Sign in
Sign in
Recover your password.
A password will be e-mailed to you.
ତର୍ତଙ୍ଗ ପଞ୍ଚାୟତରେ ଆଇନ ସଚେତନତା ଶିବିର
ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତର୍ତଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ…
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
ପଦ୍ମପୁର-ଶାସକ ପ୍ରଶାସକ : ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପ୍ରଧାନ…
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ
ପଦ୍ମପୁର/ ଶାସକ ପ୍ରଶାସକ :ବୁଧବାର ସ୍ଥାନିୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବଶ୍ରୀ ଭୋଇ ଙ୍କ ଅଧକ୍ଷତା ରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ 157 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ସ୍ୱଗତ ଗଙ୍ଗାଧର ମେହେରଙ୍କ ଫୋଟୋଚିତ୍ର ରେ ଭକ୍ତି ପୁଷ୍ପ ଅର୍ପଣ…
ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫% ଓ ଅଧ୍ୟାପକଙ୍କ ଡ୍ୟୁଟି ୭ଘଣ୍ଟା ବାଧ୍ୟତାମୂଳକ : ଅରୁଣ ସାହୁ
ଭୁବନେଶ୍ର : ରାଜ୍ୟର ଯୁକ୍ତ-୩ କଲେଜରେ ଲାଗୁ ହେବ ପ୍ରୋକ୍ଟୋରିଆଲ ସିଷ୍ଟମ। ୧୦୧ଟି କଲେଜରେ କରାଯିବ ସ୍ମାର୍ଟ କ୍ଲାସର ବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ପ୍ରତିଶତ ଏବଂ ଅଧ୍ୟାପକମାନେ ଦୈନିକ କଲେଜରେ ୭ଘଣ୍ଟା ରହିବେ। ଏହା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ…
କୁନି ମନରେ ବନ୍ୟା ପ୍ରପୀଡ଼ିତଙ୍କ ଦୁର୍ଦ୍ଦଶା ଚିନ୍ତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୫୧ ଟଙ୍କା ପଠାଇଲେ…
ପାଇକମାଳ : ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ କ୍ୟାବିନେଟ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ସଂଗ୍ରହ କରାଯାଇଛି । ସଂଗୃହୀତ ୧୦୫୧ ଟଙ୍କା ରାଶିକୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
ଆଠ ପିଲାଙ୍କ ବାପା, କି କାଣ୍ଡ…… ଛିଃ
କନ୍ଧମାଳରେ ଲଜ୍ଜ୍ୟା :8ଟି ପିଲାର ବାପା ବିରୋଧରେ 3 ବର୍ଷର ଶିଶୁ କନ୍ୟା ପ୍ରତି କୁକର୍ମ ଉଦ୍ୟମ ଅଭିଯୋଗ
ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି. ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମର 8ଟି ପିଲାର ବାପା ସେହି…
ଜିଲ୍ଲାସ୍ତରୀୟ ୟୁଥ୍ ପାର୍ଲାମେଣ୍ଟ ପ୍ରତିଯୋଗୀତା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ମୁନିସିପାଲ ଉଚ୍ଚ-ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା , ଆନୁକୂଲ୍ୟରେ ଜିଲ୍ଲା-ସ୍ତରୀୟ ୟୁଥ୍ ପାର୍ଲାମେଣ୍ଟ…
ବିଶ୍ବ ଛାୟା-ଚିତ୍ର ଦିବସ ମିଳିତ ଭାବେ ପାଳିଲେ ଓଡ଼ିଶା- ଆନ୍ଧ୍ରର ଫଟୋଗ୍ରାଫର
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା-ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣମ୍ ମଣ୍ଡଳର ଫଟୋଗ୍ରାଫର ମାନଙ୍କ ପକ୍ଷରୁ ମିଳିତ ଭାବେ ହସୋଉଲ୍ଲାସରେ ଚଳିତ ଥର ୧୮୧ ତମ ବିଶ୍ବ ଛାୟା-ଚିତ୍ର ଦିବସ ପାଳିତ ହୋଇଯାଇଛି ।…
“ଅତୀତର ସ୍ରୋତ ଓ ଇତିହାସକୁ ଏକାଠି କରି ଇତିହାସ ମୂଳକୁ ବଦଳାଇବା ଭଳି ବ୍ୟକ୍ତିତ୍ୱ ଥିଲେ ପଦ୍ମଶ୍ରୀ…
ପଦ୍ମଶ୍ରୀ ଡ଼ଃ.ସତ୍ୟନାରାୟଣ ରାଜଗୁରୁଙ୍କ୧୧୭ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ପଦ୍ମଶ୍ରୀ ଡ଼ଃ .ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବିଶିଷ୍ଠ ଐତିହାସିକ…
ଓଡ଼ିଆ ଯୁବକଙ୍କ ସଫଳତା : ଜାତୀୟ ଯୁବ ସମ୍ମାନରେ ସମ୍ମାନୀତ ହେଲେ ବାରିପଦାର ସୁବ୍ରତ
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶାର ଏକମାତ୍ର ଯୁବକ ଭାବେ ୨୦୧୬-୧୭ ବର୍ଷର ଜାତୀୟ ଯୁବ ପ୍ରତିଭା ନିମନ୍ତେ ମନୋନୀତ ହୋଇ ଅଗଷ୍ଟ ୧୨ରେ ନୂଆଦିଲ୍ଲୀଠାରେ ଆୟୋଜିତ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଯୁବ ପ୍ରତିଭା ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ…