୧୫ ଦଫା ଦାବି ପୂରଣ ନିମନ୍ତେ ବିଦ୍ୟୁତ କର୍ମଚାରୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକ…

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ପାୱାର ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ବିଦୁ୍ୟତ୍ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟକ୍ଷମତାକୁ ଅଧିକ ତ୍ୱରାନ୍ୱିତ କରାଇବା ଉଦେ୍ଧଶ୍ୟରେ ସଙ୍ଘର ବରିଷ୍ଠ  କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି…

ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ନୂଆପଡା.(ଅମିତ ପୁରୋହିତ); ସ୍ଥାନୀୟ ନୂଆପଡା ଘରୋଇ ବସ ମାଲିକ ସଂଘ ସଭାଗୃହରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଆସନ୍ତା ପାର୍ବଣୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଦୁର୍ଗାପୂଜାକୁ କିପରି ବହୁ ଆଡମ୍ବର ସହକାରେ ପାଳନ କରାଯିବ ସେଥି ନିମନ୍ତେ…

୨୨ ଶହ ମଦ ପାଉଜ ଜବତ, ୨ ଗିରଫ

ନୂଆପଡା.(ଅମିତ ପୁରୋହିତ); ନୂଆପଡା ଜିଲ୍ଲା ଜୋଙ୍କ ଥାନା ପୋଲିସ ଚଢଉ କରି ଆନ୍ତଃ ରାଜ୍ୟ ଚୋରା ଚାଲାଣ କରୁଥିବା ୨ ମଦ ବ୍ୟବସାୟୀ ଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୨୨ ଶହ ଦେଶୀ ମଦ ପାଉଜ ଜବତ କରିଛି । ଗିରଫ ମଦ ବ୍ୟବସାୟୀ ହେଲେ ଲକ୍ଷ୍ମଣ ସିଂ ଠାକୁର (୩୨), ସୁରନ୍ଜିତ ସିଂ ଠାକୁର (୨୬) ।…

ଜଗତସିଂହପୁର:ଜିଲ୍ଲାର ଅଧିକ ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ବ୍ୟାଙ୍କରଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ 

ଜଗତସିଂହପୁର:(ରମେଶ ମହାନ୍ତି)- ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲାରେ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଏକ ଜିଲାସ୍ତରୀୟ କର୍ମଶାଳା ନାବାର୍ଡ ବ୍ୟାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଆନ୍ତଃ ରାଜ୍ୟ ଗଂଜେଇ ଚୋରା ଚାଲାଣ : ୪୬ କେଜି ଗଂଜେଇ ଜବତ, ୩ ଗିରଫ

ନୂଆପଡ଼ା(ଅମିତ ପୁରୋହିତ): ନୂଆପଡ଼ା ଅବକାରୀ ବିଭାଗ ଆନ୍ତଃ ରାଜ୍ୟ ଗଂଜେଇ ଚୋରା ଚାଲାଣ ରାକେଟ  ଠାବ କରିବାରେ ସଫଳ ହୋଇଛି । ଓଡିଶାରୁ ହରିୟାଣାକୁ ଗଂଜେଇ ଚୋରା ଚାଳାଣ ବେଳେ ୪୬ କେଜି ଗଂଜେଇ ଜବତ କରି ୩ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣା…

ବିନିତ ଅଗ୍ରୱାଲ ନୂଆପଡ଼ା ନୂତନ ଏସପି

ନୂଆପଡ଼ା(ଅମିତ ପୁରୋହିତ) : ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ନୂତନ ଆରକ୍ଷୀ ଅଧିକ୍ଷକ(ଏସପି) ଭାବେ ବିନିତ ଅଗ୍ରୱାଲ ନିଯୁକ୍ତ ହୋଇଛନ୍ତି । ସେ କନ୍ଧମାଲ ଜିଲ୍ଲା ବାଲିଗୁଡା ଏସଡ଼ିପିଓ  ଭାବେ କାର୍ଯ୍ୟରତ ଅଛନ୍ତି । ୨୦୧୫ ରେ ଭାରତୀୟ ପୁଲିସ ସେବା(ଆଇପିଏସ)…

“ଭଞ୍ଜମାଟିର ଯୁବପିଢ଼ୀମାନଙ୍କ ନିମନ୍ତେ ବିତନୁ ଏକ ଆଦର୍ଶ”

ବାରିପଦା(ଦିଲ୍ଲୀପ ମହାନ୍ତି )- ଭଞ୍ଜମାଟିର ଯୁବପିଢ଼ୀମାନଙ୍କ ନିମନ୍ତେ ବିତନୁ ନାୟକ ଏକ ଆଦର୍ଶ ହୋଇ ରହିବେ ବୋଲି ସ୍ଥାନୀୟ ରୋଟାରୀ କ୍ଲବ ସଭାଗୃହରେ ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମୟୂରଭଞ୍ଜର ସଂଗ୍ରାମୀ ଯୁବକ ତଥା ଭଞ୍ଜଦୂତ ପତ୍ରିକାର ପୂର୍ବତନ…

ଜିଲ୍ଲାସ୍ତରୀୟ ସ୍କାଉଟ ମାଷ୍ଟର,  ଗାଇଡ଼ କ୍ୟାପଟେନ ଓ ଜୁନିୟର ରେଡ଼କ୍ରସ କାଉନସିଲର ବାର୍ଷିକ ସମ୍ମିଳନୀ

 ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ ୨୦ ସୋମବାର ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସ୍କାଉଟ ମାଷ୍ଟର,  ଗାଇଡ଼ କ୍ୟାପଟେନ ଓ ଜୁନିୟର ରେଡ଼କ୍ରସ କାଉନସିଲର ବାର୍ଷିକ ସମ୍ମିଳନୀ ୨୦୧୯-୨୦ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ…

କେଡେ ଦାୟିତ୍ବହୀନ ସ୍ୱାସ୍ଥ୍ୟ ବିଭାଗ : ପିଲାଙ୍କୁ ଦିଆଗଲା ଏକ୍ସପାଇରୀ ଔଷଧ  

ଓଲଟା ଗାଲୁଆମୀ " ଏକ୍ସପାରୀ ତାରିଖ ଯିବାର ମାସେ ପର୍ଯ୍ୟନ୍ତ ବି ଖାଇ ହେବ" ବଲାଙ୍ଗିର( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍‌ ଅଞ୍ଚଳରେ ଏକ୍ସପାରୀ କୃମି ଔଷଧ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଗତ ଦୁଇରୁ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ…

ଅଟୋ ଚାଳକଙ୍କୁ ଆକ୍ରମଣ ,୫ ଗିରଫ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ରେଢ଼ାଖୋଲ ବ୍ଲକ ର ଜଣେ ଅଟୋ ଚାଳକ ଙ୍କୁ ମଦ ବୋତଲ ରେ ମୁଣ୍ତ ରେ ପିଟି ଆକ୍ରମଣ କରିଥିବା ଅଭିଯୋଗରେ ରେଢ଼ାଖୋଲ ପୋଲିସ୍ ୫ଜଣଙ୍କୁ ଗିରଫ କରିଛି I ସେମାନେ ହେଲେ ,ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ଥାନା ଭଣ୍ଡାରିମୁଣ୍ଡା ଗ୍ରାମର…