Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ବିଜେଡିର କର୍ମି ସମ୍ମିଳନୀ : ସରକାରଙ୍କ ଯୋଜନାର ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ବିଧାୟକଙ୍କ ପରାମର୍ଶ
ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ସମସ୍ତ ପଂଚାୟତ ସ୍ତରର କର୍ମି ମାନଙ୍କୁ ନେଇ ଏକ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ବ୍ଳକ ସଭାପତୀ ପରମାନନ୍ଦ ସାହାଙ୍କ…
ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ପାରଳାଖେମୁଣ୍ଡି ସ୍ଥିତ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଅଧିବେଶନ।
ମଞ୍ଚର ସଭାପତି ଇଂ.ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ …
କଳାଞ୍ଜଳି” ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧି ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ "କଳାଞ୍ଜଳି" ସେବା ସଂସ୍ଥା ପକ୍ଷରୁ "ପ୍ରଭା" ଅନୁଷ୍ଠାନ ସହଯୋଗରେ ପାରଳାଖେମୁଣ୍ଡି ଠାରେ ଥିବା ଡାଃ ରବି ନର୍ସିଂ ହୋମ ର ମୁଖ୍ୟ ଡାଃ ଆର:ରବି ଙ୍କ…
ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣରେ ଦାବୀ
ପାର୍ବଣ ଋତୁରେ ରାସ୍ତାରେ ବେଆଇନ ଚାନ୍ଦା ଆଦାୟ ପ୍ରସଙ୍ଗ
ରାୟଗଡା(ସରୋଜ ସାହୁ)ଆଗକୁ ଆସୁଛି ପାର୍ବଣ ଋତୁ ଯଥା, ଗଣେଶ ପୂଜା, ଦୁର୍ଗା ପୂଜା ଓ କାଳୀପୂଜା ଏମିତି ଅନେକ ପୂଜା ଆସୁଥିବା ବେଳେ ବର୍ତମାନ ରାସ୍ତାରେ ଚାନ୍ଦା ଆଦାୟ କରିବା ଏକ ଆଭ୍ୟାସରେ ପରିଣତ ହେଉଥିବା ଦେଖିବାକୁ ମିଳୁଛି ।…
ଆସିଥିଲେ ମନ୍ଦିର , ଖେଳୁଥିଲେ ଜୁଆ
ବରଗଡ / ପାଇକମାଲ:-ବରଗଡ ଜିଲ୍ଲା ପାଇକମାଲ ଥାନା ଏ ଏସ ଆଇ ଶ୍ରୀ ଏସ କେ ସାହୁ ନୃସିଂହନାଥକୁ ପାଟ୍ରୋଲିଂ ରେ ଯାଇଥିବା ବେଳେ କିଛି ଯୁବକ ଜୁଆ ଖେଳୁଥିବା ଦେଖିଥିଲେ । ଶ୍ରୀ ସାହୁ ଏନେଇ ଥାନାକୁ ଜଣାଇବା ପରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ଯୁବକ ମାନଙ୍କ ପାଖରୁ ସମୁଦାୟ ତେର ହଜାର…
ବଲାଣି ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ଶବ : ଆତ୍ମହତ୍ୟା ସନ୍ଦେହ
ବଡ଼ବିଲ (ଶାସକ ପ୍ରଶାସକ): ବଲାଣି ଜଙ୍ଗଲରୁ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ। ପ୍ରାଥମିକ ଅନୁସନ୍ଧାନରୁ ମୃତଦେହଟି ସୀମାବର୍ତ୍ତି ଝାରଖଣ୍ଡ ରାଜ୍ୟର କିରିବୁରୁ ଅଞ୍ଚଳରେ ରହୁଥିବା ଋଷଭ ସିଂହଙ୍କର ବୋଲି ଜଣାପଡ଼ିଛି। ପ୍ରକାଶ ଥାଉ କି ଋଷଭ ଗତ ୧୬…
କ୍ୟାପଟେନ ବାଣ୍ଟିଲେ ଆବାସ କାର୍ଯ୍ୟଆଦେଶ ଓ ଭତ୍ତା
ଧର୍ମଗଡ଼ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ୱାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୨୮ ଗୋଟି ପଞ୍ଚୟତ ର ହିତାଧିକାରୀ ଉପକୃତ ହୋଇଛନ୍ତି । ୨୪୫ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ,ଇନ୍ଦିରା…
ପୁଜି ପାରିଲେନି ଖୁଦୁରୁକୁଣୀ, ପ୍ରାଣ ନେଇଗଲା ଅତଳ ପାଣି
କିଶନନଗର ସୁକୁପାଇକା ନଦୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ
କିଶନନଗର : କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ସଫିପୁର ଗ୍ରାମର ଦୁଇ ନାବାଳିକା ଭଉଣୀ(ଦାଦା ଝିଅ ବଡବାପା ଝିଅ) ଖୁଦୁରୁକୁଣୀ ଓଷା ପାଇଁ ଆଜି ସକାଳୁ ସୁକୁପାଇକା ନଦୀକୁଳକୁ ଫୁଲ ତୋଳିବାକୁ ଯାଇଥିଲେ।…
ପୁଣି ଦେଖାଇଲେ ମଣିଷପଣିଆ ମନ୍ତ୍ରୀ ସୁଶାନ୍ତ ସିଂ
ରାସ୍ତାରୁ ଦୁଇ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା
ସୋହେଲା / ବରଗଡ :- କୌଣସି ଲୋକଙ୍କୁ ଅସୁବିଧାରେ ପଡିଥିବା ଦେଖିବାକୁ ପାଇଲେ ହଠାତ ତାଙ୍କ ପାଦ ଅଟକିଯାଏ, ଗାଡିର ବ୍ରେକ ଲାଗିଯାଏ | ଦୁର୍ଗତ ବ୍ୟକ୍ତିକୁ ସାହାଯ୍ୟ କରି ତାକୁ ନିଶ୍ଟିତ ସମାଧାନ ବା ଆଶ୍ବସ୍ତି ସ୍ତରରେ…
ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଶାସକ ପ୍ରଶାସକ) – ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କର ସଫଳତା କାମନା…