ୍ସା କଲେ ସ୍ଥାନୀୟ ଯୁବକ

ଖବର ପାଇ ପହଁଚିଲେ ଉପଜିଲ୍ଲାପାଳ ବରଗଡ / ପଦ୍ମପୁର ( Gouranga Das )ଆଜି ବିଳମ୍ୱିତ ରାତି ପଦ୍ମପୁର କଲେଜ ରୋଡ଼ରେ ଏକ କାର ଗୋଟେ ଗାଈକୁ ଧକ୍କା ମାରି ଚାଲିଯାଇଥିଲା । ଗାଈ ଟି ଗୁରୁତର ଅବସ୍ଥାରେ ପଡିଥିବା ଦେଖି କିଛି ସ୍ତାନୀୟ ଯୁବକ ତୁରନ୍ତ ଗାଈ ପାଖକୁ ପହଂଛି ବିଳମ୍ବ ନକରି ତାର…

ନୟାଗଡ ନୂତନ ଜିଲାପାଳଙ୍କ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ

ନୟାଗଡ(ବିଶ୍ୱଜିତ ନାୟକ)-ନୟାଗଡ ର ନୂତନ ଜିଲ୍ଲାପାଳ ଭାବେ ଡ.ପୋମା ଟୁଡୁ ଗତ କଲି ତା.୧୬.୦୮.୧୯ରିଖ ସନ୍ଧ୍ୟା ସମୟରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଡ.ଟୁଡୁ ନୟାଗଡର ୨୭ତମ   ଜିଲ୍ଲାପାଳ ତଥା ୨ୟ ମହିଳା ଜିଲ୍ଲାପାଳ ଭାବେ ନୟାଗଡର କାର୍ଯ୍ୟଭାର ଗ୍ରହଣ କରିଛନ୍ତି I ଆଜି…

ମୋବାଇଲର ବ୍ୟାଟେରୀ ବ୍ଲାଷ୍ଟରେ ନାବାଳକ ଗୁରୁତର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚିଂଦେଇକେଲା ପଞ୍ଚାୟତ ମାଲପଡା ଗ୍ରାମର ମଧୁବନ ଭୋଇ ଙ୍କର ପୁଅ ଆଜି ସନ୍ଧ୍ୟାରେ ଏକ ମୋବାଇଲ ଧରି ଖଳୁଥିବା ସମୟରେ ମୋବାଇଲ ର ବେଟ୍ରି ରେ ବ୍ଲାଷ୍ଟ ହେବାରୁ ମହୁବନ ଙ୍କର 12 ବର୍ଷର ପୁଅ ପବିତ୍ର ଭୋଇ ଗୁରୁତର ଆହତ ହୋଇଛନ୍ତି । ପବିତ୍ରର ଦୁଇ ହାତ…

ଜୟ ଜଗନ୍ନାଥ ଯୁବକ ସଂଘ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଜୟପୁରଗଡ଼ ଜୟ ଜଗନ୍ନାଥ ଯୁବକ ସଂଘ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ଯୁବକ ସଂଘର ସଦସ୍ୟ ମାନେ ଗ୍ରାମର ନଳକୂପ, ସ୍କୁଲ ପରିସର, କମ୍ୟୁନିଟି ସେଣ୍ଟର ପରିସର ର…

ଓଡ଼ିଆ ପୁଅ “ଅର୍ଜ୍ଜୁନ” !

ଅର୍ଜୁନ ପୁରସ୍କାର ପାଇଁ ଅତବିରାର ପ୍ରମୋଦ ଭଗତ ଙ୍କର ନାମ ସୁପାରିଶ ବରଗଡ :- ଅତି ଖୁସିର ଖବର । ଓଡ଼ିଆ ପୁଅ ପାଇବେ ଅର୍ଜୁନ ପୁରସ୍କାର ନିଜର କ୍ରୀଡା ନୈପୁଣ୍ୟ ପାଇଁ | ଗତ 16 ଏବଂ17 ତାରିଖ ଖେଳ ପୁରସ୍କାର ପାଇଁ ବସିଥିବା ସିଲେକ୍ସନ କମିଟିର ବୈଠକରେ ଓଡ଼ିଶାର ଜଣାଶୁଣା ବେଡ଼ମିଣ୍ଟନ…

କୃପାଳୁ ଶିଶୁ ସାହିତ୍ୟ ଆସର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାଧିନତା ଦିବସ  , ଶ୍ରୀ ଅରବିନ୍ଦଙ୍କ ଜନ୍ମଦିନ , ସୁରକ୍ଷା ଓ ବିଶ୍ୱାସର ପର୍ବ ରକ୍ଷା ବନ୍ଧନ  ଓ ମହାପ୍ରଭୁ ବଳଦେବଙ୍କ  ଜନ୍ମତିଥି  ଏକା ଦିନରେ।  ପଡ଼ିଥିବାରୁ ଏହି ଅବସରରେ  ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ପାରଲା ସାହି ସ୍ଥିତ ଆପନ୍ନା ପରିଛା…

ଗତ ୮ ଦିନ ତଳ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ 

     ଜୋର ଧରିଛି : ୧୫ ପ୍ରତିଶତ ବିଲ ଏବେ ମଧ୍ୟ ପଡିଆ ପଡ଼ିଛି      ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲାରେ ଗତ ୮ ଦିନ ତଳେ  ଭଲ ଟିକିଏ ଲଗାଣ ବର୍ଷା ହେବା ଫଳରେ  ଚାଷୀକୁଳ ବିଲ ମୁହାଁ ହେବା ସହ ଚାଷ-ବାସ କାର୍ଯ୍ୟ ଜୋର ଧରିଛି । ହେଲେ ମଧ୍ୟ ବର୍ତ୍ତମାନ…

ରାସ୍ତା ନାହିଁ, ଦୋଳାରେ ବୁହାହେଲେ ରୋଗୀ 

http://www.youtube.com/watch?v=epxug4q1cyQ  ଜି ଉଦୟଗିରି(ଗଗନ ପ୍ରଧାନ) ପୁଣି ଦୋଳାରେ ବୁହାହେଲେ ରୋଗୀ । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ସାର୍ତ୍ତୁଲ ଗ୍ରାମ ପଞ୍ଚାୟତର ଡୁଡୁମିଲା ଗାଁର ମାର୍ଜାଙ୍ଗି ରୁପାମାଝୀ ନାମକ ୬୦ବର୍ଷୀୟ…

ମାନ ତେଜିଲେ  ଗଗନ :  ହେଲେ ଓଏଫଡ଼ିସି ଅଧ୍ୟକ୍ଷ, ପାଇଲେ ମୁଖ୍ୟ ସଚିବ ପାହ୍ୟା 

ସୁରେଶ ମହାପାତ୍ର ଡିସି, ପ୍ରଦୀପ୍ତ ମହାପାତ୍ର ଏପିସି  ଭୁବନେଶ୍ୱର : ଇସ୍ତଫା ଦେଇଥିବା ଆଇଏଏସ ଅଫିସର ଗଗନ ଧଳଙ୍କୁ ମନାଇବା ପାଇଁ ରାଜ୍ୟ ସରକାର ଦେଇଛନ୍ତି ତାଙ୍କୁ ନୂତନ ନିଯୁକ୍ତି | ତାଙ୍କୁ ମୁଖ୍ୟ ସଚିବ ପାହ୍ୟା ଦିଆଯାଇ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଛି |  ସୂଚନାଯୋଗ୍ୟ ଯେ…