ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ରାୟପୁର ପୋଲିସ

2

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ଛତିଶଗଡ଼ ରାୟପୁର କୁ ଯାଉଥିବା ବଡ଼ପଣ୍ଡା ବସ ରାଇପୁର ପହଂଛିବା ପରେ ରାୟପୁର ପୋଲିସ ଏହି ବସ ଉପରେ ଚଢ଼ାଉ କରି ପ୍ରାୟ 16 kg ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ସହିତ ବହୁ ପରିମାଣରେ ପ୍ରତିବନ୍ଧିତ ଗୁଟକା ମଧ୍ୟ ଜବତ କରିଛି ରାୟପୁର ପୋଲିସ । ବସ ର ଡ୍ରାଇଭର ଓ କଣ୍ଡକ୍ଟର କୁ ଗିରଫ କରିବା ସହିତ OR 17J 9244 ବସ କୁ ଅଟକ ରଖିଛି ।

Leave A Reply

Your email address will not be published.