କିସିଣ୍ଡା ଥାନାରେ ନୂଆ ଆଇଆଇସି 

0 2

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନାରେ ନୂତନ ଆଇଆଇସି ଭାବେ ଚିତ୍ତରଞ୍ଜନ ନାଏକ ଯୋଗଦେଇଛନ୍ତି I ସେ ପୂର୍ବରୁ ଭୂବନେଶ୍ୱର ପୋଲିସ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଥିଲେ | ଜନସାଧାରଣଙ୍କ ସହଯୋଗ ଭିତ୍ତିରେ  କିସିଣ୍ଡା ଥାନା ଅଞ୍ଚଳର ଅପରାଧ ନିୟନ୍ତ୍ରଣ, ଶାନ୍ତି ଶୁଙ୍ଖଳା ବଜାୟୀ ରଖିବାକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀ ନାୟକ  ସୂଚନା ଦେଇଛନ୍ତି I

Leave A Reply

Your email address will not be published.