Sign in
Sign in
Recover your password.
A password will be e-mailed to you.
ନୂଆଁ ଢଙ୍ଗରେ ନିଶା କାରବାର ,ନିଶା ହୋଲସେଲର ଗିରଫ
ବିପୁଳ ପରିମାଣରେ କଫ ସିରଫ ଜବତ
ବରଗଡ :- କଫ ସିରଫ ନିଶା କବଳରେ ଯୁବ ସମାଜ । ବରଗଡ଼ ଜିଲ୍ଲାର ସହର ଠାରୁ ଗ୍ରାମ ପର୍ଯନ୍ତ ସବୁଠି ନିଶା ବ୍ୟବସାୟୀ ଙ୍କର କବଜାରେ ନିଶାଖୋର ଯୁବ ସମାଜ । ମାତ୍ର କିଛି ଟଙ୍କାର ଲୋଭରେ କିଛି ବଦମାସ ପ୍ରକୃତିର କୁଚକ୍ରି ଲୋକ ଏହି ନିଶା କାରବାରରେ ସିଧାସଳଖ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ଆହତ
ବରଗଡ / ପାଇକମାଲ :- ଆଜି ପାଇକମାଲ ଝାରବନ୍ଧ ମୁଖ୍ୟ ରାସ୍ତାର ହୀରାପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ 12 ବର୍ଷ ବୟସର ନାବାଳକ ସହିତ ଝାରବନ୍ଧ ଥାନା ଅନ୍ତର୍ଗତ ସରଗୁଲ ଗ୍ରାମର ଲବ ଡନସନା ନାମକ ଜଣେ ଯୁବକ ଗୁରୁତର ଆହତ ହେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଲବ ବାଇକ…
ପରୀ-୩ କାର୍ଯ୍ୟକ୍ରମ : ନିଖୋଜ ଶିଶୁଙ୍କୁ ଖୋଜିବାକୁ ରାଜ୍ୟବାହାରକୁ ଗଲେ ୮ ଟିମ୍
ଭୁବନେଶ୍ୱର, (ଶାସକ ପ୍ରଶାସକ):ରାଜ୍ୟରୁ ନିଖୋଜ ହୋଇଥିବା ଶିଶୁମାନଙ୍କୁ ରାଜ୍ୟ ଭିତରେ ତଥା ରାଜ୍ୟବାହାରେ ଖୋଜି ଠାବ କରିବା ପାଇଁ ଓଡ଼ିଶା ପୋଲିସ୍ ଆୟୋଜନ କରୁଥିବା ସ୍ୱତନ୍ତ୍ର ଅଭିଜାନରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିବିଭାଗ ସହଭାଗୀ ହୋଇଛିା ଚଳିତବର୍ଷ…
ଦୁର୍ଗତଙ୍କ ପାଖରେ ପହଁଚିଲେ ଧର୍ମେନ୍ଦ୍ର : ସମୀକ୍ଷା କଲେ, ସହାୟତାର ଦେଲେ ନିର୍ଭର ପ୍ରତିଶ୍ରୁତି
ପଶ୍ଚିମ ଓଡିଶାରେ ବନ୍ୟା ପରିସ୍ଥିତି: ଆକାଶ ମାର୍ଗରୁ ଅନୁଧ୍ୟାନ ସହ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ, ଏମ.ରାମପୁର, କାର୍ଲାମୁଣ୍ଡା, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ,…
ଏବିଭିପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୧୭ ଶନିବାର ବାରିପଦା ପୌରପରିଷଦର ମୁର୍ଗାବାଡ଼ିଠାରେ ଥିବା ପ୍ରୟାସ ସମ୍ମିଳନୀ କକ୍ଷରେ ବିଶ୍ୱର ସର୍ବବୃହତ୍ ଛାତ୍ର ସଙ୍ଗଠନ ବୋଲି ଦାବି କରାଯାଉଥିବା ଏବିଭିପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କରୁଥିବା ଦୁଇ ଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…
୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନେବ ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ
ଭାରତ-ଆମେରିକା ଫୋରମ କାଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
୨୦୩୫ ପର୍ଯ୍ୟନ୍ତ ଭାରତରେ ଉର୍ଜା ବ୍ୟବହାର ପ୍ରତିବର୍ଷ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି, ଯାହା ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥ ବ୍ୟବସ୍ଥାରୁ ଅଧିକ
ବିଶ୍ୱ ଉର୍ଜା ପୁଞ୍ଜି ନିବେଶ ୨୦୧୯ ରିପୋର୍ଟ ଅନୁଯାୟୀ ମୋଦିଙ୍କ…
ଏବିଭିପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୧୭ ଶନିବାର ବାରିପଦା ପୌରପରିଷଦର ମୁର୍ଗାବାଡ଼ିଠାରେ ଥିବା ପ୍ରୟାସ ସମ୍ମିଳନୀ କକ୍ଷରେ ବିଶ୍ୱର ସର୍ବବୃହତ୍ ଛାତ୍ର ସଙ୍ଗଠନ ବୋଲି ଦାବି କରାଯାଉଥିବା ଏବିଭିପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କରୁଥିବା ଦୁଇ ଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…
ରାଜ୍ୟ ତଥା ଦେଶର ଉନ୍ନତି କଳ୍ପେ ସମସ୍ତେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପ୍ରତାପ ଦେଲେ ଆହ୍ୱାନ
ମୟୂରଭଞ୍ଜ : ଜିଲ୍ଲା ସଦରମହକୁମା ବାରିପଦାରେ ୭୩ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି): ମୟୂରଭଞ୍ଜ ଜିଲ୍ଲା ମହକୁମା ବାରିପଦାଠାରେ ୭୩ତମ ସ୍ୱାଧିନତା ଦିବସ-୨୦୧୯ ଜାତୀୟ ଉସôବ ବିଭିନ୍ନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ…
ବିଜୁ ଭବନରେ ସାନନ୍ଦ ପାଳିଲେ ୪୯ତମ ଜନ୍ମ ଦିବସ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ ୧୫ ଗୁରୁବାର ବାରିପଦା ବିଜଦର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ପରିସରରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାନନ୍ଦ ମାର୍ଣ୍ଡି କେକ୍ କାଟି ପାଳିଥିଲେ ତାଙ୍କର ୪୯ ତମ ଜନ୍ମ ଦିବସ । ଏହି…
ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଠକେଇ
ନୂଆପଡା(ଅମିତ ପୁରୋହିତ);ନୂଆପଡା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ଗାଁରେ ଥିବା ଏକ SBI ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଠକେଇ । ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସ୍ମିତ ପି ପରମାର ସୂଚନା ଦେବା ମତେ ଲଖନା…