Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ରେଳମନ୍ତ୍ରୀ
ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ପୃଥକ ପୃଥକ ଟ୍ରେନ ଚଳାଚଳ କରିବାକୁ ପିୟୂଷ ଗୋଏଲଙ୍କ ଘୋଷଣା
ଜୁଲାଇ ୧୮ରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ…
ବାଲିଗୁଡା ବିଧାୟକ ଚକ୍ରମଣିଙ୍କ ଵିଲାମାଲ ଜିପି ଗସ୍ତ : ୨୧୬ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ
ଜି ଉଦୟଗିରି/ ଗଗନ ପ୍ରଧାନ : ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହର ବିଲାମାଳ ଗ୍ରାମ ପଞ୍ଚାୟତ ଠାରେ ଆବାସ ଯୋଜନାରେ ୨୧୬ ହିତାଧିକାରୀଙ୍କୁ କାର୍ଯ୍ୟ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ବିଜେଡି ବ୍ଳକ ସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ, ଚେୟାରମ୍ୟାନ ଶ୍ରୀ ପ୍ରକାଶ…
ବିଧାୟକ ଅଧିରାଜଙ୍କୁ ମହିଲା ଡିଗ୍ରୀ କଲେଜ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ
ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ମହିଲା ଡିଗ୍ରୀ କଲେଜ ତରଫ ରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଏହାପରେ ବିଧାୟକଙ୍କ ନବନିର୍ମିତ ମହାବିଦ୍ୟାଳୟ ବିଲଡିଂ ପରିଦର୍ଶନ ପରେ ବୃକ୍ଷ ରୋପଣ କରିଛନ୍ତି ।
ଏକ ଭବ୍ୟ ସମାରୋହରେ ନବନିର୍ବାଚିତ ବିଧାୟକ ଅଧିରାଜ…
ରିଲିଫ ଓ ଥଇଥାନ ପାଇଁ ନରସିଂହ ଦାବି କଲେ ୧୦୦୦ କୋଟି ସହାୟତା
ବନ୍ୟା ବିତ୍ପାତ : ବଲାଙ୍ଗିରରେ ରାଜସ୍ୱ ମନ୍ତ୍ରୀ ଓ ଏସଆରସି କଲେ ସମୀକ୍ଷା
ବଲାଙ୍ଗୀର(ନିରୋଜ ମିଶ୍ର)- ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ହୋଇଯାଇଥିବା ଭୟଙ୍କର ବନ୍ୟାରେ ଲୋକେ ନାଇଁ ନ ଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ଏ ସବୁର ସମୀକ୍ଷା, ଲୋକେ ଠିକ୍ ହିସାବରେ…
ବ୍ଲକ ପ୍ରଶାସନର ଲାଞ୍ଚଖୋର ମାନସିକତାକୁ ବରଦାସ୍ତ କରିବ ନାହିଁ ଦଳିତ ଅଧିକାର ମଞ୍ଚ :
ଦଳିତ ଅଧିକାର ମଞ୍ଚ ପକ୍ଷରୁ ବ୍ଲକସ୍ତରୀୟ ସଭା
ନୂଆପଡା /ପ୍ରିୟବ୍ରତ ପଣ୍ଡା : ବୋଡ଼େନଠାରେ ଦଳିତ ଅଧିକାର ମଞ୍ଚର ଜିଲ୍ଲା ସଭାପତି କମଲ ଚରଣ ତାଣ୍ଡିଙ୍କ ଆହ୍ୱାନ କ୍ରମେ ଏକ ବ୍ଲକ୍ ସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମାଜସେବୀ ତଥା ଆମ୍ବେଦକରବାଦୀ ନେତା ଶ୍ରୀମାନ ଉପେନ୍ଦ୍ର…
ବର୍ଷା ଧୋଇନେଲା ରାସ୍ତା,ଗାଁକୁ ଯାତାୟତ ଠପ୍ : ତୁରନ୍ତ ମରାମତି ଦାବି
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ରବିବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ରେଢ଼ାଖୋଲ ସବ୍ଡିଭିଜନ ନାକଟିଦେଉଳ ବ୍ଲକ ଶିମିଳିପାଳ ଗାଁ କୁ ଯାଇଥିବା RD ରାସ୍ତା ଧୋଇ ହୋଇଯାଇଛି I ଏହି ରାସ୍ତା ଦେଇ ଶିହିଳିଆ ,ଶରଧାପୁର , ବନ୍ଧୁପାଲି ଓ ଶିମିଳିପାଳ ଲୋକେ ଯାତାୟତ କରିଥନ୍ତି…
ସାଧାରଣ ନିର୍ବାଚନ ପରେ ପଦ୍ମପୁର ଏନଏସିରେ ବିଧାୟକଙ୍କ ପ୍ରଥମ ସମୀକ୍ଷା ବୈଠକ।
ପଦ୍ମପୁର/ଶାସକପ୍ରଶାସକ- ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଏନଏସି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଠାକାର ଡ୍ରେନେଜ ବ୍ୟବସ୍ଥା କଥା ନ କହିବା ଭଲ । ସବୁ ଡ୍ରେନ ପଲିଥିନ ଯୋଗୁଁ ଜାମ ହୋଇ ପଡ଼ିଥିବା ବେଳେ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ ଅଫିସରେ କେହି ନାହାନ୍ତି । ଅଳ୍ପ…
ସିଆରପିଏଫ ଓ ସମ୍ବାଦ- ଆମ ଓଡିଶା ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ୭୨ ୟୁନିଟ ରକ୍ତ ସଂଗ୍ରହ
ରାୟଗଡା (ସରୋଜ ସାହୁ) – ଯୁବ ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ- ଆମ ଓଡିଶା- ସିଆରପିଏଫ ମିିଳିତ ଆନୁକୁଲ୍ୟରେ ରାୟଗଡାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ କ୍ୟାମ୍ପସରେ ଅନୁଷ୍ଠିତ ଶିବିରରୁ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସିଆରପିଏଫ ୪ର୍ଥ ବାୟାଲିୟନ୍…
ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବରିଷ୍ଠ ସାମ୍ବଦିକ ତଥା ରାଜନୈତିକ ଭାଷ୍ୟକାର ରଣଜିତ୍ ଗୁରୁ ଓ ଦୂରଦର୍ଶନର ସମ୍ବାଦ ପାଠିକା ନୀଳିମା ଶର୍ମା ଙ୍କର ଅକାଳ ବିୟୋଗରେ ରେଢ଼ାଖୋଲ ଉପଖଣ୍ଡ ସାମ୍ବଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି I ସଂଘ ର ସଭାପତି…