ଗାଁ ମୁହାଁ ଜୀବଜନ୍ତୁ ; କୂଅରେ ପଡି ହରିଣର  ମୃତ୍ୟୁ 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ଦିନକୁ ଦିନ ଜଙ୍ଗଲ ସଂପଦ ନଷ୍ଟ ହେବା ଯୋଗୁଁ ଜଙ୍ଗଲରେ ବାସ କରୁଥିବା ଜୀବ ଜନ୍ତୁ ଗାଁ ମୁହାଁ ହେଉଥିବା ଏବଂ କୁକୁର ହାବୁଡରେ ଅଥବା ଲୋକମାନଙ୍କର ହାବୁଡରେ ପଡି ମୃତୁ୍ୟ ବରଣ କରୁଥିବା ଖବର ରେଢାଖୋଲ ଅଂଚଳରେ ନିତ୍ୟନୈମିତିକ ଘଟଣା । ଏ ଦିଗରେ…

ଆସ ଥରେ ବୁଲିଯିବା ପର୍ଯ୍ୟଟନ ପୀଠ ଭୀମମଣ୍ଡଳୀ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ସମ୍ବଲପୁର ଜିଲ୍ଲା ବହୁ ତୀର୍ଥ ସ୍ଥଳୀର ସମାହାର । ଅଥଚ ଏହାର ବହୁ ପର୍ଯ୍ୟଟନ କ୍ଷେତ୍ର ଲୋକ ଲୋଚନକୁ ଆସିପାରି ନାହିଁ । ସେହିପରି ପର୍ଯ୍ୟଟନ ମାନଚିତ୍ରର  ଅନ୍ତରାଳରେ ରହିଛି ଏକ ଅପରିଚିତ ଅନନ୍ୟ ପୀଠ ଭୀମମଣ୍ଡଳୀ । ଏହାକୁ ମଧ୍ୟ  କେହି କେହି…

ପାଣି ରେ ବୁଡି ଦୁଇ ଯୁବକ ମୃତ୍ୟୁ  

ସିନାପାଲି ରୁ ନିରାକାର ମେହେର: ଏକ ଅଘଟଣ ଘଟି ଯାଇଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମହା ଗାଁରେ | ସିନାପାଲି ଓ ମହାଗାଁ ସଂଯୋଗ କରୁଥିବା ଧାଁଙ୍ଗରି ଜୋର ବ୍ରିଜ ନିକଟ ରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ଦୁଇ ଯୁବକ ମୃତ୍ୟୁ ବରଣ କରିଛନ୍ତି  !ସୂଚନା ଅନୁସାରେ ଝାରଖଣ୍ଡ ରେ ଚାରିଜଣ…

କୋକସରା ପଂଚାୟତ ସମିତି ପକ୍ଷରୁ ସ୍ୱାଧୀନତା ଦିବସ

ଧର୍ମଗଡ଼ ରୁ ସୁଶାନ୍ତ ରାଉତ-କଳାହାଣ୍ଡି ଜିଲ୍ଲା କୋକସରା ପଂଚାୟତ ସମିତି ତରଫରୁ 73 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଆଜି କୋକସରା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସଭ୍ୟା ରାଣୀ ବାଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ l କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ ମାନେ ଜାତୀୟ…

ଏମାଟିର ବରପୁତ୍ର କାଳଜୟୀ ସ୍ରଷ୍ଟାଙ୍କ ପାଇଁ ଜଗତସିଂହପୁର ଆଜି ବିଶ୍ୱବନ୍ଦ୍ୟ : ଜିଲ୍ଲାପାଳ

ଜଗତସିଂହପୁର ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ସଦରମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ୭୩ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ…

ଜରାଳୀ ନଦୀରୁ ଅଜଣା ଶବ ଉଦ୍ଧାର 

ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ସହର ମଧ୍ୟଦେଇ ପ୍ରବାହିତ ଜରାଳୀ ନଦୀର ତକଟପୁର ଭିଆଇପି କଲୋନୀ ନିକଟରେ ଆଜି ଏକ ଯୁବତୀର ଶବ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟ ବାସିନ୍ଦା  ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ଲକ୍ଷ୍ମୀପୋଷି…

 ଓଡଗାଁ ଅଂଚଳରେ ସ୍ୱାଧିନତା ଦିବସ ପାଳିତ 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର)ଓଡଗାଁ ସ୍ଥାନୀୟ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଓଡଗାଁ ବ୍ଲକ ଚେୟାରମ୍ୟାନ ମମତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ । ଅନେକ ମହାପୁରୁଷ ପ୍ରାଣବଳି ଦେଇ ଆମପାଇଁ ଆଣିଦେଇଥିଲେ ଏ…

ଓଡଗାଁ ଏନଏସିର ଅବହେଳା :  ଡ୍ରେନ ନିର୍ମାଣରେ ବିଳମ୍ବ, କାନ୍ଥ ଭୁସୁଡିଲା

  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଏନଏସିର ପାଟଣା ସାହିରୁ ଛାମୁସାହି ରାସ୍ତା କଡ ଡ୍ରେନ ନିର୍ମାଣ କାର୍ଯ୍ୟ ବଳମ୍ବ ହେବାରୁ ଏବଂ ଲଗାଣ ବର୍ଷା ଯୋଗୁଁ ଘରକାନ୍ଥକୁ ଲାଗି ଡ୍ରେନ ପାଇଁ ଖୋଳା ଯାଇଥିବା ଖାତରେ ପାଣି ପସିବାରୁ ଗୁରୁବାର ରାତିରେ ଦୁଖୀ ସୀଠ(୭୨)ଙ୍କ ଘରକାନ୍ଥ ଭୁସୁଡି ଜିବାରୁ…

ଓଡଗାଁରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  :  ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଓ ନନ୍ଦିଘୋର ଜବାହାର ବିଦ୍ୟାପୀଠ ସବୁଜ ପୃଥିବୀ ଗଠନ ପାଇଁ ସ୍ୱାଧିନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ  ଅନୁଷ୍ଠିତ  ହୋଇଯାଇଛି । ଓଡଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଏହି…

ପରୀରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଝିଅକୁ ପଢାନ୍ତୁ, ଝିଅକୁ ବଂଚାନ୍ତୁ ଏବଂ ବାଲ୍ୟବିବାହକୁ ନା ବାର୍ତ୍ତା ନେଇ  ନୟାଗଡ ଜିଲ୍ଲା ପ୍ରଶାସନ ସହଯୋଗରେ ବାହାରିଥିବା ପରିରଥ ଓଡଗାଁ ବ୍ଲକ ପରିକ୍ରମା କରିଥିଲା । ଓଡଗାଁ ଏନଏସି, ରଙ୍ଗଣୀ ପାଟଣା, ପନ୍ତିଖାରୀ, ରବିଗାଡିଆ ଏହିଭଳି ୧୦ଟି ପଂଚାୟତ…