Sign in
Sign in
Recover your password.
A password will be e-mailed to you.
ସଂଯୋଗ : ଦୁହିଁଙ୍କ ସମୟରେ ଗଢା ହୋଇଥିଲା, ଏବେ ଦୁହେଁ ବସିବେ
ଭୁବନେଶ୍ୱର(Girija Dash): କମିସନରେଟ ପୋଲିସ ବିଲଡିଂ ପାଇଁ ସଂଯୋଗ ଦିନ ହୋଇ ପାରେ | କାରଣ ଏବେ ପୂର୍ଣ୍ଣତା ଆସିବ | କାରଣ ଏହି ଭବ୍ୟ କୋଠା ଯାହା ସମୟରେ ପ୍ରାୟତଃ ହୋଇଥିଲା ଆଉ ଯିଏ ଏହି କୋଠା ନିର୍ମାଣ ଦାୟିତ୍ୱରେ ଥିଲେ ସେମାନେ ଏବେ ସେଠି ବାସ୍ତବିକ ବସ ଭାବେ ଆସୀନ ହେବେ | କାରଣ ପୋଲିସ…
ମାନସିକ ଅନଗ୍ରସର ପିଲାଙ୍କୁ କୋଳେଇ ନେଇ ତଳେ ବସିଗଲେ , ମନଭରି ଅନେକ ଗପିଲେ ମନ୍ତ୍ରୀ ଅଶୋକ
ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ
ନୂଆପଡ଼ା,(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ, ମାନବ ଉଦ୍ୟୋଗ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ …
ସୁଧାଂଶୁଙ୍କୁ ଦ୍ୱୈତ ନଗରୀ, ସତ୍ୟଜିତଙ୍କୁ କାରାଗାର
ପୋଲିସ ମୁଖିଆ ବଦଳିବା ପରେ ଆଶା କରାଯାଉଥିଲା ଯେ ଆଇପିଏସ୍ ସ୍ତରରେ ଅଦଳବଦଳ ହେବ | ଆଉ ତାହା ହିଁ ହେଲା, ନୂଆ ଡିଜି ବି କେ ଶର୍ମା କରିଛନ୍ତି ବଡ ଧରଣର ଅଦଳବଦଳ | ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏକା ଦଫାକେ ବଦଳିଛନ୍ତି ୩୬ ଜଣ ଆଇପିଏସ୍ ଓ ୩ ଓପିଏସ୍ ଅଧିକାରୀ ।…
ବାଣ ତିଆରି ବେଳେ ବିସ୍ଫୋରଣ, ପତ୍ନୀ ଗୁରୁତର ପତି ହରାଇଲେ ଜୀବନ
ନୟାଗଡ଼(ବିଶ୍ବଜିତ୍ ନାୟକ ) - ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସାହିରେ ଷୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୁଚନା ଅନୁଯାୟୀ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ଏଥୀରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର…
ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୁତ , ଘଟଣା ସ୍ଥଳରୁ ସ୍ୱାମୀ ମାରିଲା ଚମ୍ପଟ୍
ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ ହାଣିଲା ସ୍ୱାମୀ
ରେଢ଼ାଖୋଲ /ଅନୁଗୋଳ(ଯଶୋବନ୍ତ ନାରାୟଣ ସାହୁ)
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍ ବ୍ଲକ୍ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ଘଟିଛି ଅଘଟଣ । ଟାଙ୍ଗିଆ ଚୋଟରେ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ I ସୂଚନା ମୁତାବକ ଗଦାଧରପୁର ଗ୍ରାମର ଶେଷ…
ଡାଡୁମାହା ଘାଟି ତଳକୁ ଖସିଲା ବସ, 30ରୁ ଉର୍ଧ୍ବ ଆହତ
କନ୍ଧମାଳ : କନ୍ଧମାଳ କୋଟଗଡ଼ ଥାନା ଡାଡୁମାହା ଘାଟି ତଳକୁ ଏକ ବସ୍ ଖସିଯାଇଛି । ୨୫ ଫୁଟ୍ ତଳକୁ ବସଟି ଖସିଯାଇ ସେଥିରେ ଯାଉଥିବା ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ବସଟି କୋଟଗଡ଼ରୁ ଶ୍ରୀରାମପୁର ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।…
ଯିବା ବାଟରେ ନିଜେ ପଢିଥିବା ସ୍କୁଲ ପଡିଲା ତ, ମନ୍ତ୍ରୀଙ୍କୁ ଟାଣିନେଲା ପିଲାଦିନ
ବରଗଡ :- କାର୍ଯ୍ୟକ୍ରମରେ ଯାଉଥିଲେ ବିଜେପୁର । ହେଲେ ବାଟରେ ପଡିଗଲା ସେଇ ସ୍କୁଲ , ଯେଉଁଠି କଟିଥିଲା ପିଲାଦିନ । ସରିଥିଲା ପ୍ରାଥମିକ ଶିକ୍ଷା । ଆଉ ମନ ଟାଣିଲାନି ଆଗକୁ ଯିବାକୁ । ମନେ ପଡିଗଲା ପିଲାଦିନର ସେଇ ଅଭୁଲା ସମୟ, ସେଇଠି ବ୍ରେକ ଲାଗିଗଲା ମନରେ । ଗାଡି ସାଇଡ କରି ରଖିବାକୁ…
ପୁଣି ଏସପି ସାରା ଶର୍ମା ଗାଇଲେ ଗୀତ : ଏଥର ଗୋପାଳ କୃଷ୍ଣ ଗୀତାବଳୀରୁ
ବୈଷ୍ଣବ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସ୍ମୃତି ସନ୍ଧ୍ୟା ପାଳିତ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ବୈଷ୍ଣବ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସ୍ମୃତି-ସନ୍ଧ୍ୟା …
ପ୍ରେମର ଛଳନା ପରେ ପ୍ରତାରଣା : ଜେଲ ଗଲେ ଯୁବକ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଭୁବନେଶ୍ୱରପୁର ଗ୍ରାମର ବଲ୍ଲଭ ସିକାଙ୍କର ସେହି ଗ୍ରାମର ଜଣେ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିନେ ବଲ୍ଲଭ ଉକ୍ତ ଯୁବତୀ କୁ ବାହାହେବାର ପ୍ରଲୋଭନ ଦେଖାଇ ଛତିଶଗଡ଼ ର ରାୟପୁର କୁ ନେଇଯାଇଥିଲା । ରାୟପୁର ରେ ପ୍ରାୟ ଦେଢ଼ ମାସ କାଳ ଉକ୍ତ…
ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର - ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ବିଧାୟକ ଶ୍ରୀ ମିତ୍ର ଗତ କିଛି ଦିନ ହେଲା ମୁମ୍ବାଇର କୋକିଳାବେନ୍…