ଓଡିଶାକୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ୩୩୩୮କୋଟି ‘ଫୋନୀ’ ସହାୟତା : ଓଡିଶାବାସୀଙ୍କ ପାଇଁ ମୋଦି ସରକାରଙ୍କ…

 ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଲେ  ଓଡିଶାର ଲୋକମାନଙ୍କ ପାଇଁ ରିଲିଫ୍ ଓ ପୁନଃ ଥଇଥାନ କାମକୁ ତ୍ୱରାନ୍ୱିତ କରିବ  ‘ରାଜ୍ୟ ସରକାରଙ୍କୁ ୩୪୦ କୋଟି ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିଲା  ୬ ମଇ ପ୍ରଧାନମନ୍ତ୍ରୀ ମୋଦି ‘ଫୋନି’ ପ୍ରଭାବିତ…

ସ୍କୁଲର ଅବସ୍ଥା ସାଙ୍ଘାତିକ ,ଗେଟରେ  ତାଲା ପକାଇଲେ ଅଭିଭାବକ

ଖବର ପାଇ ପହଁଚିଲେ ପାଇକମାଳ ବିଡ଼ିଓ, ନେଲେ "ଅନ ଦି ସ୍ପଟ ଡିସିସନ" ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଗଞ୍ଜାଡାବର ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅବିଭାବକ ଓ ଗ୍ରାମବାସୀମାନେ  ସ୍କୁଲ ଗେଟରେ ତାଲା ପକାଇବା ସହିତ ଛୁଆ ମାନଙ୍କୁ ଧରି ଗେଟ ସାମନାରେ ଧାରଣାରେ ବସିଥିଲେ।…

ରୋଗୀଣା ବୋଲି ହଷ୍ଟେଲରୁ ତଡ଼ା ଖାଇଲେ ଦଶମ ଶ୍ରେଣୀ ଛାତ୍ରୀ !!

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ,ଭଉଣୀର ଚିକିତ୍ସା ପାଇଁ ଦାଦନ ଯାଇଛି ଭାଇ   ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : ଜାତି ଓ ଜନଜାତି ଛାତ୍ରୀ ନିବାସମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା, ସେବାଶ୍ରମ ରହି ପାଠ ପଢିବା  ଖାଇବl ସହ ରୋଗରେ ଆକ୍ରାନ୍ତ ହୋଇଲେ…

ତାତିଲେ ମହିଳା, ଦଲକି ଦୁଲୁକିଲା 

ନିଶାମୁକ୍ତି ଅଭିଯାନରେ ରାଜରାସ୍ତାକୁ ଓହ୍ଲାଇଲେ ଠାକୁରାଣୀ-ଦଲକି ଗ୍ରାମର ମହିଳା ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀ ଓ ଦଲକି ଗ୍ରାମର ମହିଳାମାନେ ଏକାଠି ହୋଇ ନିଶାମୁକ୍ତି ନିମନ୍ତେ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଶତାଧିକ ମହିଳା ନିଶାମୁକ୍ତି…

ଜିଲ୍ଲାପ୍ରଶାସନ ପକ୍ଷରୁ ଜନଅଭିଯୋଗ ଶୁଣାଣୀ:୬୭ ଅଭିଯୋଗ ଆଗତ

ଭଦ୍ରକ(Satyabhusan Swami) : ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତ୍ତମ…

 କମ ବୟସରେ ବାହାଘର ନ କରାଇବା ପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତ ହେଲା କାର୍ୟ୍ୟଖସଡା :ଗଠିତ ହେଲା ଟାସ୍କ ଫୋର୍ସ 

ରାୟଗଡ ଜିଲ୍ଲାରେ ସମସ୍ତ ଶିଶୁ ନିୟମିତ ବିଦ୍ୟାଳୟ ଯିବେ, ଶିଶୁ ନିଜେ ଦକ୍ଷ ହେବେ  ରାୟଗଡ(ସରୋଜ ସାହୁ)  : ଜିଲ୍ଲା ପ୍ରଶାସନ, ରାୟଗଡ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଆୟୋଜନକ୍ରମେ କିଶୋର ଓ କିଶୋରୀମାନଙ୍କୁସଶକ୍ତ କରିବା ଓ ବାଲ୍ୟ ବିବାହ…

ମୟୂରଭଞ୍ଜ: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନା ସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ 

ବାରିପଦା-(ଦିଲ୍ଲୀପ ମହାନ୍ତି )-ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରୁଥିବା ବାରିପଦା, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଆଦି ଚାରୋଟି ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନାସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ…

ଜାତୀୟସ୍ତରୀୟ ମୟୂରଭଞ୍ଜ ଚିତ୍ର ପ୍ରଦର୍ଶନୀ  ଅଗଷ୍ଟ ୨୨ରୁ

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୨୨ରୁ ୨୫ ପର୍ଯ୍ୟନ୍ତ ୪ ଦିନ ଧରି ମୟୂରଭଞ୍ଜ ମହାରାଜାଙ୍କ ବାରିପଦା ବେଲଗଡ଼ିଆସ୍ଥିତ ରାଜପ୍ରାସାଦ ପରିସରରେ ରାଜପରିବାର ପକ୍ଷରୁ ସ୍ଥାପିତ ମୟୂରଭଞ୍ଜ ଫାଉଣ୍ଡେସନ ଦ୍ୱାରା ଜାତୀୟସ୍ତରୀୟ ମୟୂରଭଞ୍ଜ ଚିତ୍ର ପ୍ରଦର୍ଶନୀ କୋଲକାତା, ଦିଲ୍ଲୀ , ମୁମ୍ବାଇ ଓ…

 କି ଅମାନବୀୟ : ଗୁଣିଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ନିର୍ମମ ହତ୍ୟା 

ଯୋଡ଼ା (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନୟାଗଡ଼ ନିକଟସ୍ଥ ନେଙ୍କଡ଼ାପାଲୀ ଗ୍ରାମରେ ଜୈନେକ ମହିଳା ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡାଙ୍କୁ ଗୁଣି ଗାରେଡି ସନ୍ଦେହରେ  ନୃଶଂସ ଭାବେ ସଂଘବଦ୍ଧ ହୋଇ ହତ୍ୟା କରାଯାଇଛି।   ସୂଚନା ଅନୁଯାୟୀ. ରାମ ମୁଣ୍ଡାଙ୍କ ଝିଅ…